Odisha Link
Bridging the Missing Links in Odisha

ଇସ୍ରୋକୁ ଆଉ ଏକ ବଡ ସଫଳତା

ଓଏଲ୍ ବ୍ୟୁରୋ: ଇତିହାସ ରଚିଲା ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ ଇସ୍ରୋ। ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଇସ୍ରୋ ତରଫରୁ ତାମିଲନାଡୁର ଶ୍ରୀହରିକୋଟାର ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଓସେନସ୍ୟାଟ-୩ ଓ ଭୂଟାନର ଏକ ଉପଗ୍ରହ ସମେତ ମୋଟ ୯ଟି ଛୋଟ ସାଟେଲାଇଟକୁ ପିଏସଏଲଭି –ସି୫୪/ଇଓଏସ-୦୬ ମିଶନ…

ବକ୍ସ ଅଫିସରେ ରେକର୍ଡ…

ଓଏଲ୍ ବ୍ୟୁରୋ: ବକ୍ସ ଅଫିସରେ ରେକର୍ଡ ଆଶାରେ ବଲିଉଡ ସିନେମା "ଭେଡିୟା"। ବରୁଣ ଧାୱନ ଓ କ୍ରିତି ସାନନଙ୍କ ଅଭିନୀତ ବଲିଉଡ ଚଳଚ୍ଚିତ୍ର ଭେଡିୟା ବକ୍ସ ଅଫିସରେ ଦମଦାର ରେକର୍ଡ କରିବାର ଆଶା କରାଯାଉଥିବାବେଳେ ଚଳଚ୍ଚିତ୍ରଟି ୨୫ତାରିଖରେ ରିଲିଜ୍ ହୋଇଛି। ରିଲିଜ୍ ହେବାର ପ୍ରଥମ ଶୋ'ରେ ଦର୍ଶକଙ୍କ ମଧ୍ୟରେ…

ପଦ୍ମପୁର ଉପନିର୍ବାଚନ : ପ୍ରେସମିଟରେ…

ଓଏଲ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ଓଡିଶା ରାଜନୀତି। ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବାବେଳେ ବିଜେଡି ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ପାର୍ଥି ପ୍ରଦୀପ ପୁରୋହିତ। ସାମ୍ବାଦିକ ସମ୍ମିଳନୀରେ କାନ୍ଦିଥିଲେ ପ୍ରଦୀପ ପୁରୋହିତ। ପଥରେଲ ଗାଁରେ ପ୍ରଦୀପଙ୍କୁ…

ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ, ଅଗ୍ନିଶମ…

ଓଏଲ୍ ବ୍ୟୁରୋ: ଲାଗିଲା ନିଆଁ, କବାଡ଼ି ଗୋଦାମରେ ଘଟିଲା ଭୟାବହ ଅଗ୍ନିକାଣ୍ଡ। ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବାର ସୂଚନା । କେଉଁ କାରଣରୁ ନିଆଁ ଲାଗି ଜଳିଗଲା କବାଡ଼ି ଗୋଦାମ ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ଅଗ୍ନିଶମ ବାହିନୀ ନିଆଁ ଆୟତ୍ତ ପାଇଁ ୨ଟି ଦମକଳ ଗାଡି ସହ…

ପରଲୋକରେ ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ…

ଓଏଲ୍ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକ ଦେହାନ୍ତ। ଡାଏଲିସିସ ପାଇଁ ମେଡିକାଲ ଯିବା ବାଟରେ ମନ୍ତ୍ରୀ ଗୋଲକ ବିହାରୀ ନାଏକଙ୍କ ଦେହାନ୍ତ ହୋଇଥିବା ସୂଚନା। ୬୫ ବର୍ଷ ବୟସରେ ହୃଦଘାତରେ ପରଲୋକ। ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକ ଦୀର୍ଘଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ଶ୍ରୀ…

ପ୍ରଚଣ୍ଡ ଶବ୍ଦରେ ଥରିଉଠିଲା ରାଜ୍ୟର ୩…

ଓଏଲ୍ ବ୍ୟୁରୋ: ଭୟରେ ଥରିଲେ ଲୋକମାନେ। ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା। ଯାଜପୁର, କେନ୍ଦୁଝର ଓ ଭଦ୍ରକରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି। ବଡ ବୋମା ବିସ୍ଫୋରଣ ହେଲା ଭଳି ପ୍ରଚଣ୍ଡ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ। ୧୦୦ କିମି ଦୂରତା ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଛି। ବିସ୍ପୋରଣ ଶବ୍ଦ…

ନକଲି ସାର୍ଟିଫିକେଟ ମାମଲା, ବୋର୍ଡ…

ଓଏଲ୍ ବ୍ୟୁରୋ: ନକଲି ସାର୍ଟିଫିକେଟ ବିକ୍ରି କରି ବନ୍ଧା ହେଲେ ବୋର୍ଡ କର୍ମଚାରୀ। ସୁଇପର ସୁପର ଭାଇଜର ଭ୍ରମରର ବର ନାୟକଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ। ୪୫ ହଜାର ଟଙ୍କାରେ କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନକଲି OSSTET ସାର୍ଟିଫିକେଟ ବିକ୍ରି କରିଥିବାର ସୂଚନା। ବ୍ୟକ୍ତି ଜଣକ ସାର୍ଟିଫିକେଟ ନକଲି…

କାଲିଠୁ ବିଧାନସଭା ଶୀତ ଅଧିବେଶନ

ଓଏଲ୍ ବ୍ୟୁରୋ: ବିଧାନସଭାରେ କାଲିଠୁ ହେବ ଶୀତ ଅଧିବେଶନ। ସରକାରଙ୍କୁ ଘେରିବାକୁ ବିଭିନ୍ନ ପ୍ରସଙ୍ଗ ନେଇ ବିଜେପି ଓ କଂଗ୍ରେସ ପ୍ରସ୍ତୁତ ଥିବାବେଳେ ଚାଷୀ ଓ ଅନ୍ୟ ପ୍ରସଙ୍ଗରେ ଅଡ଼ୁଆରେ ପଡ଼ିପାରନ୍ତି ରାଜ୍ୟ ସରକାର। ବିଜେପି ଉଠାଇବ ଅର୍ଚ୍ଚନା, ଧର୍ମେନ୍ଦ୍ର ମୃତ୍ୟୁ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି…

ଭିଜିଲାନ୍ସ ପଞ୍ଝାରେ ରାଜସ୍ୱ ସହାୟକ

ଓଏଲ୍ ବ୍ୟୁରୋ: ଜମିପଟ୍ଟା କରାଇଦେବା ପାଇଁ ୬ ହଜାର ଟଙ୍କାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ। ରାଜସ୍ୱ ସହାୟକ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ମାଗୁଥିଲେ। ସୂଚନା ଅନୁସାରେ ଜଣେ ବ୍ୟକ୍ତି ନିଜ ଘରବାଡ଼ି…

ଆଜିଠୁ ମାଟ୍ରିକ୍‌ ସମ୍ମେଟିଭ୍-୧ ପରୀକ୍ଷା

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍‌ ସମ୍ମେଟିିଭ୍‌-୧ ପରୀକ୍ଷା। ସେଥିପାଇଁ ବୋର୍ଡ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ବିଭିନ୍ନ ନୋଡାଲ୍‌ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଇ ଦିଆଯାଇଛି। ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ପରୀକ୍ଷା ଆରମ୍ଭ…