Odisha Link
Bridging the Missing Links in Odisha

ହିଂସା ଛାଡ଼ି ସଂସାର କଲେ, ୨ ମହିଳା…

ଓଏଲ୍‌ ବ୍ୟୁରୋ: ବନ୍ଧୁକ ଛାଡି ପିନ୍ଧିଲେ ଶଙ୍ଖା ସିନ୍ଦୁର। ଧୂମଧାମ ତଥା ସମସ୍ତ ରୀତିନୀତିରେ ବିବାହ ଚାଲିଥିଲା। ବିବାହ ବନ୍ଧନରେ ବାନ୍ଧି ହେଲେ ହିଂସା ଛାଡ଼ି ଆତ୍ମସମର୍ପଣ କରିଥିବା ୨ ମହିଳା ମାଓବାଦୀ। ସରକାରଙ୍କ ସହାୟତା ପାଇବା ପରେ ୨ମହିଳା ମାଓବାଦୀ ହିଂସା ତ୍ୟାଗକରି ସମାଜର ମୁଖ୍ୟସ୍ରୋତରେ ସାମିଲ…

ପ୍ରତିଷ୍ଠା ହେବ ଶିଳ୍ପ ପାର୍କ, ମହିଳା…

ଓଏଲ୍ ବ୍ୟୁରୋ : ମେକ ଇନ୍ ଓଡିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ମହିଳା ଉଦ୍ୟୋଗୀଙ୍କ ପାଇଁ ପ୍ରତିଷ୍ଠା ହେବ ଶିଳ୍ପ ପାର୍କ। ମିଶନ ଶକ୍ତିକୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ। ମିଶନଶକ୍ତି ଅନ୍ତର୍ଭୁକ୍ତ ଏସଏଚସି ମହିଳାଙ୍କୁ ମିଳିବ ବିନା ସୁଧରେ ଋଣ। ଦେଶରେ ନାରୀଙ୍କୁ…

ପାଗଳା କୁକୁର କାମୁଡ଼ାରେ ୩୦ ଆହତ

ଓଏଲ୍‌ ବ୍ୟୁରୋ : ପ୍ରାତଃ ଭ୍ରମଣରୁ ପାଗଳା କୁକୁର ଆରମ୍ଭ କରିଥିଲା ଆକ୍ରମଣ। ପାଗଳା କୁକୁର କାମୁଡ଼ାରେ ୩୦ଜଣ ଆହତ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୁନା ହାଟ କଂସେଇ ମହଲାରେ। ଜଣଙ୍କ ପରେ ଜଣଙ୍କୁ ଗୋଡେଇ ଗୋଡେଇ କାମୁଡିବାରେ ଲାଗିଛି ପାଗଳା କୁକୁର। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ବିଶ୍ୱ ପାଳୁଛି ଭିନ୍ନକ୍ଷମ ଦିବସ

ଓଏଲ୍ ବ୍ୟୁରୋ : ଦିବ୍ୟାଙ୍ଗ ଆସିବେ ମୁଖ୍ୟ ସ୍ରୋତକୁ। ଭିନ୍ନକ୍ଷମଙ୍କୁ ସାରା ଦେଶରେ ପରିଚୟ ସୃଷ୍ଟି କରିବା ପାଇଁ ଦେଶ ପାଳୁଛି ବିଶ୍ୱ ଭିନ୍ନକ୍ଷମ ଦିବସ। ସାଧାରଣ ଲୋକ ମାନଙ୍କର ଭିନ୍ନକ୍ଷମଙ୍କୁ ନେଇ ହୀନମାନସିକତା ଥାଏ। ପ୍ରକୃତରେ ଦିବ୍ୟାଙ୍ଗ ମାନଙ୍କ ପାଖରେ ଯଥେଷ୍ଟ କ୍ଷମତା ଥାଏ କିନ୍ତୁ  ସାଧାରଣ…

ସଡକ ଦୁର୍ଘଟଣା: ଦ୍ରୁତ ଗତିରେ ଗଛକୁ…

ଓଏଲ୍‌ ବ୍ୟୁରୋ : ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଘଟଣା ସ୍ଥଳରେ ଚଳନ୍ତା କାରଟି ଗଛରେ ପିଟି ହୋଇଥିଲା ଯାହା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ଥିବା ଖବର ସାମ୍ନାକୁ ଆସିଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା…

