Odisha Link
Bridging the Missing Links in Odisha

ଜେଏନ୍‌ୟୁ ପରେ ଉତ୍କଳ ବିଶ୍ବବିଦ୍ୟାଳୟ…

ଭୁବନେଶ୍ବର : ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ(ଜେଏନ୍‌ୟୁ) ଘଟଣାକୁ ନେଇ ସାରା ଦେଶରେ ଛାତ୍ର ଆନ୍ଦୋଳନ ଲାଗି ରହିଥିବା ବେଳେ ଏବେ ଉତ୍କଳ ବିଶ୍ବବିଦ୍ୟାଳୟର ପାଳି ପଡିଛି। ଜେଏନ୍‌ୟୁ କୁଳପତିଙ୍କ ବହିଷ୍କାର ପାଇଁ ଛାତ୍ରଛାତ୍ରୀ ଦାବି କରୁଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି…

ଟୋକନରୁ ବଞ୍ଚିତ ଚାଷୀଙ୍କ ଆମରଣ ଅନଶନ

କଳାହାଣ୍ଡି : କଳାହାଣ୍ଡି ଜିଲା କଲମପୁର ସମବାୟ ସମିତି ଅଧିନରେ ଆସୁଥିବା କେତେକ ଚାଷୀ ଧାନ ବିକ୍ରି ପାଇଁ ଟୋକନରୁ ବଞ୍ଚିତ ହୋଇଛନ୍ତି। ଟୋକନ ନ ମିଳିଥିବାରୁ ଚୋୀମାନେ ଆଜି ଆମରଣ ଅନଶନରେ ବସିଛନ୍ତି। ପ୍ରଶାସନର ଅବହେଳାରୁ ଟୋକନ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ସେମାନେ ଦାବି କରୁଛନ୍ତି। ଫଳରେ…

ଇଣ୍ଟରନେଟ୍‌ ସେବାରେ ଲଗାତାର କଟକଣା…

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍‌ ସେବା ଉପରେ ବାରମ୍ବାର ପ୍ରତିବନ୍ଧକ ଲଗାଯାଇଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଇଣ୍ଟରନେଟ ସେବା ଜନସାଧାରଣଙ୍କର ମୌଳିକ ଅଧିକାର। କେବଳ ସୀମିତ ସମୟ ପାଇଁ…

କଂଗ୍ରେସ ସ୍ଥିତି ସଜାଡ଼ିବା ପାଇଁ ୧୪ରେ…

ଭୁବନେଶ୍ବର : ଆସନ୍ତା ୧୪ ତାରିଖରେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଓଡ଼ିଶାରେ କଂଗ୍ରେସର ସାଂଗଠନିକ ସ୍ଥିତି ସଜାଡ଼ିବା ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରିବେ ଏବଂ ସେଠାରେ ଥିବା ଜିଲ୍ଲା ସ୍ତରୀୟ ନେତା ଓ କର୍ମୀମାନଙ୍କ ସହ…

ଆଜି ବଂଶଧାରା ଜଳବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ : ଆଜି ବଂଶଧାରା ଜଳବିବାଦ ମାମଲାର ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲରେ ଅଲଗା ଅଲଗା ଶୁଣାଣି ହେବ। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଦ୍ବାରା ବଂଶଧାରା ଜଳବିବାଦ ମାମଲାର ୨୦୧୭ର ଚୂଡ଼ାନ୍ତ ରାୟକୁ ବିରୋଧ କରି ଦାଖଲ କରାଯାଇଥିବା ଏସଏଲପି ତଥା ଟ୍ରିବ୍ୟୁନାଲରେ ସେପ୍ଟେମ୍ବର ୨୦୧୯ର ଯୁଗ୍ମ ସର୍ଭେ…

ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ମୁଖ୍ୟ…

ନୂଆଦିଲ୍ଲୀ: ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଋଷିକେଶ ଦେୱଡିକର୍‌କୁ ପୁଲିସ ଗିରଫ କରିଛି। ଫେରାର ଅଭିଯୁକ୍ତ ଋଷିକେଶକୁ ବେଙ୍ଗାଲୁରୁ ଏସଆଇଟି ଝାଡ଼ଖଣ୍ଡର ଧାନବାଦ ଜିଲ୍ଲାର କତରାସରୁ ଗିରଫ କରାସାଇଛି। ଋଷିକେଶର ବୟସ ୪୪ ବର୍ଷ ବୋଲି ଜଣା ପଡିଛି।। ପୁଲିସକୁ ପୂର୍ବରୁ ସୂଚନା…

ଆଜି ପରଦା ଉପରକୁ ଆସିଲା ‘ଛପାକ୍’

ମୁମ୍ବାଇ: ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ୍’। ଏହି ଫିଲ୍ମର ବିଷୟବସ୍ତୁ ଏକ ସତ୍ୟ କାହାଣୀକୁ ନେଇ ଆଧାରିତ। ଏସିଡ ଆକ୍ରମଣରେ ଶିକାର ହୋଇଥିବା ଝିଅଟିଏ କିଭଳି ସମାଜରେ ଏସିଡ ବିକ୍ରି ବିରୋଧରେ ସ୍ୱର ଉତ୍ତୋଳନ କରି ବିଜୟୀ ହେଉଛି , ତାହାକୁ ନେଇ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ର। ୨୦୦୫…

ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ…

ପୁରୀ: ଆଜି ପୌଷ ପୂର୍ଣ୍ଣମା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ। ଏହି ଅବସରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସୁନାବେଶ। ରତ୍ନସିଂହାସନରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ବନବାସରୁ…

ଦେଶରେ ଅପରାଧ ବୃଦ୍ଧି ନେଇ ରିପୋର୍ଟ ଦେଲା…

ନୂଆଦିଲ୍ଲୀ: ବୃଦ୍ଧି ପାଉଛି ଦେଶରେ ଅପରାଧର ମାତ୍ରା। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ମୁତାବକ ୨୦୧୭ ତୁଳନାରେ ୨୦୧୮ରେ ଦେଶରେ ଘଟୁଥିବା ଅପରାଧର ମାତ୍ରାରେ ୧.୮ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୧୮ରେ ଦେଶର ବିଭିନ୍ନ ସ୍ଥାନରେ ଦୈନିକ ହାରାହାରି ୮୦ଟି…

ପୂର୍ବ-ଋଷିଆରେ ଭୂକମ୍ପ

ମସ୍କୋ : ପୂର୍ବ-ଋଷିଆରେ ଥିବା ଚୁକୋଟକା ରାଜ୍ୟରେ ଆଜି ଅନୁଭୂତ ହୋଇଛି ଭୂମିକମ୍ପ। ଭାରତୀୟ ସମୟ ଅପରାହ୍ଣ ୨ଟା ବେଳେ ଏହି ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୩ ଥିଲାବୋଲି ଜଣାପଡ଼ିଛି। ତେବେ ଭୂମିକମ୍ପରେ କୌଣସି ଜୀବନହାନୀ ହୋଇଥିବାର ସୂଚନା ମିଳିନାହିଁ। ଏହି ଭୂମିକମ୍ପର…