Odisha Link
Bridging the Missing Links in Odisha

ଦୁର୍ଘଟଣା ଯୋଗୁଁ ବଦଳିଲା ଟ୍ରେନ୍‌ ରୁଟ୍

କଟକ: ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସ୍‍ପ୍ରେସ୍‌ କଟକ ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେସନ୍‌ ନିକଟରେ ଲାଇନ୍‌ଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଟ୍ରେନ୍‌ର ୮ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫ଟି ବଗି ଧାରଣାରୁ ବାହାରି ଯାଇଛି ଏବଂ ଅନ୍ୟ ୩ଟି ବଗି ଧାରଣାରୁ ସାମାନ୍ୟ ହଟି ଯାଇଛି।…

ମକର ସଂକ୍ରାନ୍ତି ପାଇଁ ଜମୁଛି ଗୁଡି ବଜାର

ଭୁବନେଶ୍ବର: କାଲି ପବିତ୍ର ମକର ସଂକ୍ରାନ୍ତି। ମକର ସଂଙ୍କ୍ରାନ୍ତି ଆସିଲେ ମନେପଡେ ଗୁଡି ଉଡା। ଗୁଡିଉଡାକୁ ନେଇ ରହିଛି ଅନେକ ଇତିହାସ। ଏଥିପାଇଁ ସବୁଆଡେ ଜମୁଛି ଗୁଡିର ଆସର। ବଜାରରେ ଦେଖିବାକୁ ମିଳୁଛି ଭିନ୍ନ ଭନ୍ନ ଡିଜାଇନର ଗୁଡିମାନ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଗୁଡି ଗଡିକରେ ବିଭିନ୍ନ…

୮ମ ଆଶ୍ଚର୍ଯ୍ୟରେ ସ୍ଥାନ ପାଇଲା ଭାରତର…

ନୂଆଦିଲ୍ଲୀ : ଅଷ୍ଟମ ଆଶ୍ଚର୍ଯ୍ୟରେ ସ୍ଥାନ ପାଇଲା ଗୁଜୁରାଟରେ ଥିବା ବିଶ୍ୱର ଉଚ୍ଚତ୍ତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ୟୁନିଟି’। ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଅଷ୍ଟାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ପାଇଛି ଭାରତର ଷ୍ଟାଚ୍ୟୁ ଅଫ ୟୁନିଟି। ଏ ସଂପର୍କରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଟ୍ଵିଟ୍‌…

ପୁରୀରେ ମହିଳା ପର୍ଯ୍ୟଟକଙ୍କୁ…

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ମହିଳା ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ। ମହାରାଷ୍ଟ୍ରରରୁ ପୁରୀ ବୁଲିବାକୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୁରୀ ରେଳ ଷ୍ଟେସନ ନିକଟରୁ କିଛି ସ୍ବେଚ୍ଛାସେବୀ କର୍ମୀ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ହସ୍ପିଟାଲରେ ଭର୍ତ୍ତି…

ଯାଜପୁର ଜିଲା ମହୋତ୍ସବରେ ଯୋଗ ଦେବେ ସୋନୁ…

ଯାଜପୁର: ଆସନ୍ତା କାଲି ଉଦଘାଟତ ହେବ ୮ ତମ ଯାଜପୁର ଜିଲା ମହୋତ୍ସବ “ଯଯାତି” ଏବଂ ପଲ୍ଲିଶ୍ରୀ ମେଳା ୨୦୨୦। ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ବାଳାଶ୍ରମ ପଡିଆରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଉଦଘାଟନ କରିବେ। ଏଥିସହିତ ଜିଲାର…

