ପ୍ରକାଶ ପାଇଛି ୨୦୨୫ର ମାଟ୍ରିକ ରେଜଲ୍ଟ:…
ଓଏଲ୍ ବ୍ୟୁରୋ: ପ୍ରକାଶ ପାଇଛି ୨୦୨୫ର ମାଟ୍ରିକ ରେଜଲ୍ଟ। ମାଧ୍ୟମିକ ବୋର୍ଡ ଅଫିସ କାର୍ଯ୍ୟାଳୟରେ ବିଧିବଧ ଭାବେ ପରୀକ୍ଷା ଫଳ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ୍ ଉପସ୍ଥିତ ରହି ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ କମିଛି ପାସ୍ ହାର । ଗତ ବର୍ଷ…