Odisha Link
Bridging the Missing Links in Odisha

‘ ମନୋଜ ମିଶ୍ର ସପ୍ତାହେ ଭିତରେ…

ଓଏଲ୍‌ ବ୍ୟୁରୋ:ଅଭିନେତା ମନୋଜ ମିଶ୍ର ସପ୍ତାହେ ଭିତରେ ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ। ନହେଲେ ଆମେ କୋର୍ଟକୁ ଯିବୁ। ବାଲେଶ୍ୱର ସମେତ ରାଜ୍ୟର ସବୁ ସ୍ଥାନରେ ପ୍ରତିବାଦ କରାଯିବ। ଆଜି ଏପରି ଚେତାବନୀ ଦେଇଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ। ଦାସ କହିଛନ୍ତି, ନିକଟରେ ଅଭିନେତା ମନୋଜ ମିଶ୍ର…

ପୁରସ୍କାର ଗ୍ରହଣ କରି ଏମିତି କିଛି କହିଲି…

ଓଏଲ୍‌ ବ୍ୟୁରୋ: ମୋ ସମୟ ଆଉ ନାହିଁ। ଆଜିବି ମୋତେ ପୁର ପଲ୍ଲୀରୁ ଲୋକ ଫୋନ କରନ୍ତି ଆଉ ପଚାରନ୍ତି ଜୟୀ ଭାଇ ତୁମେ ଆଉ କାହିଁ ସିନେମାରେ ଦେଖା ଦେଉନ। ମୁଁ ଆଉ କ'ଣ କହିବି। ସେ ସମୟ ଆଉ ନାହିଁ। ହେଲେ ନୂଆ ସରକାର ଆସିବା ପରେ ଏହି ଉତ୍ସବ ପାଳନ ହେଉଛି। ଲାଗୁଛି ଓଡ଼ିଆ ସିନେମା ଶିଳ୍ପ ପାଇଁ ବହୁତ୍ କିଛି…

ଅନନ୍ତ, ଶ୍ରୀନିବାସ ଓ ଜୟୀଙ୍କୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଜି ପ୍ରଦାନ କରାଯାଇଛି। ଗତ ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ଏହି ପୁରସ୍କାର ଦିଆଯାଇଛି। ୨୦୨୦ ବର୍ଷ ପାଇଁ ଅନନ୍ତ ମହାପାତ୍ର, ୨୦୨୧ ବର୍ଷ ପାଇଁ ଶ୍ରୀନିବାସ ମହାପାତ୍ର, ୨୦୨୨ ବର୍ଷ ପାଇଁ ଜୟୀରାମ ସାମଲଙ୍କୁ ଦିଆଗଲା ‘ମୋହନସୁନ୍ଦର ଦେବ ଗୋସ୍ୱାମୀ…

ରାଜ୍ୟରେ ଖୋଲିବ ଓମ୍‌ଫେଡ୍‌ର ୩ ନୂଆ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆଉ ୩ ଜିଲ୍ଲାରେ ଖୋଲିବ ଓମ୍‌ଫେଡ୍‌ର ନୂଆ ଡାଏରୀ ପ୍ଲାଣ୍ଟ। ସମ୍ବଲପୁର, ବ୍ରହ୍ମପୁର,ବାଲେଶ୍ୱରରେ ଖୋଲିବ ଓମ୍‌ଫେଡ୍‌ର ଡାଏରୀ ପ୍ଲାଣ୍ଟ। ଡାଏରୀ ପ୍ଲାଣ୍ଟ ନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଓମ୍‌ଫେଡ୍‌ରେ କ୍ୱାଲିଟି ଓ କ୍ୱାଣ୍ଟିଟି…

ରାଜଧାନୀରେ ୭ବର୍ଷୀୟ ନାବାଳିକାଙ୍କ…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନକୁ ରାଜଧାନୀରେ ବଢ଼ି ଚାଲିଛି ଦୁଷ୍କର୍ମ ଜନିତ ମାମଲା। ଅସୁରିକ୍ଷିତ ହେବାରେ ଲାଗିଛି ସ୍ମାର୍ଟ ସିଟି ଭୁବନେଶ୍ବର । ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଲିଙ୍ଗରାଜ ଥାନା ଅଞ୍ଚଳରେ ୭ ବର୍ଷୀୟ ଝିଅକୁ ଅପହରଣ ପରେ ଦୁଷ୍କର୍ମ ନେଇ ଥାନାରେ ଏତଲା ହୋଇଥିବା…

୬ଦିନିଆ ସିଙ୍ଗାପୁର ଗସ୍ତରେ…

ଓଏଲ୍‌ ବ୍ୟୁରୋ:ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୬ ଦିନିଆ ସିଙ୍ଗାପୁର ଗସ୍ତ । ଆଜି ଦିଲ୍ଲୀରେ ପହଞ୍ଚିବା ପରେ ସେଠାରୁ ସିଙ୍ଗାପୁର ଯିବେ ମୁଖ୍ୟମନ୍ତ୍ରୀ । ସିଙ୍ଗାପୁରରେ ୧୭, ୧୮ ଓ ୧୯ ତିନି ଦିନ ଧରି ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପପତିଙ୍କୁ ଭେଟି ଓଡିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିବେ।…

ଭୁବନେଶ୍ୱରରୁ ୫ ଓ ଝାରସୁଗୁଡ଼ାରୁ ୪ ସହରକୁ…

ଓଏଲ୍‌ ବ୍ୟୁରୋ: ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରରୁ ଦେଶର ଆହୁରି ଅଧିକ ସହରକୁ ସିଧାସଳଖ ବିମାନ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଉ ୫ଟି ସହରକୁ ଓ…

ଜନଜାତିର ବିକାଶ ପାଇଁ ୧୫୩୫ କୋଟି ଟଙ୍କାର…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବରରେ ମହାସମାରୋହରେ ପାଳିତ ହୋଇଛି ଜନଜାତୀୟ ଗୌରବ ଦିବସ। ଦେଶ ବ୍ୟାପୀ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉତ୍ସବ ବିହାରର ଜାମୁଇ ଠାରେ ପାଳନ କରାଯାଇଥିବା ବେଳେ ଭୁବନେଶ୍ବରର ଜନତା ମଇଦାନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଭାସୀ…

ବିଶ୍ଵ ଦେଖିବ ଓଡ଼ିଶା ପାଭିଲିୟନର ଭବ୍ୟ…

ଓଏଲ୍‌ ବ୍ୟୁରୋ: ୨୦୩୬ରେ ଆମେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକ ପାଳନ କରିବା ଏବଂ ୨୦୪୭ରେ ସମଗ୍ର ଭାରତବର୍ଷରେ ମଧ୍ୟ ସ୍ଵାଧୀନତାର ଶତବାର୍ଷିକ ପାଳନ କରାଯିବ। ଆମ ରାଜ୍ୟର ଅଭିବୃଦ୍ଧିକୁ ତ୍ଵରାନ୍ଵିତ କରିବା ଲାଗି ଏହି ଦୁଇଟି ଐତିହାସିକ ଘଟଣା ଆମ ପାଇଁ ଅବିକଳ୍ପ ସୁଯୋଗ ଆଣିଦେଇଛି ବୋଲି ୪୩ତମ…

୧୨୯ କ୍ରୀଡ଼ାବିତ୍‌ଙ୍କୁ ୧୭ ଲକ୍ଷ ଟଙ୍କା…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ସଫଳ କ୍ରୀଡ଼ାବିତ୍‌ ମାନଙ୍କୁ ଆଜି ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ବିଭାଗ…