Odisha Link
Bridging the Missing Links in Odisha

ମହାନଦୀ ଜଳ ବିବାଦ

ଓଏଲ୍ ବ୍ୟୁରୋ : ଅତି ପ୍ରତିକ୍ଷିତ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବୁନାଲର ନିଷ୍ପତି ଶୁଣାଣିର ଅପେକ୍ଷା। ଓଡିଶା ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବୁନାଲରେ ହେବ ଶୁଣାଣି। ଦୀର୍ଘ ଦିନର ମହାନଦୀ ଅବବାହିକାର ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଦୁଇ ରାଜ୍ୟର ବୈଷୟିକ ଟିମ୍‌ ମଧ୍ୟରେ…

ମାଗଣାରେ ବୁଲିବେ ଐତିହାସିକ ସ୍ଥଳ

ଓଏଲ୍ ବ୍ୟୁରୋ: ବିଶ୍ୱ ଐତିହାସିକ ସପ୍ତାହ ଅବସରରେ ଏଏସଆଇ ଦେଇଛି ପର୍ଯ୍ୟଟକଙ୍କ ପାଇଁ ଭେଟି। ଆଜି ପାଇଁ ଟିକେଟ ମୁକ୍ତ ହେଲା ପର୍ଯ୍ୟଟକ ସ୍ଥଳ। ଏଏସଆଇ ଅଧୀନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ପାଇଁ ଟିକେଟ ମୁକ୍ତ କରାଯାଇଛି। ଯାହାଦ୍ୱାରା ଆଜି ତାଜମହଲ ସମେତ ଦେଶରେ ଥିବା ସମସ୍ତ ଏଏସଆଇ ଅଧୀନରେ ଐତିହ୍ୟ…

ବକ୍ସ ଅଫିସରେ ଭିଡ,ରିଲିଜ ହେଲା ଦୃଶ୍ୟମ-୨

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଦୃଶ୍ୟମ-୨ ଶୁକ୍ରବାର ରିଲିଜ ହୋଇଛି। ସକାଳୁ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଦୃଶ୍ୟମ-୧ ଦେଖିବା ପରେ ଏହାର ପାର୍ଟ-୨ ଦେଖିବାପାଇଁ ଅନେକ ଫ୍ୟାନ ଅପେକ୍ଷାରେ ଥିବାବେଳେ…

ବୃଦ୍ଧି ହୋଇପାରେ ବିଧାୟକଙ୍କ ଦରମା

ଓଏଲ୍ ବ୍ୟୁରୋ : ବଢିପାରେ ବିଧାୟକଙ୍କ ଦରମା। ବିଧାନସଭାର ବୈଠକରେ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଆଲୋଚନା ଶେଷ ହୋଇଛି। ବିଧାୟକଙ୍କ ଦରମା ବୃଦ୍ଧି ନେଇ ଖୁବଶୀଘ୍ର ବାଚସ୍ପତିଙ୍କୁ ଉପଦେଷ୍ଟା କମିଟିର ରିପୋର୍ଟ ଦିଆଯିବ। ରାଜ୍ୟସରକାର ଏହାପରେ ଚୂଡାନ୍ତ ନିଷ୍ପତ୍ତି ନେବେ। ପୂର୍ବରୁ ବିଧାନସଭା ଅଧିବେଶନରେ…

ବିଜେପିର ସତ୍ୟାଗ୍ରହ

ଓଏଲ୍ ବ୍ୟୁରୋ : ପଦ୍ମପୁର ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରସଙ୍ଗ। ଏନେଇ ବିଜେପିର ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସତ୍ୟାଗ୍ରହ। ଚାଷୀ ପ୍ରସଙ୍ଗକୁ ନେଇ ବିଜେପିର ଆନ୍ଦୋଳନ ଆରମ୍ଭ। ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲା ବିଜେପି।ରାଜ୍ୟ ସରକାର ଚାଷୀ…

