Odisha Link
Bridging the Missing Links in Odisha

ବିଜେପିର ସତ୍ୟାଗ୍ରହ

ଓଏଲ୍ ବ୍ୟୁରୋ : ପଦ୍ମପୁର ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରସଙ୍ଗ। ଏନେଇ ବିଜେପିର ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସତ୍ୟାଗ୍ରହ। ଚାଷୀ ପ୍ରସଙ୍ଗକୁ ନେଇ ବିଜେପିର ଆନ୍ଦୋଳନ ଆରମ୍ଭ। ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲା ବିଜେପି।ରାଜ୍ୟ ସରକାର ଚାଷୀ…

ଲଞ୍ଚ୍ ହେଲା ଭାରତର ପ୍ରଥମ ପ୍ରାଇଭେଟ୍…

ଓଏଲ୍ ବ୍ୟୁରୋ : ଇତିହାସ ରଚିଲା ଭାରତ। ମହାକାଶ ଗବେଷଣା କ୍ଷେତ୍ରରେ ଦେଶର ଐତିହାସିକ ଦିନ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ କରାଯାଇଛି ଦେଶର ପ୍ରଥମ ପ୍ରାଇଭେଟ ରକେଟ୍ ‘ବିକ୍ରମ-ଏସ୍’। ଦିନ ସାଢ଼େ ୧୧ରେ ଷ୍ଟାର୍ଟଅପ୍ ସ୍କାଏରୁଟ ଏରୋସ୍ପେସ ପକ୍ଷରୁ ଏହି ଲଞ୍ଚିଂ କରାଯାଇଛି। ଅନ୍ତରୀକ୍ଷ କ୍ଷେତ୍ରରେ…

ସଫେଇ ପରିଚାଳକଙ୍କୁ ଗାଳିଗୁଲଜ ,…

ଓଏଲ୍ ବ୍ୟୁରୋ : ତଳିଆ କର୍ମଚାରୀଙ୍କୁ ନିର୍ବାହୀ ଅଧିକାରୀ ଦୁର୍ବ୍ୟବହାର କରି ଧମକ ଦେଉଥିବା ଭିଡିଓ ସାମ୍ନାକୁ ଆସିଛି । ଘଟଣାଟି ଘଟିଛି ଯାଜପୁର ଜିଲ୍ଲାରେ । ବ୍ୟାସନଗର ନିର୍ବାହୀ ଅଧିକାରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବ୍ୟାସନଗର ନିର୍ବାହୀ ଅଧିକାରୀ ସଫେଇ ପରିଚାଳକଙ୍କୁ ଅସଭ୍ୟ…

ଗୃହପାଳିତଙ୍କ ପାଇଁ ବିଏମସି ନିର୍ଦ୍ଧିଷ୍ଟ…

ଓଏଲ୍ ବ୍ୟୁରୋ : ସାବଧାନ ରୁହନ୍ତୁ ଯଦି ଘରେ ପୋଷା ଜୀବଜନ୍ତୁ ରଖିଛନ୍ତି। ଗୃହପାଳିତଙ୍କ ପାଇଁ ବିଏମସି ଆଣିବ ନୂଆ ଗାଇଡଲାଇନ। ନିଜ ଘରେ ରଖୁଥିବା ପଶୁ ସେ ଗାଈ ହେଉ କି କୁକୁର ସେମାନଙ୍କ ପାଇଁ ନୂଆ ଗାଇଡଲାଇନ ଆଣିବ ବିଏମସି । ଘରେ ରଖୁଥିବା କୁକୁର ହେଉ କି ଗାଈ ମାଲିକମାନେ ବିଏମସି ଅଫିସରେ ରେଜିଷ୍ଟ୍ରେସନ…

ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ

ଓଏଲ୍ ବ୍ୟୁରୋ : ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ।ନଭେମ୍ବର ୩୦ ସୁଦ୍ଧା ହକି ଷ୍ଟାଡିୟମ ଏବଂ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ। ଶ୍ରୀ ନବୀନ ପଟ୍ଟନାୟକଙ୍କ…

