Odisha Link
Bridging the Missing Links in Odisha

ଓଡ଼ିଶାରେ ବିଜେଡିର ପରାଜୟ : ୧୦ଟି କାରଣ

ଓଡ଼ିଶାରେ ୨୦୧୯ ସାଧାରଣ ନିର୍ବାଚନ ଭଳି ଚଳିତ ଥର ମଧ୍ୟ ସମସ୍ତ ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଛି । ବାହୁଡ଼ା ମତ ଠାରୁ ବାସ୍ତବ ମତ ଭିନ୍ନ ସାବ୍ୟସ୍ତ ହୋଇଛି । ପ୍ରଭେଦ ଏତିକି, ୨୦୧୯ରେ ବିଜୁ ଜନତା ଦଳ ବାହୁଡ଼ା ମତ ଠାରୁ ଯଥେଷ୍ଟ ଅଧିକ ଆସନ ଜିତିଥିବାବେଳେ ଚଳିତ ନିର୍ବାଚନରେ ଏହି ଆଞ୍ଚଳିକ ଦଳ ବାହୁଡ଼ା…

ମହିଳା ସଂରକ୍ଷଣ ନୀତି ଲାଗୁ କରିପାରେ…

ଭୁବନେଶ୍ବର: ୨୭ ବର୍ଷର ଅପେକ୍ଷା ପରେ ଦେଶରେ ମହିଳା ସଂରକ୍ଷଣ ବିଲ୍‌ ଆଇନରେ ପରିଣତ ହେବାକୁ ଯାଉଛି। ମାତ୍ର ଦୁଇଦିନରେ ସଂସଦର ଉଭୟ ଗୃହରେ ଏହି ବିଲ୍ ପାରିତ ହେବା ସହ ସଂସଦ ଓ ବିଧାନସଭାରେ ଅତି କମରେ ୩୩ ପ୍ରତିଶତ ଆସନରେ ମହିଳା ପ୍ରତିନିଧି ବସିବା ଲାଗି ବାଟ ଫିଟିଛି। ତେବେ ଏହି ବିଲ୍‌ ବାବଦରେ…

କିଏ ହେବ ଦଶପଲ୍ଲା ବିଧାୟକ? ଅରୁଣଙ୍କ…

୨୦୦୦ ମସିହା ପରଠାରୁ ନୟାଗଡ଼ ଜିଲ୍ଲାରେ ବିଜେଡି ବିଧାୟକ ପ୍ରାର୍ଥୀ ଚୟନରେ ଏକ ଧାରା ପ୍ରଚଳିତ ହୋଇଆସିଛି। ବିଧାୟକ ଅରୁଣ କୁମାର ସାହୁଙ୍କ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବ୍ୟତୀତ ଜିଲ୍ଲାର ଅନ୍ୟ କୌଣସି ବିଧାନସଭା କ୍ଷେତ୍ରରେ କୌଣସି ବି ପ୍ରାର୍ଥୀ ଲଗାତର ଭାବେ ଦ୍ବିତୀୟ ଥର ନିର୍ବାଚନ ଲଢ଼ିବାର ସୁଯୋଗ…

ଓଡ଼ିଶା ବିଜେପିରେ ଫାଟ, ସମ୍ବିତଙ୍କ ପଟକୁ…

ଓଡ଼ିଶାରେ ବିଜେପିର ଅବସ୍ଥା ଏବେ ମଇଁଷି ଶିଙ୍ଗ ଭଳି ହେବାକୁ ଯାଉଛି। ଯୁଝିଲା ବେଳକୁ ବିଜେପି ଏକାଠି ଥିବା ଭଳି ଜଣାପଡ଼ୁଥିଲେ ବି ଦଳ ଭିତରେ ଏକାଧିକ ଫଟା ସିଙ୍ଗ ଗଜୁରିବାରେ ଲାଗିଛି। ଦଳରେ ୧୦ ବର୍ଷ ଧରି ଧର୍ମେନ୍ଦ୍ର ପ୍ରଧାନଙ୍କର ନେତୃତ୍ବକୁ ଗୁରୁତ୍ବ ଦିଆ ହୋଇ ଆସୁଥିବାବେଳେ ଏବେ ତାଙ୍କର ବିକଳ୍ପ ଭାବେ…

ଗାୟତ୍ରୀବାଳା ପଣ୍ଡା ପାଇବେ ସାହିତ୍ୟ…

ଭୁବନେଶ୍ବର: ବିଶିଷ୍ଟ ଓଡ଼ିଆ କବି ଡ. ଗାୟତ୍ରୀବାଳା ପଣ୍ଡା ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି। ଏ ନେଇ ଆଜି ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ୨୦୧୭ ମସିହାରେ ପ୍ରକାଶିତ ତାଙ୍କର କବିତା ସଂକଳନ 'ଦୟାନଦୀ' ପାଇଁ ଡ. ପଣ୍ଡାଙ୍କୁ ଏହି ପୁରସ୍କାର ମିଳିବ। ବହିଟିକୁ…

ଭାଷାକୁ ଦଳୀୟ ଦୁଷ୍କର୍ମ! 

୨୦୧୫ ମସିହାରେ ଦିଲ୍ଲୀରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆୟୋଜିତ ଜାତୀୟ ଯୁବ ଲେଖକ ସମ୍ମିଳନୀରେ ଏ ଲେଖକ ଓଡ଼ିଆ ଭାଷାକୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲା। ଉଭୟ ଇଂରାଜୀ ଓ ହିନ୍ଦୀ ଲିପିରେ ଲିଖିତ ନିମନ୍ତ୍ରଣ ପତ୍ରଟି ପୂର୍ବରୁ ହସ୍ତଗତ ହୋଇଥିଲା ଏବଂ ସେଥିରେ ହିନ୍ଦୀରେ ଏ ଲେଖକର ନାମ ଶୁଭ୍ରାଂଶୁ…

ମଧୁବାବୁ: ଶ୍ରାଦ୍ଧରେ ଶ୍ରଦ୍ଧାଂଜଳି

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ପୂଣ୍ୟତିଥି। ୧୯୩୪ ମସିହା ଆଜିର ଦିନରେ ଏହି ମହାନ ଓଡ଼ିଆଙ୍କର ମୃତ୍ୟୁ ହୋଇଥିଲା। କେବଳ ନୂଆ ଓଡ଼ିଶା ନୁହେଁ, ବରଂ ଆଧୁନିକ ଭାରତର ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମଧୁବାବୁ। ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲା ସତ୍ୟଭାମାପୁରରେ ଜନ୍ମିତ ଏହି…

ମିଳିଲେନି ପ୍ରାୟୋଜକ, ନିଜ ତିଆରି ଜୋତା…

ମାତୃତ୍ବ ଏକ ବୋଝ କି ବାଧକ ନୁହେଁ ଓ ମାତୃତ୍ବ ବିଫଳତା ଆଣେନାହିଁ, ଏ କଥା ପ୍ରମାଣ କରିଛନ୍ତି ଆମେରିକାର ପ୍ରସିଦ୍ଧ ଧାବିକା ଆଲିସନ୍‌ ଫେଲିକ୍ସ। ମାତୃତ୍ବକୁ ଏକ ଗୌରବମୟ ଆହ୍ବାନ ଭାବରେ ସେ ସାମନା କରିଛନ୍ତି ଓ ଅଧିକ ସଫଳତା ମଧ୍ୟ ଆପଣେଇଛନ୍ତି। କ୍ୟାରିଅର୍‌ରେ ଉତ୍ଥାନ ସମୟରେ ଜୋତା ଓ ଜଠର ମଧ୍ୟରେ କେଉଁ…

ରଜଦୋଳି ଗୀତ ଲେଖକଙ୍କୁ ନେଇ ଦୂରହେଲା…

ତଥ୍ୟ ଓ ସତ୍ୟ ସବୁବେଳେ ଆପେକ୍ଷିକ। ସେଇ ମର୍ମରେ ଦୁଇଦିନ ଧରି ରଜଦୋଳି ଗୀତର ରଚୟିତାଙ୍କୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବରେ ଏବେ ପ୍ରାୟ ପୂର୍ଣ୍ଣଛେଦ ପଡ଼ିଲା ବୋଲି ଭାବିବାକୁ ହେବ। କାରଣ ଗୀତର ଅସଲ ଲେଖକ, ସଂଗ୍ରାହକ, ସ୍ବରକାର, ଗାୟକ ଆଦିଙ୍କ ବାବଦରେ ନୂଆ ତଥ୍ୟ ସାମନାକୁ ଆସିଛି। ଚଳିତ ବର୍ଷ ମେ ୧୪…

ରଜଦୋଳି ଗୀତ କିଏ ଲେଖିଥିଲେ- ମାଗୁଣି…

ନୟାଗଡ଼: ଆଜି ରଜ ସଂକ୍ରନ୍ତି। ଗତକାଲି ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ତିନିଦିଆ ଗଣପର୍ବ ରଜ ଉତ୍ସବ। ତେବେ ରଜ ଦୋଳି ଖେଳ ସହ ଯୋଡ଼ିହୋଇ ରହିଥିବା ସବୁଠୁ ପ୍ରସିଦ୍ଧ ଗୀତଟି ହେଉଛି "ବନସ୍ତେ ଡାକିଲା ରଜ, ବରଷକେ ଥରେ ଆସିଛି ରଜ।" ଏ ଗୀତଟି କିଏ ଲେଖିଛନ୍ତି ସେ ବାବଦରେ ସେ ନେଇ ଏବେ ଏକ ତଥ୍ୟ ସାମନାକୁ…