ମ୍ୟାଲେରିଆରୁ ମିଳିବ ମୁକ୍ତି, ଟୀକା…

ଓଏଲ୍ ବ୍ୟୁରୋ : ମ୍ୟାଲେରିଆରେ ଆଉ ଯିବନି ଜୀବନ। ଚିକିତ୍ସା କ୍ଷେତ୍ରରେ ମ୍ୟାଲେରିଆ ନିରାକରଣ ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତ ହେଉଛି। ଇଣ୍ଡିଆନ ମେଡିକାଲ ଫ୍ରାଟେନିଟୀର ବୈଜ୍ଞାନିକ ମାନେ ପ୍ରସ୍ତୁତ କରିଛନ୍ତି ମ୍ୟାଲେରିଆ ନିରାକରଣ ଟୀକା ଯାହା ମ୍ୟାଲେରିଆ ଚିକିତ୍ସା କ୍ଷେତ୍ରକୁ ସହଜ କରିବ। ଏହି ଟୀକା…

ASO ପରୀକ୍ଷା ମାମଲା : ଚୂଡାନ୍ତ…

ଓଏଲ୍ ବ୍ୟୁରୋ : ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କିଛି ଦିନ ହେବ ଲାଗିରହିଥିଲା ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ। ବାଦବିବାଦ ପରେ ପରୀକ୍ଷା ଫଳକୁ ନେଇ ଗୁରୁତ୍ୱପୂର୍ଣ ରାୟ ହାଇକୋର୍ଟ ଶୁଣାଇଲେ। ତେବେ ପରୀକ୍ଷାର ଚୂଡାନ୍ତ ତାଲିକା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। କୋର୍ଟର…

ଏନଆଇଏ ଜାଲରେ କୋର୍ଟ ବିସ୍ଫୋରଣ…

ଓଏଲ୍ ବ୍ୟୁରୋ : ଗିରଫ ହେଲା କୋର୍ଟ ବିସ୍ଫୋରଣ ଷଡ଼ଯନ୍ତ୍ରକାରୀ ହରପ୍ରିତ ସିଂହ। ଷଡ଼ଯନ୍ତ୍ରକାରୀ ହରପ୍ରିତକୁ ଲୁଧିଆନା କୋର୍ଟ ବିସ୍ଫୋରଣର ପ୍ରାୟ ୧୧ ମାସ ପରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଗିରଫ କରିଛି। ପୂର୍ବରୁ ବିସ୍ଫୋରଣକାରୀକୁ ଧରିବା ପାଇଁ…

ମୁଖ୍ୟମନ୍ତ୍ରୀ କରିବେ ରାଲି, ଆଜି…

ଓଏଲ୍ ବ୍ୟୁରୋ : ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ କରିବେ ରାଲି। ରାଲି ପାଇଁ ଜିଲ୍ଲାର ସବୁ ବିଦ୍ୟାଳୟ ଆଜି ପାଇଁ ବନ୍ଦ। ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାରେ ଏଭଳି ଖବର ଶୁଣିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକସଭା ଉପନିର୍ବାଚନ ପାଇଁ ଆଜି ମୈନପୁରୀରେ ରାଲି କରିବେ। ରାଲି ପରେ ଏକ…

ବିଦ୍ୟାଳୟରେ ଛାତ୍ରୀ ଦୁଷ୍କର୍ମ ଘଟଣା

ଓଏଲ୍ ବ୍ୟୁରୋ : କ୍ଲାସରୁମରେ ଛାତ୍ରୀ ଅସୁରକ୍ଷିତ। ଅଷ୍ଟମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଘଟଣା। ମହାରାଷ୍ଟ୍ର ମୁମ୍ବାଇରେ ସ୍କୁଲ ଭିତରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି। ୧୩ ବର୍ଷର ଅଷ୍ଟମ ଶ୍ରେଶୀ ଛାତ୍ରୀଙ୍କୁ କ୍ଲାସ ରୁମ ଭିତରେ ତାଙ୍କର ୪ ଜଣ କ୍ଲାସମେଂଟ ଦୁଷ୍କର୍ମ…