Odisha Link
Bridging the Missing Links in Odisha

ଜଙ୍ଗଲରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ…

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଏମ. ଭେଙ୍କଟ ରାଓ ନିଖୋଜ ଥିବାବେଳେ ଏବେ ତାଙ୍କ ମୃତଦେହ ମିଳିଛି। ସ୍ଥାନୀୟ ମୂଷାମାଟି ଜଙ୍ଗଲରୁ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମିଲିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ନଠାରୁ ବୋରିଗୁମ୍ମା…

‘ଫ୍ରୀ କାଶ୍ମୀର’ ପୋଷ୍ଟର ଉପରେ ଯୁବତୀ…

ମୁମ୍ବଇ: ଗତକାଲି ମୁମ୍ବଇର ଗେଟ୍‌ ୱେ ଅଫ୍‌ ଇଣ୍ଡିଆଠାରେ ଜେଏନୟୁ ହିଂସା ବିରୋଧରେ ବିରୋଧ ପ୍ରଦର୍ଶନ ସମୟରେ ଜଣେ ଯୁବତୀ ‘ଫ୍ରୀ କାଶ୍ମୀର’ ପୋଷ୍ଟର ଧରିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି ପଡିଛି। ବିଜେପି ରାଜ୍ୟ ସରକାରଙ୍କୁ ଏସବୁ କିଏ କରାଉଛି ବୋଲି…

ଭୁବନେଶ୍ବରେ ବିଶିଷ୍ଟ ବ୍ୟଙ୍ଗକବି…

ଭୁବନେଶ୍ବର: ବିଶିଷ୍ଟ ବ୍ୟଙ୍ଗକବି ବାଇଡଙ୍କ ଦାସ ଡିସେମ୍ବର ମାସ ୩୦ ତାରିଖରେ ଇହଧାମ ତ୍ୟାଗ କରିଛନ୍ତି। ଏଥିପାଇଁ ଜାନୁଆରୀ ୫ ତାରିଖ ଦିନ ତାଙ୍କରି ସ୍ମୃତିରେ ଭୁବନେଶ୍ବର ସ୍ଥିତ ପେସ୍‌ ଏକାଡେମୀ ଠାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବାଇଡଙ୍କ ଦାସଙ୍କୁ ଭଲ ପାଉଥିବା ଅନେକ…

ସଲ୍‌ମାନ୍‌ଙ୍କୁ ନେଇ ଏମିତି କହିଲେ…

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ର ଟିଆରପି ବଢିବା ସହ ଘରେ ଭିତରେ କଳି ଝଗଡା, ରୋମାନ୍ସ ଟ୍ୱିଷ୍ଟ୍‌ ଲାଗି ରହିଥାଏ। କିଛି ଦିନ ତଳେ ଶୋ’ର ପ୍ରତିଯୋଗୀମାନେ ରହୁଥିବା ଘରେ ଯାଇ ହଠାତ୍‌ ସଲମାନ୍‌ ଖାନ୍‌ ପହଞ୍ଚି ଯାଇଥିଲେ ଏବଂ ରୋଷେଇ ଘରଠୁ ଆରମ୍ଭ କରି ବାଥରୁମ୍‌ ପର୍ଯ୍ୟନ୍ତ ସବୁ କିଛି ସଫା ସୁତୁରା କରିଥିଲେ।…

ଜାନୁଆରୀ ୧୦ରେ ଚନ୍ଦ୍ର ଗ୍ରହଣ

ଭୁବନେଶ୍ବର: ଜାନୁଆରୀ ୧୦ରେ ହେବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଏହି ଗ୍ରହଣ ଏକ ଉପଛାୟା ଚନ୍ଦ୍ର ଗ୍ରହଣ। ଭାରତୀୟ ସମୟ ଅନୁସାରେ, ଜାନୁଆରୀ ୧୦ ତାରିଖ, ରାତି ୧୦ଟା ୩୭ ମିନିଟ୍‌ରେ ଗ୍ରହଣ ଆରମ୍ଭ ହୋଇ ଜାନୁଆରୀ ୧୧ ତାରିଖ, ରାତି ୨ଟା ୪୨ ମିନିଟ୍‌ରେ ଶେଷ ହେବ। ପୂର୍ଣ୍ଣ ଗ୍ରହଣ ଓ ଆଂଶିକ ଗ୍ରହଣ ତୁଳନାରେ…

ପୁଣି କାଲିଠୁ ବର୍ଷା

ଭୁବନେଶ୍ୱର: ସବ୍‌-ହିମାଳୟର ପଶ୍ଚିମବଙ୍ଗରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲିଠୁ ତିନି ଦିନ ଯାଏ ବର୍ଷା ଲାଗି ରହିବ। ଆସନ୍ତାକାଲି ଓଡ଼ିଶାର ୮ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,…

ସିଏଏ ସମର୍ଥନରେ ୫୨ ଲକ୍ଷ ମିସ୍‌ଡ କଲ୍‌

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ସମର୍ଥନରେ ୫୨ ଲକ୍ଷ ମିସ୍‌ଡ କଲ୍‌। ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରିବା ପାଇଁ ଜାରି କରାଯାଇଥିବା ସ୍ବତନ୍ତ୍ର ନମ୍ବର। ମାତ୍ର ୪ ଦିନ ମଧ୍ୟରେ ଦେଶବ୍ୟାପୀ ୫୨ ଲକ୍ଷ ମିସ୍‌ଡ କଲ୍‌ ଏହି ନମ୍ବରରେ ଆସିଛି। ଏତେ ସଂଖ୍ୟକ ମିସ୍‌ଡ କଲ୍‌ ଆସିଥିବା ସୂଚନା ଦେଇଛନ୍ତି…

ସ୍କୁଲସ୍ତରରୁ ପିଲାଙ୍କୁ ଜାତୀୟସ୍ତରୀୟ…

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ସୋଆ ବିଶ୍ବବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭୁବନେଶ୍ବର ଆଇଆଇଟି, ରାଉରକେଲା ଏନ୍‌ଆଇଟି, ଭୁବନେଶ୍ବର ନାଇଜର, କେଭିଏସ୍‌, ଏନ୍‌ଭିଏସ୍‌ର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଆଲୋଚନା ସମୟରେ ଓଡ଼ିଶାରେ ଥିବା…

ପୁଲୱାମା ଏନକାଉଣ୍ଟରେ ଆତଙ୍କବାଦୀ ନିହତ

ଜାମ୍ମୁ: ଆଜି ସକାଳେ ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଅବନ୍ତୀପୋରାରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି। ମୃତ ଆତଙ୍କୀଠାରୁ ବହୁ ପରିମାରଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରାଯାଇଛି। ଭାରତୀୟ ସୀମାର ନିୟନ୍ତ୍ରଣ…

ମେ ୩ ତାରିଖରେ ନିଟ୍‌ ପରୀକ୍ଷା

ଭୁବନେଶ୍ବର: ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ‘ନିଟ୍‌’ ମେ ୩ରେ ହେବ। ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ୫ଟାରେ ସରିବ। ‘ନିଟ୍‌’ର ଅନଲାଇନ୍ ପଞ୍ଜୀକରଣ ଶେଷହୋଇଥିବା ବେଳେ ଫି ଦାଖଲ କରି ନ ଥିବା ଛାତ୍ରଛାତ୍ରୀ ଜାନୁଆରୀ ୭ ରାତି ୧୧ଟା ୫୦ ମଧ୍ୟରେ…