Odisha Link
Bridging the Missing Links in Odisha

ନିର୍ଭୟା ଗଣଦୁଷ୍କର୍ମ ମାମଲା: ୧୪ରେ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସନ୍ତା ୧୪ରେ କ୍ୟୁରେଟିଭ୍ ପିଟିସନର ରିଭ୍ୟୁ କରିବେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ। ଜଷ୍ଟିସ୍ ଏନଭି ରମାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଆରଏଫ ନରିମାନ, ଜଷ୍ଟିସ ଆର ଭାନୁମତି ଏବଂ ଜଷ୍ଟିସ ଅଶୋକ ଭୂଷଣ…

କାହାକୁ ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ କହିଲେ…

ସମ୍ବଲପୁର : ସିଏଏ ସପକ୍ଷରେ ବିଜେପିର ସମ୍ବଲପୁରରେ ଆୟୋଜତ ହୋଇଥିବା ବିଶାଳ ରାଲି ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ଏହି ରାଲିରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସ୍ଥାନୀୟ ସାଂସଦ ନିତେଶ ଗଙ୍ଗଦେବ ଓ ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ସିଏଏ ସମ୍ପର୍କିତ ଏକ…

ଭାରତରେ ମିଶିବ ପାକ୍‌ ଅଧିକୃତ କାଶ୍ମୀର

ନୂଆଦିଲ୍ଲୀ: ଭାରତରେ ମିଶିବ ପାକ୍‌ ଅଧିକୃତ କାଶ୍ମୀର। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ନରୱାଣେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ‘ପୂରା ଜମ୍ମୁକଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ସେ କହିଛନ୍ତି ସଂସଦ ଚାହିଁଲେ ସେ ସଂପୂର୍ଣ୍ଣ ଅଞ୍ଚଳ ଆମର ହେବ। ପିଓକେକୁ ପୂରାପୂରି କବ୍‌ଜା କରିବାର…

ଚନ୍ଦାଙ୍କ ୭୮କୋଟି ସମ୍ପତ୍ତିକୁ ଇଡିର…

ନୂଆଦିଲ୍ଲୀ: ଭିଡ଼ିଓକନ୍ ଗ୍ରୁପ୍‌କୁ ଋଣ ପ୍ରଦାନରେ ଅନିୟମତା ଅଭିଯୋଗରେ ଫସିଥିବା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଚନ୍ଦାଙ୍କ ସ୍ବାମୀଙ୍କ କମ୍ପାନିର ୭୮ କୋଟି ଟଙ୍କାର ସମ୍ପତ୍ତିକୁ ଇଡି ଜବତ କରିଛି। ମନି ଲଣ୍ଡରିଂ…

ସାବତ ଝିଅକୁ ଦୁଷ୍କର୍ମ ଘଟଣାରେ ୨୦ ବର୍ଷ…

ରାଏପୁର: ନାବାଳିକା ସାବତ ଝିଅ ସହ ଦୁଷ୍କର୍ମ ମାମଲାରେ ରାଏପୁରର ଏକ ଫାଷ୍ଟ ଟ୍ରାକ କୋର୍ଟ ଅଭିଯୁକ୍ତ ବାପାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ପୀଡିତାର ମା ମଧ୍ୟ ଏହି ଘଟଣାକୁ ପ୍ରଶ୍ରୟ ଦେଉଥିବାରୁ ମାକୁ ମଧ୍ୟ କୋର୍ଟ ଦ୍ୱାରା ଦଣ୍ଡିତ କରାଯାଇଛି। ଫାଷ୍ଟ ଟ୍ରକ କୋର୍ଟର…

