Odisha Link
Bridging the Missing Links in Odisha

ବିଜେଡିରେ ସାମିଲ ହେଲେ ପୂର୍ବତନ…

ଓଏଲ୍ ବ୍ୟୁରୋ : ଉପ-ନିର୍ବାଚନ ପୂର୍ବରୁ ପଦ୍ମପୁରରେ ବଳ ଗୋଟାଉଛି ବିଜେଡି । ଉପ-ନିର୍ବାଚନ ପାଇଁ ପଦ୍ମପୁର ରାଜନୀତି ସରଗରମ ଥିବା ବେଳେ ୩ ଦଳ ପକ୍ଷରୁ ଆଜି ନାମାଙ୍କନପତ୍ର ଦାଖଲ କରାଯିବ । ଏସବୁ ଭିତରେ ଆଜି ବିଜେଡି ପଦ୍ମପୁରରେ ନିଜର ଶକ୍ତି ବଢାଇଛି । ନୂଆପଡାର ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ…

ଅଜୟ ମାକେନ ରାଜସ୍ଥାନ କଂଗ୍ରେସ ପ୍ରଭାରୀ…

ଓଏଲ୍ ବ୍ୟୁରୋ : ରାଜସ୍ଥାନ କଂଗ୍ରେସରେ କନ୍ଦଳ ଲାଗିରହିଥିବାବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଟଲଙ୍କ ମଧ୍ୟରେ କ୍ଷମତା ପାଇଁ ଲଢେଇ ଜାରିରହିଛି । ଏହି କନ୍ଦଳ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଓଏଲ୍ ବ୍ୟୁରୋ : ଓଡ଼ିଶାର ଅନେକ ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀଙ୍କୁ ଫସଲ ବୀମାରାଶି ଦେବା ନେଇ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଗଠିତy ବୈଷୟିକ ପରାମର୍ଶଦାତା କମିଟି ଦ୍ୱାରା ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି…

ଜିଦରେ ଓକିଲ ସଂଘ , ସୁପ୍ରିମକୋର୍ଟର…

ଓଏଲ୍ ବ୍ୟୁରୋ : ବର୍ଷ ବର୍ଷ ହେବ ଲାଗିରହିଛି ଓକିଲ ସଂଘ ଆନ୍ଦୋଳନ । ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି କହୁଛନ୍ତି ଓକିଲ ସଂଘ।ଦୀର୍ଘଦିନ ଧରି ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଲାଗିରହିଥିବାବେଳେ ସୁପ୍ରିମକୋର୍ଟ ଏହି ଘଟଣାକୁ ନେଇ ନିର୍ଦ୍ଦେଶ  ଦେଇଥିଲେ ଓକିଲ ସଂଘକୁ…

କିଟ୍‍ର ରୌପ୍ୟ ଜୟନ୍ତୀ ଉଦ୍‍ଘାଟିତ

ଓଏଲ୍ ବ୍ୟୁରୋ : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜିର ୨୫ବର୍ଷ ପୂର୍ତ୍ତି ଅବସରରେ ପାଳନ ହୋଇଛି ରୌପ୍ୟ ଜୟନ୍ତୀ ସମାରୋହ (ସଏଲ୍‍ ଟୁ ସିଲ୍‍ଭର) । ବୁଧବାର ଏହି ଜୟନ୍ତୀ ଉଦ୍‍ଘାଟିତ ହୋଇଯାଇଥିବାବେଳେ କିଟ୍‍ ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତବର୍ଷ କିଟ୍‍ ତାର…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମାରିବା…

ଓଏଲ୍ ବ୍ୟୁରୋ: ଷଡଯନ୍ତ୍ର ହେଉଛି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମାରିବାକୁ । ଏହି କଥା ନିଜେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମ ଆଗରେ କହିଛନ୍ତି । ସେ ମଧ୍ୟ କହିଛନ୍ତି ଯେଉଁ ରାଜ୍ୟରେ ଆଇନ ନାହିଁ, ସେ ରାଜ୍ୟରେ କାହାକୁ ଭରସା କରି କରିହେବନି । ବିଧାୟକଙ୍କୁ ସିଧାସଳଖ ଧମକ…

କିଡ୍‌ନୀ ଚୋରି: ଡାକ୍ତରଙ୍କ କିଡ୍‌ନୀ…

ଓଏଲ୍ ବ୍ୟୁରୋ: ନର୍ସିଂହୋମରୁ କିଡ୍‌ନୀ ଠକେଇ ଅଭିଯୋଗ। ଏଭଳି ଅଭିଯୋଗ ଆଣିଲେ ମୁଜାଫରପୁରର ସୁନୀତା ଦେବୀ। ଏହି ମହିଳାଙ୍କ ଉଭୟ କିଡ୍‌ନୀକୁ ଚଳିତ ବର୍ଷ ସେପ୍ଟେମ୍ବରରେ ସ୍ଥାନୀୟ ଏକ ଘରୋଇ ନର୍ସିଂହୋମରେ ଚୋରି କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଅଭିଯୋଗରେ କହିଛନ୍ତି ଡାକ୍ତରଙ୍କ କିଡ୍‌ନୀ ତାଙ୍କ…

କ୍ୟାପିଟାଲ ହସ୍ପିଟାଲର ସମୀକ୍ଷା କଲେ 5T…

ଓଏଲ୍ ବ୍ୟୁରୋ : ଚିକିତ୍ସାଳୟ ଭିତ୍ତିଭୂମି ସୁଦୃଢ ପାଇଁ ନୂତନ ପଦକ୍ଷେପ। ସକାଳ ପ୍ରାୟ ୫.୩୦ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5T ସଚିବ ଶ୍ରୀଯୁକ୍ତ ଭି.କେ.ପାଣ୍ଡିଆନ କ୍ୟାପିଟାଲ ହସ୍ପିଟାଲର ପରିଦର୍ଶନରେ ଯାଇଥିଲେ । ସେ ଟ୍ରମା କେୟାର ଓ ମେଡିକାଲ କଲେଜର ଭିତ୍ତିଭୂମି ସମୀକ୍ଷା…

ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁ

ଓଏଲ୍ ବ୍ୟୁରୋ : ସତରେ ମଣିଷ କଣ ନିଜର ମାନବିକତା ଭୁଲିଗଲାଣି ! ଝିଅ ଜନ୍ମ କଣ ଆଜିବି ବୋଝ । ନିଜ ଜନ୍ମକଲା ମା କିପରି ନିଜ କନ୍ୟା ସହ ଏପରି କରିପାରେ । ଟିଙ୍କବୀର ଜଙ୍ଗଲରୁ ଏକ ଦୁଃଖଦ ଘଟଣା । ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଙ୍କବୀର ଗ୍ରାମ୍ୟ ଜଙ୍ଗଲରୁ ଏକ…

ପଦ୍ମପୁର ଉପନିର୍ବାଚନ ପାଇଁ ବଦଳିଲା…

ଓଏଲ୍ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ୩ ଦଳ ପାର୍ଥି ଘୋଷଣା କରିଦେଇଛି । ବିଜେଡିରୁ ବର୍ଷା ସିଂ ବରିହା , ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ପାର୍ଥି ଭାବେ ଘୋଷଣା ହୋଇସାରିଛି । ସେପଟେ ପଦମପୁର ଉପନିର୍ବାଚନ ପାଇଁ ମତଦାନ ଅବଧି ପରିବର୍ତ୍ତନ କରାଯାଇଛି। ପଦମପୁର ଉପନିର୍ବାଚନ…