ଲଞ୍ଚ୍ ହେଲା ଭାରତର ପ୍ରଥମ ପ୍ରାଇଭେଟ୍…

ଓଏଲ୍ ବ୍ୟୁରୋ : ଇତିହାସ ରଚିଲା ଭାରତ। ମହାକାଶ ଗବେଷଣା କ୍ଷେତ୍ରରେ ଦେଶର ଐତିହାସିକ ଦିନ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ କରାଯାଇଛି ଦେଶର ପ୍ରଥମ ପ୍ରାଇଭେଟ ରକେଟ୍ ‘ବିକ୍ରମ-ଏସ୍’। ଦିନ ସାଢ଼େ ୧୧ରେ ଷ୍ଟାର୍ଟଅପ୍ ସ୍କାଏରୁଟ ଏରୋସ୍ପେସ ପକ୍ଷରୁ ଏହି ଲଞ୍ଚିଂ କରାଯାଇଛି। ଅନ୍ତରୀକ୍ଷ କ୍ଷେତ୍ରରେ…

ସଫେଇ ପରିଚାଳକଙ୍କୁ ଗାଳିଗୁଲଜ ,…

ଓଏଲ୍ ବ୍ୟୁରୋ : ତଳିଆ କର୍ମଚାରୀଙ୍କୁ ନିର୍ବାହୀ ଅଧିକାରୀ ଦୁର୍ବ୍ୟବହାର କରି ଧମକ ଦେଉଥିବା ଭିଡିଓ ସାମ୍ନାକୁ ଆସିଛି । ଘଟଣାଟି ଘଟିଛି ଯାଜପୁର ଜିଲ୍ଲାରେ । ବ୍ୟାସନଗର ନିର୍ବାହୀ ଅଧିକାରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବ୍ୟାସନଗର ନିର୍ବାହୀ ଅଧିକାରୀ ସଫେଇ ପରିଚାଳକଙ୍କୁ ଅସଭ୍ୟ…

ଗୃହପାଳିତଙ୍କ ପାଇଁ ବିଏମସି ନିର୍ଦ୍ଧିଷ୍ଟ…

ଓଏଲ୍ ବ୍ୟୁରୋ : ସାବଧାନ ରୁହନ୍ତୁ ଯଦି ଘରେ ପୋଷା ଜୀବଜନ୍ତୁ ରଖିଛନ୍ତି। ଗୃହପାଳିତଙ୍କ ପାଇଁ ବିଏମସି ଆଣିବ ନୂଆ ଗାଇଡଲାଇନ। ନିଜ ଘରେ ରଖୁଥିବା ପଶୁ ସେ ଗାଈ ହେଉ କି କୁକୁର ସେମାନଙ୍କ ପାଇଁ ନୂଆ ଗାଇଡଲାଇନ ଆଣିବ ବିଏମସି । ଘରେ ରଖୁଥିବା କୁକୁର ହେଉ କି ଗାଈ ମାଲିକମାନେ ବିଏମସି ଅଫିସରେ ରେଜିଷ୍ଟ୍ରେସନ…

ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ

ଓଏଲ୍ ବ୍ୟୁରୋ : ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ।ନଭେମ୍ବର ୩୦ ସୁଦ୍ଧା ହକି ଷ୍ଟାଡିୟମ ଏବଂ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ। ଶ୍ରୀ ନବୀନ ପଟ୍ଟନାୟକଙ୍କ…

ବିଜେପିକୁ ଜବାବ ଦେଲେ ସସ୍ମିତ ପାତ୍ର ,…

ଓଏଲ୍ ବ୍ୟୁରୋ : ରାଜ୍ୟସରକାରଙ୍କ ଚାଷୀ ଅବହେଳାକୁ ନେଇ ଆସନ୍ତାକାଲି ଠାରୁ ବିଧାନସଭା ସାମ୍ନାରେ ସତ୍ୟାଗ୍ରହ କରିବାକୁ ଡାକରା ଦେଇଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ନିଦ ନ ଭାଙ୍ଗିବା ପର୍ଯ୍ୟନ୍ତ ବିଜେପି ବିଧାନସଭା ଆଗରେ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି । ରାଜ୍ୟ ସରକାର ଚାଷୀ ମାନଙ୍କ ସମସ୍ୟାକୁ ନ…