‘ଛପାକ୍‍ ପାଇଁ ସମ୍ମାନିତ ହେବେ ଦୀପିକା

ମୁମ୍ବଇ: ‘ଛପାକ୍‍’ ଚଳଚ୍ଚିତ୍ର ପାଇଁ ସମ୍ମାନିତ ହେବେ ଦୀପିକା। ମଧ୍ୟପ୍ରଦେଶ ସରକାର ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ‘ଛପାକ୍‍’ ଚଳଚ୍ଚିତ୍ର ପାଇଁ ସମ୍ମାନିତ କରିବେ। ‘ଛପାକ୍‍'ର ମୁକ୍ତିଲାଭ ପୂର୍ବରୁ ହିଁ ମଧ୍ୟପ୍ରଦେଶରେ ଏହି ଚଳଚ୍ଚିତ୍ରକୁ ଟିକସ ମୁକ୍ତ ଘୋଷଣା କରାଯାଇଥିଲା। ଏବେ ଏହି…

କନୌଜ ସଡକ ଦୁର୍ଘଟଣାରେ ମୋଦୀଙ୍କ ଶୋକ…

ନୂଆଦିଲ୍ଲୀ : ଗତକାଲି ଉତ୍ତର ପ୍ରଦେଶର କନୌଜରେ ହୋଇଥିବା ସଡକ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସକାଳେ ଟୁଇଟ୍‍ କରି କହିଛନ୍ତି, ଉତ୍ତର ପ୍ରଦେଶର କନୌଜରେ…

ବିସ୍ଫୋରକ ଲଗାଇ ଅଟ୍ଟାଳିକା ଧୂଳିସାତ

କୋଚି: ଆଜି କେରଳର କୋଚି ଠାରେ ଥିବା ୪ଗୋଟି ବଡ ଆପାର୍ଟମେଣ୍ଟ୍‌ରୁ ୨ଟି ଆପାର୍ଟମେଣ୍ଟ୍‌କୁ ‘କଣ୍ଟ୍ରୋଲ୍‌ଡ୍‌ ଇମ୍ପ୍ଲୋସନ୍‌’ ଲଗାଇ ଧ୍ୱଂସ କରାଯାଇଛି। ‘କୋଷ୍ଟାଲ୍‌ ଜୋନ୍‌ ରେଗୁଲେସନ୍‌’ (ସିଜେଆର୍‌) ଉଲ୍ଲଂଘନ କରାଯାଇ ଏହି ଆପାର୍ଟମେଣ୍ଟ୍‌ ନିର୍ମାଣ କରାଯାଇଥିବାରୁ ଏହାକୁ ଭଙ୍ଗା ଯାଇଛି। ଏହାକୁ…

ପ୍ରାୟଶ୍ଚିତ ପାଇଁ ପୁରୀରେ କଂସ ମହାରାଜ

ପୁରୀ: ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପଧାନ ମଙ୍ଗଳବାର ପୁରୀରେ ପହଞ୍ଚିଛନ୍ତି। ଅଭିନୟରେ ଭଗବାନ କୃଷ୍ଣ ବଳରାମଙ୍କ ଉଦ୍ଦେଶ୍ୟରେ କରିଥିବା ନିନ୍ଦା ପାଇଁ ଅନୁତାପ କରି ପ୍ରାୟଶ୍ଚିତ ନିମନ୍ତେ ସେ ଶ୍ରୀକ୍ଷେତ୍ର ପୁରୀ ଆସିଛନ୍ତି।…

ଆଜିଠୁ ଏକାମ୍ର ଫୁଲ ପ୍ରଦର୍ଶନୀ

ଭୁବନେଶ୍ବର: ଆଜି ଠାରୁ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଏକାମ୍ର କାନନ ପରିସରରେ ଫୁଲ ପ୍ରଦର୍ଶନୀ। ଦୁଇଦିନ ଧରି ଏହି ଫୁଲ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଚଳିତବର୍ଷର ମୁଖ୍ୟ ଆକର୍ଷଣ ହେଉଛି ଫ୍ଲୋରାଲ ଆନମଲ ଏବଂ ମୁଖ୍ୟ ଫାଟକ। ଏହି ଫୁଲ ପ୍ରଦର୍ଶନୀରେ ରଙ୍ଗ ବିରଙ୍ଗ ଫୁଲର ସମ୍ଭାର ସାଙ୍ଗକୁ ଅର୍କିଡ ହାଉସ…