ବିଶ୍ୱ ରଙ୍ଗମଞ୍ଚ ଦିବସ: ଜାଣନ୍ତୁ ଆଧୁନିକ…
ଓଏଲ୍ ବ୍ୟୁରୋ: ଜୀବନ ହେଉଛି ଏକ ରଙ୍ଗମଞ୍ଚ। ପ୍ରତ୍ୟେକ ଜୀବାତ୍ମା ଜଣେ ଜଣେ ନାଟ୍ୟକାର। ଆଉ ଅଭିନୟର ପ୍ରଥମ ପାଠଶାଳା ହେଉଛି ରଙ୍ଗମଞ୍ଚ। ନାଚ, ଗୀତ, ସାହିତ୍ୟ, ସଂସ୍କୃତି ଓ ଭାସ୍କର୍ଯ୍ୟଠାରୁ ଆରମ୍ଭ କରି ସମସ୍ତ କଳାର ମିଶ୍ରିତ ରୂପ ହେଉଛି ‘ନାଟକ’। ସେଥିପାଇଁ ଭରତ ମୁନି ନାଟକକୁ ‘ପଞ୍ଚମ ବେଦ’…