Odisha Link
Bridging the Missing Links in Odisha

ଶରଦ ପାଓ୍ୱାର ହୋଇପାରନ୍ତି ପରବର୍ତ୍ତୀ…

ମୁମ୍ବାଇ: ଶରଦ ପାଓ୍ୱାର ହୋଇପାରନ୍ତି ପରବର୍ତ୍ତୀ ରାଷ୍ଟ୍ରପତି। ଏନସିପି ଅଧ୍ୟକ୍ଷ ଶରଦ ପାଓ୍ୱାରଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କରାଯିବା ସପକ୍ଷରେ ଏବେଠାରୁ ଏନସିପି ଓ ଶିବସେନା ପକ୍ଷରୁ ଯୋଜନା ପ୍ରସ୍ତୁତ କରାଗଲାଣି। ଗତକାଲି ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏନେଇ ନିଜର…

ଜେଏନୟୁ ସଭାପତି ସମେତ ୨୦ ଜଣଙ୍କ ନାଁରେ…

ନୂଆଦିଲ୍ଲୀ: ଜେଏନୟୁ ଛାତ୍ର ସଂସଦ ସଭାପତି ଆଈଶୀ ଘୋଷଙ୍କ ସମେତ ୨୦ ଜଣଙ୍କ ନାମରେ ଏତଲା ରୁଜୁ ହୋଇଛି। ଗତ ୪ ତାରିଖରେ ଏହି ଛାତ୍ରମାନେ ସର୍ଭର ରୁମରେ ଭଙ୍ଗାରୁଜା କରିବା ସହିତ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଜେଏନୟୁରେ ହଷ୍ଟେଲ ଫି’ ବୃଦ୍ଧିକୁ ବିରୋଧ କରି ଛାତ୍ରମାନେ ଗତ…

କାଲିଠୁ ଏମ୍‌ଏସ୍‌ଏମ୍‌ଇ ଆନ୍ତର୍ଜାତିକ…

ଭୁବନେଶ୍ବର: ରାଜ୍ୟ ଏମ୍ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଜାନୁଆରୀ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୦ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାଣିଜ୍ୟ ମେଳାକୁ ଉଦ୍‌ଘାଟନ କରିବେ। ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ…

ଆଜି ଇଣ୍ଡିଆ-ଶ୍ରୀଲଙ୍କା ଦ୍ବିତୀୟ…

ଇନ୍ଦୋର: ଗୁଆହାଟୀରେ ଖେଳାଯିବାକୁ ଥିବା ପ୍ରଥମ ଇଣ୍ଡିଆ-ଶ୍ରୀଲଙ୍କା ଦ୍ବିତୀୟ ‌ଟ୍ବେଣ୍ଟି-୨୦ ମ୍ୟାଚ୍ ବର୍ଷାରେ ଧୋଇଯିବା ପରେ ଆଜି ଦ୍ବିତୀୟ ‌ଟ୍ବେଣ୍ଟି-୨୦ ମ୍ୟାଚ୍ ଇନ୍ଦୋରେ ଖେଳାଯିବ। ଏହି ମ୍ୟାଚ୍‌କୁ ନେଇ ଉତ୍କଣ୍ଠା ବଢ଼ିଛି। ବର୍ଷା ପାଇଁ ଶୃଙ୍ଖଳା ମଧ୍ୟ ୨ ମ୍ୟାଚ୍ ବିଶିଷ୍ଟ ହୋଇଯାଇଛି। ଆଜିର…

ଆଜି ଶୁଣାଣି ହେବ ନିର୍ଭୟା ଦୋଷୀଙ୍କ ଫାଶି…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ଜଣ ଦୋଷୀଙ୍କ ଫାଶୀକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି କୋର୍ଟ ଫାଶି ତାରିଖ ସ୍ଥିର କରିପାରଡ଼୍ତି। ୪ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବା ପାଇଁ ତିିହାର ଜେଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ଏବେ କେବଳ ଫାଶୀ ହେବାର ତାରିଖକୁ ଅପେକ୍ଷା।…

ସୁରଙ୍କ ଚେତାବନୀ

ଖୋର୍ଦ୍ଧା : ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ବିଧାୟକ ଶ୍ରୀ ରାଉତରାୟ। ଜଟଣୀ ବ୍ଲକ୍‌ର ସ୍ଥିତିବାନ ଜମିକୁ ରାଜସ୍ବ ବିଭାଗ ପକ୍ଷରୁ ଶ୍ରୀଜଗନ୍ନାଥ ଜମି ବୋଲି ଚିହ୍ନଟ କରାଯାଇ ଏହାର କିଣାବିକା ଉପରେ ରୋକ୍‌ ଲଗାଇଛନ୍ତି। ଏହି ଘଟଣାକୁ ନେଇ ଆସନ୍ତା ୨୭ ତାରିଖରେ ନବୀନ ନିବାସ ଘେରାଉ…

ଶାସ୍ତ୍ରୀଜୀ ଶିକ୍ଷା ନିକେତନର…

ଭବାନୀପାଟଣା: ଶାସ୍ତ୍ରୀଜୀ ଶିକ୍ଷା ନିକେତନ ଅଷ୍ଟମ ବାର୍ଷିକ ଉତ୍ସବ ସମାରୋହ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ମୁଖ୍ୟ ବକ୍ତା ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ସମ୍ମାନିତ ଅତିଥି ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ…

ବିହାରରେ ପୋଷ୍ଟର ରାଜନୀତି, ଲାଲୁ…

ପାଟନା : ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବର୍ତ୍ତମାନ ନିର୍ବାଚନ ପାଇଁ ଅନେକ ସମୟ ଅଛି। ହେଲେ ଏବେଠାରୁ ବ୍ୟାନର ଓ ପୋଷ୍ଟରକୁ ନେଇ ଶାସକ-ବିରୋଧୀ ପରସ୍ପରକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଇତି ମଧ୍ୟରେ ରାଷ୍ଟ୍ରୀୟ ଜନତାଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ…

ଜଗନ୍ନାଥଙ୍କ ଦର୍ଶନ କଲେ ପାକିସ୍ତାନୀ…

ପୁରୀ: ଜଗନ୍ନାଥଙ୍କ ଦର୍ଶନ କଲେ ପାକିସ୍ତାନୀ ଶ୍ରଦ୍ଧାଳୁ। ପାକିସ୍ତାନରୁ ଆସିଥିବା ୧୨୦ ଜଣ ଶ୍ରଦ୍ଧାଳୁ ଶ୍ରୀ ମନ୍ଦିର ଆସି ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ସମସ୍ତ ଶ୍ରଦ୍ଧାଳୁ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଦେଶବାସୀଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି। ଦୁଇ ଦେଶ ମଧ୍ୟରେ ସୁସଂପର୍କ ସ୍ଥାପନ…

ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡ଼

ଶ୍ରୀନଗର: ଆଜି ଶ୍ରୀନଗରରେ କବଦରା ଅଞ୍ଚଳରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ସିଆରପିଏଫ ଯବାନଙ୍କ ଏକ ପାଟ୍ରୋଲିଂ ଟିମ୍‌ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଛନ୍ତି। ଏହି ଘଟଣାରେ ଜଣେ ସ୍ଥାନୀୟ ନାଗରିକ ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା…