Odisha Link
Bridging the Missing Links in Odisha

କାଲିଠୁ ବର୍ଷା

ଭୁବନେଶ୍ବର: ମଧ୍ୟପ୍ରଦେଶରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଓଡ଼ିଶାର କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବରଗଡ଼ ଓ ସମ୍ବଲପୁରରେ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସେହିପରି…

ପୁଣି ଆକ୍ରମଣ କଲା ଇରାନ

ନୂଆଦିଲ୍ଳୀ: ଇରାନର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀଙ୍କ ହତ୍ୟାକୁ ନେଇ ଆମେରିକା ଉପରେ ପୁଣି ଆକ୍ରମଣ କରିଛି ଇରାନ । ଇରାନ ଇରାକ୍ ସ୍ଥିତ ଆମେରିକାର ଦୂତାବାସ ଭପରେ ପୁଣି ରକେଟ୍ ମାଡ଼ କରିଛି । ଏହି ସମ୍ପର୍କରେ ସ୍ପଷ୍ଟ କରିଛି ଇରାକ ସେନା। ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ଘଟି ନାହିଁ । ତେବେ…

ଧାନ ମଣ୍ଡିରେ ଚାଲିଗଲା ଜୀବନ

ନୀଳଗିରି: ମୃତ୍ୟୁ ନିରାଟ ନିରାଟ ସତ୍ୟ। କେତେବେଳେ ମଣିଷର ପ୍ରାଣ ବାୟୁ ଚାଲିଯିବ ତାହା କହିବା ମୁସ୍କିଲ। ଏମିତି ଏକ ଘଟଣା ଘଟିଛି ନୀଳଗିରି ବ୍ଲକ ବରହମପୁର ଅଂଚଳରେ। ଏକ ଧାନ ମଣ୍ଡିକୁ ଧାନ ବସ୍ତା ଟେକୁଥିବା ସମୟରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଚାଷୀ ଜଣଙ୍କ ହେଉଛନ୍ତି ପ୍ରତାପ…

ଦ୍ବିତୀୟ ଥର ବାତିଲ ହେଲା ମୋଦୀଙ୍କ ଆସାମ…

ଗୁଆହାଟି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସାମ ଗସ୍ତ କାର୍ଯ୍ୟକ୍ରମକୁ ଦ୍ୱତୀୟ ଥର ପାଇଁ ବାତିଲ କରି ଦିଆଯାଇଛି। ଆସନ୍ତା ଜାନୁଆରୀ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ‘ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍‌ ୨୦୨୦’କୁ ଉଦ୍‌ଘାଟନ କରିବା ପାଇଁ ଆସାମ ଗସ୍ତର କାର୍ଯ୍ୟକ୍ରମ ରହିଥିଲା। ନାଗରିକତା ସଂଶୋଧନ ଆଇନକୁ…

ଇରାନକୁ ଇସ୍ରାଏଲ୍‌ର ଧମକ୍‌

ଜେରୁଜେଲମ: ଇରାକ୍‌ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଏୟାର୍‌ବେସ୍‌ ଉପରେ ଇରାନର ଆକ୍ରମଣ ପରେ ଇସ୍ରାଏଲରେ ଆକ୍ରମଣର ଭୟ ସୃଷ୍ଟି ହୋଇଛି। ଆମେରିକା ଭଳି ଇସ୍ରାଏଲ ଉପରେ ମଧ୍ୟ ଇରାନ ମିସାଇଲ ମାଡ଼ କରିପାରେ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନହୁ…

ତୀରମାରି ହାତୀକୁ ହତ୍ୟା

ରାଉରକେଲା: ରାଉରକେଲା ବନଖଣ୍ଡର ବିଶ୍ରା ଫରେଷ୍ଟ ରେଞ୍ଜର ଚିତାପେଡ଼ି ପଞ୍ଚାୟତ କୁଦାହୁଡ଼ଙ୍ଗ ଗ୍ରାମ ଜଙ୍ଗଲରୁ ଆଜି ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ସ୍ଥିତି ଦେଖିବା ପରେ ହାତୀଟିକୁ ତୀରମାରି ହତ୍ୟା କରାଯାଇଥିବା ଜଣାପଡିଛି। ମୃତ ହାତୀ ଶରୀରରେ ବିଭିନ୍ନ ସ୍ଥାନର କ୍ଷତ ଚିହ୍ନ…

ସିଆରପିଏଫ ପୋଷ୍ଟ ଉପରକୁ ଆତଙ୍କବାଦୀଙ୍କ…

ଜମ୍ମୁ କାଶ୍ମୀର: ଶ୍ରୀନଗରରେ ସିଆରପିଏଫ ପୋଷ୍ଟକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଦୁଇ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଶ୍ରୀନଗରର ହଜରତବଲ ନିକଟ ହବକ କ୍ରସିଂରେ ସିଆରପିଏଫର ପୋଷ୍ଟକୁ ଟାର୍ଗେଟ କରି ଗ୍ରେନେଡ୍ ମାଡ କରାଯାଇଥିଲା।…

ଭୁର୍ଟିଗଡ଼ରେ କଳାହାଣ୍ଡି ଉତ୍ସବ…

ଭବାନୀପାଟଣା: ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଭୁର୍ଟିଗଡ଼ ଗ୍ରାମପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭୁର୍ଟିିଗଡ଼ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ମହାପାତ୍ର ଓ ମୁଖ୍ୟ ବକ୍ତା ଭାବେ ଯୁବ ଲେଖକ ତଥା…

୧୦ ହଜାର ଓଟଙ୍କୁ ମାରିବାକୁ ନିର୍ଦେଶ :…

ସିଡ୍‌ନୀ: ଅଷ୍ଟ୍ରେଲିଆର ଦକ୍ଷିଣାଞ୍ଚଳରେ ସୃଷ୍ଟି ହୋଇଛି ମରୁଡ଼ି ପରିସ୍ଥିତି ଫଳରେ ମରୁ ଅଞ୍ଚଳରେ ତୀବ୍ର ହେବାରେ ଲାଗିଛି ଜଳ ସଙ୍କଟ। ଏହି ସମୟରେ ଓଟମାନେ ଜଳ ଅନ୍ବେଷଣରେ ଜଙ୍ଗଲମୁହାଁ ହେଉଛନ୍ତି। ପ୍ରାୟ ୧୦ ହଜାର ଓଟ ଜଙ୍ଗଲ ଆଡକୁ ମୁହାଁଉଥିବାବେଳେ ସେମାନଙ୍କୁ ଗୁଳିକରି ମାରିଦେବାକୁ ସରକାର ନିର୍ଦେଶ…

ବଜେଟ୍‍ ପାଇଁ ଜନସାଧାରଣଙ୍କ ମତ ଲୋଡିଲେ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦-୨୧ କେନ୍ଦ୍ର ବଜେଟ୍‍ ପାଇଁ ଜନସାଧାରଣଙ୍କ ଠାରୁ ମତାମତ ଲୋଡିଛନ୍ତି ମୋଦି। ଟ୍ୱିଟ୍‍ କରି ମୋଦି କହିଛନ୍ତି ଜନସାଧାରଣ ଏଥିନିମନ୍ତେ ନିଜର ମତାମତ ଏବଂ ପରାମର୍ଶ Mygov.in ରେ ଦେଇପାରିବେ। ଏଥିସହ ସେ କହିଛନ୍ତି କେନ୍ଦ୍ରୀୟ ବଜେଟ୍‍ ହେଉଛି ୧୩୦ କୋଟି…