ନିର୍ଭୟା ମାମଲା : ଦୋଷୀଙ୍କ କ୍ୟୁରେଟିଭ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅବେଦନ କରାଯାଇଥିବା କ୍ୟୁରେଟିଭ ପିଟିସନକୁ ଖାରଜ କରିଛି ସୁପ୍ରିମ୍‌ କୋର୍ଟ। ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ଦୋଷୀ ପବନ ଓ ଅକ୍ଷୟଙ୍କ କ୍ୟୁରେଟିଭ ପିଟିସନ୍ ଦାଖଲ କରିଥିଲେ। ସୁପ୍ରିମ କୋର୍ଟର ୫ ଜଣିଆ ଖଣ୍ଡପୀଠରେ ଏହି ପିଟିସନକୁ…

କରିନିଅନ୍ତୁ ଡ୍ରୋନ ପଞ୍ଜୀକରଣ ନହେଲେ…

ନୂଆଦିଲ୍ଲୀ: ଦେଶବ୍ୟାପୀ ଡ୍ରୋନ ବ୍ୟବହାରକାରୀଙ୍କୁ କେନ୍ଦ୍ର ସରକାରଙ୍କ କଡ଼ା ଚେତାବନୀ। ଯେଉଁମାନେ ଡ୍ରୋନ ରଖିଛନ୍ତି ଆସନ୍ତା ୩୧ ତାରିଖ ସୁଦ୍ଧା ସେମାନେ ତାହାର ପଞ୍ଜୀକରଣ କରିନିଅନ୍ତୁ। ନଚେତ୍‌ ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭାରତ ସରକାରଙ୍କ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ…

ପ୍ରଥମେ ବ୍ୟାଟିଂ କରିଲା ଭାରତ

ମୁମ୍ବାଇ: ଆଜି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ଫ୍ରଥମେ ଫିଲ୍ଡି କରିବାକୁ ନିଷ୍ପିତ୍ତି ନେଇଛି।ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଅଷ୍ଟ୍ରେଲିଆ ସହ ଚଳିତ ମାସରେ ଭାରତ ତିନୋଟି ଦିନିକିଆ ସିରିଜ୍ ଖେଳିବ। ସିରିଜ୍‌ ର ପ୍ରଥମ ମ୍ୟାଚ୍ ଆଜି…

ଆସନ୍ତା ମାସ ଭାରତ ଆସିପାରନ୍ତି ଟ୍ରମ୍ପ୍‌

ନୂଆଦିଲ୍ଳୀ: ଆସନ୍ତା ମାସ ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ଭାରତ ଓ ଆମେରିକାର ଅଧିକାରୀମାନେ ପରସ୍ପର ସହ ଆଲୋଚନା କରି ତାରିଖ ନିର୍ଦ୍ଧାରଣ କରିବା ପରେ ଟ୍ରମ୍ପ୍‌ ଫେବୃଆରୀ ମାସ ଦ୍ବିତୀୟ ସପ୍ତାହରେ ଭାରତ ଆସିପାରନ୍ତି ବୋଲି ସୂଚନା ମିଳିଛି। ଗତବର୍ଷ ଗଣତନ୍ତ୍ର ଦିବସ…

ଜାମ୍ମୁ-କାଶ୍ମୀର ବରଫ ଝଡ଼ରେ ୩ ଯବାନ…

ଜାମ୍ମୁ: ଜାମ୍ମୁ-କାଶ୍ମୀର କୁପୱାଡ଼ା ଅନ୍ତର୍ଗତ ମଚେଲ ରିଙ୍ଗବାଲା ଅଞ୍ଚଳରେ ସୃଷ୍ଟି ହୋଇଛି ବରଫ ଝଡ଼। ଏହି ବରଫଝଡ଼ ଯୋଗୁଁ ବିରାଟ ବରଫ ଅତଡ଼ା ଧସିଯାଇଛି ଫଳରେ ୪୫ ରାଷ୍ଟ୍ରୀୟ ରାଇଫଲର ୩ ଯବାନ ଶହୀଦ ହୋଇଯାଇଛନ୍ତି। ୨ ଯବାନ ନିଖୋଜ ଥିବାବେଳେ ସେମାନଙ୍କୁ ଉଦ୍ଧାର ପାଇଁ ସେନା ପକ୍ଷରୁ ଉଦ୍ୟମ ଜାରି…