Odisha Link
Bridging the Missing Links in Odisha

ସମ୍ବିଧାନ ଦିବସ: ଉନ୍ମୋଚିତ ହେବ ୨…

ଓଏଲ୍‌ ବ୍ୟୁରୋ: ଆଜି ପୁରା ଦେଶ ପାଳୁଛି ୭୫ତମ ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଏ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଭାରତରେ ଲାଗୁ କରାଯାଇଥିଲା । ୨୦୧୫ ମସିହାରେ…

ଝାଡ଼ଖଣ୍ଡରେ ଆଗରେ ଜେଏମ୍‌ଏମ୍‌, ପଛରେ…

ଓଏଲ୍‌ ବ୍ୟୁରୋ: ଝାଡ଼ଖଣ୍ଡରେ ଜୋରଦାର ଲଢେ଼ଇ। ବିଜେପି ଓ ଜେଏମ୍‌ଏମ୍‌ ମଧ୍ୟରେ ଚାଲିଛି ବଡ ଟକ୍କର। ବିଧାନସଭା ନିର୍ବାଚନ ଭୋଟ୍‌ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ହେମନ୍ତ ସୋରେନ୍‌ଙ୍କ ଜେଏମ୍‌ଏମ୍‌ ମ୍ୟାଜିକ୍ ନମ୍ବର ପାର୍‌ କରିଛି। ୮୧ଟି ମଧ୍ୟରୁ ୭୨ଟି ଆସନର ଟ୍ରେଣ୍ଡ ଅନୁଯାୟୀ ୪୩ଟି ଆସନରେ…

ଗଣତି ଆରମ୍ଭ: ମହାରାଷ୍ଟ୍ର ଏବଂ…

ଓଏଲ୍‌ ବ୍ୟୁରୋ:ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆଜି ପ୍ରକାଶ ପାଇବ ମହାରାଷ୍ଟ୍ର, ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳ। ମହାରାଷ୍ଟ୍ରର ୨୮୮ ଆସନ ଲାଗି ଗତ ୨୦ରେ ସରିଥିଲା ଭୋଟ୍ । ଝାଡଖଣ୍ଡରେ ୮୧ ଆସନ ଲାଗି ୨ଟି ପର୍ଯ୍ୟାୟରେ ହୋଇଥିଲା ଭୋଟ୍ । ତେବେ…

ଫେବ୍ରୁଆରୀ ୧୫ରୁ ସିବିଏସଇ ଦଶମ ଓ ଦ୍ଵାଦଶ…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୧୫ରୁ ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା। ମାର୍ଚ୍ଚ ୧୮ ତାରଖ ଯାଏଁ ଚାଲିବ ଦଶମ ପରୀକ୍ଷା। ସେହିଭଳି ଫେବ୍ରୁଆରୀ ୧୫ରୁ ଅପ୍ରେଲ ୪ ତାରିଖ ଯାଏଁ ଚାଲିବ ଦ୍ୱାଦଶ ପରୀକ୍ଷା । ଏହାପୂର୍ବରୁ ଆଜି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାଦଶ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା ହୋଇ…

ମହତାବଙ୍କ ଜୟନ୍ତୀ ପାଇଁ କେନ୍ଦ୍ରର…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳକେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ କେନ୍ଦ୍ର ସରକାର ଆଜି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଅଧ୍ୟକ୍ଷ ଥିବାବେଳେ ଅନ୍ୟ ୨୩ଜଣ ସଦସ୍ୟ ଅଛନ୍ତି। ରାଜ୍ୟର ଅବସରପ୍ରାପ୍ତ…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଅଭିଯୋଗ

ଓଏଲ୍‌ ବ୍ୟୁରୋ: ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ନିଜେ ବିଧାୟକ ସାହୁ। ଡିଡିଏମ୍‌ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଯାଜପୁର ବୁଢ଼ାପୋଲ ନିକଟରେ ବିଧାୟକଙ୍କୁ…

୫ଦିନିଆ ଓଡ଼ିଶା ଗସ୍ତରେ ଆସିବେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି। ଆସନ୍ତା ଡିସେମ୍ବର ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବେ ବୋଲି ପ୍ରକାଶିତ ଗସ୍ତ ସୂଚୀରୁ…

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ମତଦାନ…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ ପ୍ରକ୍ରିୟା। ଭୋଟ ଦେଉଛନ୍ତି ମହାରାଷ୍ଟ୍ରବାସୀ । ସମସ୍ତ ୨୮୮ ବିଧାନସଭା ଆସନ ପାଇଁ ମତଦାନ ହେଉଛି । ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପିର ମେଣ୍ଟ ମହାୟୁତି ଏବଂ କଂଗ୍ରେସ, ଉଦ୍ଧବ ଶିବସେନା ଏବଂ…

ବଢ଼ିଲା କଟକ ବାଲିଯାତ୍ରାର ସାଂସ୍କୃତିକ…

ଓଏଲ୍‌ ବ୍ୟୁରୋ: ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ। ବିବାଦ ପରେ ୩୦ ମିନିଟ ବୃଦ୍ଧି ହେଲ ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ସମୟ ବୃଦ୍ଧି କରାଯାଇଛି। ଏଣିକି ରାତି ୧୦ଟା ପରିବର୍ତ୍ତେ ୧୦ଟା ୩୦ ଯାଏଁ…

‘ଯଦି ନମାଜ ପାଠ ପାଇଁ ସ୍କୁଲ ବନ୍ଦ…

ଓଏଲ୍‌ ବ୍ୟୁରୋ: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ  ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ସମସ୍ତ ଦଳ ପକ୍ଷରୁ ରାଲି ଏବଂ ରୋଡ୍ ଶୋ ମଧ୍ୟ କରାଯାଉଛି। ଝାଡଖଣ୍ଡର ଏକ ସାଧାରଣ ସଭାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ପ୍ରଶ୍ନ କରିଛନ୍ତି ଯେ ଯଦି…