ବିଜେପିକୁ ଜବାବ ଦେଲେ ସସ୍ମିତ ପାତ୍ର ,…

ଓଏଲ୍ ବ୍ୟୁରୋ : ରାଜ୍ୟସରକାରଙ୍କ ଚାଷୀ ଅବହେଳାକୁ ନେଇ ଆସନ୍ତାକାଲି ଠାରୁ ବିଧାନସଭା ସାମ୍ନାରେ ସତ୍ୟାଗ୍ରହ କରିବାକୁ ଡାକରା ଦେଇଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ନିଦ ନ ଭାଙ୍ଗିବା ପର୍ଯ୍ୟନ୍ତ ବିଜେପି ବିଧାନସଭା ଆଗରେ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି । ରାଜ୍ୟ ସରକାର ଚାଷୀ ମାନଙ୍କ ସମସ୍ୟାକୁ ନ…

ଶ୍ରୀକ୍ଷେତ୍ରରେ ହେବ ଆଦର୍ଶ ଗୁରୁକୁଳ,…

ଓଏଲ୍ ବ୍ୟୁରୋ : ବହୁପ୍ରତୀକ୍ଷାର ଅନ୍ତ ପରେ ପ୍ରତିଷ୍ଠା ହେବାକୁ ଯାଉଛି ଆଦର୍ଶ ଗୁରୁକୁଳ । ଏକ ଖୁସି ଖବର , ପୁରୀରେ ବହୁତ ଶୀଘ୍ର ହେବାକୁ ଯାଉଛି ଆଦର୍ଶ ଗୁରୁକୁଳ ଏବଂ ଏଥିରେ ୫୦% ସଂରକ୍ଷଣ ରହିବ ସେବାୟତ ପିଲାଙ୍କ ପାଇଁ । ନିର୍ମାଣ ହେବାକୁ ଥିବା ଆଦର୍ଶ ଗୁରୁକୁଳ ପାଇଁ ମାଟିତୋଟାରେ ୧୪ ଏକର ଜମି ଲିଜରେ…

ବିଜେଡିରେ ସାମିଲ ହେଲେ ପୂର୍ବତନ…

ଓଏଲ୍ ବ୍ୟୁରୋ : ଉପ-ନିର୍ବାଚନ ପୂର୍ବରୁ ପଦ୍ମପୁରରେ ବଳ ଗୋଟାଉଛି ବିଜେଡି । ଉପ-ନିର୍ବାଚନ ପାଇଁ ପଦ୍ମପୁର ରାଜନୀତି ସରଗରମ ଥିବା ବେଳେ ୩ ଦଳ ପକ୍ଷରୁ ଆଜି ନାମାଙ୍କନପତ୍ର ଦାଖଲ କରାଯିବ । ଏସବୁ ଭିତରେ ଆଜି ବିଜେଡି ପଦ୍ମପୁରରେ ନିଜର ଶକ୍ତି ବଢାଇଛି । ନୂଆପଡାର ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ…

ଅଜୟ ମାକେନ ରାଜସ୍ଥାନ କଂଗ୍ରେସ ପ୍ରଭାରୀ…

ଓଏଲ୍ ବ୍ୟୁରୋ : ରାଜସ୍ଥାନ କଂଗ୍ରେସରେ କନ୍ଦଳ ଲାଗିରହିଥିବାବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଟଲଙ୍କ ମଧ୍ୟରେ କ୍ଷମତା ପାଇଁ ଲଢେଇ ଜାରିରହିଛି । ଏହି କନ୍ଦଳ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଓଏଲ୍ ବ୍ୟୁରୋ : ଓଡ଼ିଶାର ଅନେକ ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀଙ୍କୁ ଫସଲ ବୀମାରାଶି ଦେବା ନେଇ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଗଠିତy ବୈଷୟିକ ପରାମର୍ଶଦାତା କମିଟି ଦ୍ୱାରା ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି…