ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ରହିବ…
ନୂଆଦିଲ୍ଲୀ : ପାର୍ବଣ ଋତୁ ପାଇଁ ଅକ୍ଟୋବର ମାସରେ ବ୍ୟାଙ୍କଗୁଡିକ ୨୧ ଦିନ ପାଇଁ ବନ୍ଦ ରହିବ। ଦେଶର ଭିନ୍ନ ଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ଦିନ ବନ୍ଦ ରହିବ ବ୍ୟାଙ୍କ୍। ଅକ୍ଟୋବର ମାସରେ ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି କାମ ଥାଏ ତେବେ ଛୁଟିଦିନ ତାଲିକା ଆଗ ଦେଖିନିଅନ୍ତୁ।
ଅକ୍ଟୋବର ମାସରେ ଗାନ୍ଧୀ…