Odisha Link
Bridging the Missing Links in Odisha

ଆଶିକ ଜମାଲଙ୍କ ଘରେ ସିବିଆଇର ଚଢାଉ

ରାଉରକେଲା : କେନ୍ଦ୍ରୀୟ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଆଶିକ ଜମାଲଙ୍କ ଘରେ ସିବିଆଇ ଚଢାଉ। ଆଜି ସକାଳ ୬ଟାରୁ ଝାଡଖଣ୍ଡ ସିବିଆଇର ଏକ ଟିମ୍ ଏବଂ ଓଡ଼ିଶା ସିବିଆଇର ଏକ ଟିମ୍ ଆଶିକଙ୍କ ଘରେ ମିଳିତଭାବେ ଚଢାଉ କରିଛନ୍ତି। ଆଶିକଙ୍କ ରାଉରକେଲା ସେକ୍ଟର-୬ ସ୍ଥିତ c-81 କ୍ୱାଟର୍ସ ଛଢାଉ ହୋଇଛି। ଝାଡ଼ଖଣ୍ଡର…

ସୁଲେମାନଙ୍କ ବ୍ୟତୀତ ଆଉ କାହାକୁ…

ଓ୍ଵାସିଂଟନ୍‌: ଜାନୁଆରି ୩ ତାରିଖରେ ବାଗ୍‌ଦାଦ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟରେ ଯୁକ୍ତରାଷ୍ଟ୍ର ଆମେରିକାର ଡ୍ରୋନ୍‌ ଆକ୍ରମଣରେ କମାଣ୍ଡର୍‌ କାଶିମ୍‌ ସୁଲେମାନିଙ୍କର ମୃତ୍ୟୁ ଘଟିଥିଲା। ଡ୍ରୋନ୍‌ରୁ ରକେଟ୍‌ ନିକ୍ଷେପ କରି ସୁଲେମାନିଙ୍କୁ ହତ୍ୟା କରାଯିବା ଦିନ ଆମେରିକୀୟ ସେନା ଅନ୍ୟ ଜଣେ…

ଓଲଟିଲା ଇନ୍ଧନ ଗ୍ୟାସ ଟ୍ୟାଙ୍କର

ଯାଜପୁର : ଆଜି ସକାଳେ ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କଢେଇ ଛକ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଛି। ଟ୍ୟାଙ୍କର ଓଲଟିବା ପରେ ଗ୍ୟାସ ଲିକ ହେଉଥିବା ଜଣାପଡ଼ିଛି। ଗ୍ୟାସ ଲିକ ରୋକିବା ପାଇଁ ବାଲେଶ୍ୱରରୁ ଏକ ସ୍ୱତନ୍ତ୍ର ଟିମ୍ ଆସୁଥିବା ନେଇ ଖବର ମିଳିଛି। ଗ୍ୟାସ ଲିକ ଖବର ପାଇ ଘଟଣାସ୍ଥଳରେ…

ଯାନ୍ତ୍ରିକ ତ୍ରୁଟି ନୁହେଁ, ଗୁଳି ମାଡ଼ରେ…

ଡେସ୍କ: ୟୁକ୍ରେନର ଏକ ଯାତ୍ରୀବାହୀ ବିମାନରେ ନିଆଁ ଲାଗି ଦୁର୍ଘଟଣା ଗ୍ରସ୍ତ ହେବା ଏବଂ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କୁ ମିଶାଇ ୧୭୬ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ମିଳିଛି ନୂଆ ତଥ୍ୟ। ପୂର୍ବରୁ ୟୁକ୍ରେନ ଆନ୍ତର୍ଜାତିକ ଏୟାରଲାଇନ୍ସର ବୋଇଙ୍ଗ ବିମାନ ୭୩୭-୮୦୦ରେ ନିଆଁ ଲାଗିବା ପରେ…

ସ୍ବାମୀଙ୍କୁ ହତ୍ୟା ପାଇଁ ଭାବି ସ୍ତ୍ରୀ…

ନୂଆଦିଲ୍ଲୀ: ପେଶାୱରରେ କିଛି ଦିନ ତଳେ ଜଣେ ଶିଖ୍ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ମୃତ ଯୁବକଙ୍କ ନାଁ ରବିନ୍ଦର ସିଂହ ବୋଲି ଚିହ୍ନଟ ଜଣାପଡିଛି। ରବିନ୍ଦର ବିବାହ ନିମନ୍ତେ ମାଲେସିଆରୁ ପାକିସ୍ତାନ ଆସିଥିଲେ। ବିବାହ ପାଇଁ ଜିନିଷପତ୍ର କିଣିବା ପାଇଁ ଯାଇଥିବା ବେଳେ ତାଙ୍କୁ ଜଣେ ଅଜଣା ଯୁବକ…

