Odisha Link
Bridging the Missing Links in Odisha

ଓଏଏସ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ…

ଓଏଲ୍‌ ବ୍ୟୁରୋ: ଓଏଏସ ଅଧିକାରୀଙ୍କୁ ପାଇଁ କଠୋର ହେଲେ ରାଜ୍ୟ ସରକାର । ଯେଉଁ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଉଛି ସେମାନେ ନୂଆ ସ୍ଥାନରେ ଯୋଗ ଦେଉ ନ ଥିବାରୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆସନ୍ତା ୧୦ ତାରିଖ ମଧ୍ୟରେ ଯଦି ବଦଳି ହୋଇଥିବା ତଥା ନୂଆ ଦାୟିତ୍ବ ମିଳିଥିବା ଓଏଏସ…

ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କାର…

ଓଏଲ୍‌ ବ୍ୟୁରୋ: ଚାଷୀଙ୍କ ଖାତାକୁ ୮୦୦ ଟଙ୍କାର ଇନ୍‌ପୁଟ ସହାୟତା ଦେଲେ ରାଜ୍ୟ ସରକାର । ବରଗଡ ସୋହେଲାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ର ସରକାରଙ୍କ ୨୩୦୦ ଏମଏସପି ସହ ୮୦୦ଟଙ୍କାର ଇନପୁଟ୍‌ ସହାୟତା ରାଶି ଯୋଗାଇଦେଲେ ରାଜ୍ୟ…

ସିବିଆଇ ରେଡ୍: ୩ଗିରଫ, ବିପୁଳ ଟଙ୍କା ଜବତ

ଓଏଲ୍‌ ବ୍ୟୁରୋ: ସିବିଆଇ ରେଡ୍ ଘଟଣାରେ ୩ ଗିରଫ । ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଓଡ଼ିଶା ଓ ପଶ୍ଚିମବଙ୍ଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ପ୍ରଦୀପ ମହାନ୍ତି ଓ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଗିରଫ। ଆଜି ଚଢ଼ାଉ ବେଳେ ଦେବଦତ୍ତ ମହାପାତ୍ରଙ୍କ ଘରୁ ଜବତ ହୋଇଛି ବିପୁଳ ଟଙ୍କା ଓ ସୁନା।…

ଆସନ୍ତା ୧୬ରୁ ରତ୍ନଭଣ୍ଡାର ମରାମତି

ଓଏଲ୍‌ ବ୍ୟୁରୋ: ଆସନ୍ତା ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି ପାଇଁ ଆପାତତଃ ଦିନ ଧାର୍ଯ୍ୟ କରିଛି ଏଏସ୍‌ଆଇ। ଏନେଇ ସୂଚନା ଦେଇଛନ୍ତି ଏଏସ୍‌ଆଇ ଅଧୀକ୍ଷକ ଡି.ବି. ଗଡ଼ନାୟକ। ସେ କହିଛନ୍ତି ଯେ ଏକ ଧାର୍ଯ୍ୟ ସମୟ ମିଳିଲା ପରେ ଆସନ୍ତା ୧୬ ତାରିଖରୁ କାମ ଆରମ୍ଭ କରିବା ପାଇଁ ଆପାତତଃ ନିଷ୍ପତ୍ତି ହୋଇଛି।…

ପୁଣି ଦିଲ୍ଲୀରେ ଚାଷୀଙ୍କ ରଣହୁଙ୍କାର

ଓଏଲ୍‌ ବ୍ୟୁରୋ: ଆଜିଠୁ ପୁଣି ଚାଷୀମାନଙ୍କ ଦିଲ୍ଲୀ ମାର୍ଚ୍ଚ ଆରମ୍ଭ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକାଡି କରାଯାଇଛି। ଚାଷୀଙ୍କୁ ଅଟକାଇବା ପାଇଁ ସୀମାରେ କଡ଼ା ପୁଲିସ ଫୋର୍ସ ମୁତୟନ କରାଯାଇଛି। ସରକାରଙ୍କ ପକ୍ଷରୁ କୌଣସି ଖବର ନ ଆସିବା ପରେ ଆଜିଠୁ ପୁଣି ଚାଷୀମାନେ ଦିଲ୍ଲୀ ଚଲୋ…

ପ୍ରୟାଗରାଜ ମହାକୁମ୍ଭକୁ…

ଓଏଲ୍‌ ବ୍ୟୁରୋ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହା କୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ପ୍ରଦେଶର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଅନୀଲ ରାଜଭର ଏବଂ…

ଝାଡ଼ଖଣ୍ଡରେ ପ୍ରେମିକାକୁ ମାରି ୫୦ଖଣ୍ଡ…

ଓଏଲ୍‌ ବ୍ୟୁରୋ: ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲାରେ ଜଘନ୍ୟ ହତ୍ୟାକାଣ୍ଡ । ପ୍ରେମିକାକୁ ମାରି ୫୦ ଖଣ୍ଡ କଲା ଅଭିଯୁକ୍ତ । ଜଙ୍ଗଲରୁ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିବା ପରେ ସାମ୍ନାକୁ ଆସିଲା ଘଟଣା । ମୃତ ଯୁବତୀ ଜଣକ ୨୪ ବର୍ଷୀୟ ଗାଙ୍ଗୀ କୁମାରୀ ବୋଲି ଜଣାପଡ଼ିଛି । ପୋଲିସ ଅଭିଯୁକ୍ତ ନରେଶ ଭେଙ୍ଗ୍ରାକୁ…

ଜାରି ହେଲା ଟ୍ରାଫିକ କଟକଣା, ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ଶନିବାରଠାରୁ ଆରମ୍ଭ ହେଉଛି ଡିଜିପି ସମ୍ମିଳନୀ। ଏଥି ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ। ତେବେ ଆସନ୍ତୁ ଜାଣିବା କେଉଁଠି କେଉଁଠି ଟ୍ରାଫିକ କଟକଣା ରହିବ। ଆଜି ଦିନ ୧ଟାରୁ ୨ଟା ଏୟାରପୋର୍ଟ ଛକରୁ ପିଏମଜି ଛକ ଭାୟା ହସପିଟାଲ ଛକ ଓ ଏ.ଜି ଛକରେ ଗାଡି ଚଳାଚଳ…

୧.୩୬ଲକ୍ଷ କୋଟିର ପ୍ରକଳ୍ପକୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆଉ ୧୩୬୬୨୨.୨୪କୋଟି ଟଙ୍କାର ୨୦ଟି ବୃହତ୍ ପୁଞ୍ଜିନିବେଶ ପ୍ରକଳ୍ପକୁ ଗୁରୁବାର ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୭୪୩୫୦ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟଥର ପାଇଁ ଆଜି…

‘ଆଳୁ ସମସ୍ୟା ନାହିଁ,…

ଓଏଲ୍‌ ବ୍ୟୁରୋ: ଆଳୁ ସମସ୍ୟାକୁ ନେଇ ଏବେ ପୁଣି ଚିନ୍ତା। ପଶ୍ଚିମବଙ୍ଗରେ ଆଳୁ ଅଭାବ ଆଶଙ୍କା ଥିବାରୁ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଇବାକୁ ସଫା ସଫା ମନା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନୂଆ ଆଳୁ ନ ଆସିବା ପର୍ଯ୍ୟନ୍ତ, ଜାନୁଆରୀ, ଫେବୃଆରୀ ଯାଏଁ ଆଳୁ ଯୋଗାଣ ବନ୍ଦ କରିବାକୁ ନିର୍ଦ୍ଦେଶ…