କାଲି ଠାରୁ ଅନ୍ତର୍ଜାତୀୟ ଧଉଳି ଚିତ୍ରକଳା…

ଭୁବନେଶ୍ବର: କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ଧଉଳି ଚିତ୍ରକଳା ଦିବସ। ଏହି ଉତ୍ସବକୁ ଧୁଲି ଚାରୁକଳା ମହାବିଦ୍ୟାଳୟ ଆୟୋଜନ କରୁଛି। ଶାନ୍ତିସ୍ତୂନ ଧୁଳିର ପାଦଦେଶରେ ଉଡିବ ବିଭିନ୍ନ ଦେଶର ରଙ୍ଗବେରଙ୍ଗ ଜାରୀୟ ପତାକା। ଏହି ଉତ୍ସବକର ଯୋଗ ଦେବେ ବିଭିନ୍ନ ଦେଶର ନାମୀ ଦାମୀ ଚିତ୍ରଶିଳ୍ପୀ ଏବଂ…

ଘୁଞ୍ଚିଲା ବଂଶଧାରା ଶୁଣାଣି

ନୂଆଦିଲ୍ଲୀ : ଘୁଞ୍ଚିଲା ବଂଶଧାରା ଶୁଣାଣି। ବଂଶଧାରା ଜଳବିବାଦ ମାମଲାରେ ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲରେ ହେବାକୁ ଥିବା ଶୁଣାଣି ଘୁଞ୍ଚିଛି। ପରବର୍ତ୍ତୀ ଶୁଣାଣି ପାଇଁ ମାର୍ଚ୍ଚ ୩୦ ତାରିଖକୁ ଧାର୍ଯ୍ୟ କରାଯାଇଛି। ସୁପ୍ରିମକୋର୍ଟଙ୍କ ଲିଭ୍ ପିଟିସନ୍‌ ଶୁଣାଣି ପରେ ଟ୍ରିବ୍ୟୁନାଲ ଶୁଣାଣି ହେବ।…

ମୋଦୀଙ୍କ ପାଇଁ ଟଳିଲା ଇରାନ-ଆମେରିକା…

ଭୁବନେଶ୍ବର: ମୋଦୀଙ୍କ ପାଇଁ ଟଳିଲା ଯୁଦ୍ଧ। ଇରାନ-ଆମେରିକା ମଧ୍ୟରେ ଆଶା କରାଯାଉଥିବା ଯୁଦ୍ଧ ମୋଦୀଙ୍କ ପାଇଁ ଟଳିଛି ବୋଲି କହିଛିନ୍ତ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଭାରତ ବୌଷୟିକ ସ୍ତରରେ ବିଭିନ୍ନ କ୍ଷେତ୍ରରେ ନେତୃତ୍ବ ନେଉଛି ଏବଂ ସମସ୍ତେ ଏହି ନେତୃତ୍ବକୁ…

ସିଏଏ: ତୁଝେ ଦେଖାତୋ ୟେ ଜାନା ସନମ୍‌,…

ମୁମ୍ବାଇ: ଦୀପିକା ପାପୁକୋନଙ୍କ ପରେ ଏବେ ବଲିଉଡର ବାଦ୍‌ଶାହା ଶାହରୁଖ୍‌ ଖାନ୍‌ଙ୍କୁ ନେଇ ଚର୍ଚ୍ଚା। ସିଏଏକୁ ଏବଂ ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ(ଜେଏନ୍‌ୟୁ) ରେ ହୋଇଥିବା ହିଂସାକୁ ବିରୋଧ କରି ଦିଲ୍ଲୀର ଶାହୀନ ବାଗ ଠାରେ କରାଯାଇଥିବା ଆନ୍ଦୋଳନରେ ଏବେ ଶାହରୁଖ୍‌ ଖାନ୍‌ଙ୍କୁ ଟାର୍ଗେଟ୍ କରାଯାଇଛି।…

ପ୍ରବଳ ବରଫପାତରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ଶିମଲା: ହିମାଚଳ ପ୍ରଦେଶରେ ହେଉଛି ପ୍ରବଳ ମାତ୍ରାରେ ବରଫପାତ। ବରଫପାତ ଯୋଗୁଁ ବିଭିନ୍ନ ଅଞ୍ଚଳରେ ହଜାର ହଜାର ପର୍ଯ୍ୟଟକ ଫଶିରହିଛନ୍ତି। ବର୍ତ୍ତମାନ ସୁଦ୍ଧା ବରଫପାତରେ ୨ ପର୍ଟ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮ ଘଣ୍ଟା ଧରି ରାଜ୍ୟର ବହୁ ଅଞ୍ଚଳରେ ହ୍ବାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। କେଲାଙ୍ଗରେ…