Odisha Link
Bridging the Missing Links in Odisha

ଆଇସକ୍ରିମ୍‌ ଖାଇ ସୁଲେମାନୀଙ୍କ ମୃତ୍ୟୁର…

ନୂଆଦିଲ୍ଲୀ: ଇରାନର ଜେନେରାଲ କାସିମ୍‌ ସୁଲେମାନୀଙ୍କ ମୃତ୍ୟୁକୁ ନେଇ ସବୁଠୁ ଅଧିକ ଖୁସି ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ସୁଲେମାନୀଙ୍କ ମୃତ୍ୟୁ ଖବର ପାଇବା ପରେ ଟ୍ରମ୍ପ ପ୍ରଥମେ ଆଇସକ୍ରିମ୍‌ ଖାଇ ଖୁସି ମନାଇଥିବା ଜଣାପଡ଼ିଛି।ସୂଚନା ମୁତାବକ, ସୁଲେମାନୀ ନିହତ ହେବାର ଖବର ଆସିବା ପରେ…

୨୦୧୯ରେ ଚିଳିକାକୁ ୧୦.୫ ଲକ୍ଷ ପକ୍ଷୀଙ୍କ…

ଚିଲିକା: ବନସ୍ଫତି ଏବଂ ପ୍ରାଣୀ ସମୂହ ଏବଂ ବିଶେଷ କରି ପକ୍ଷୀଙ୍କ ସଂଖ୍ୟା ଜାଣିବା ପାଇଁ ଚିଲିକାରେ ପ୍ରତିବର୍ଷ ବାର୍ଷିକ ପକ୍ଷୀ ଗଣନା କରାଯାଇଥାଏ। ଚଳିତବର୍ଷ ଚଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ୨୯ କର୍ମୀଯୁକ୍ତ ୧୭୫ ଟିମ୍‌ ସାହାର୍ଯ୍ୟରେ ଏହି ଗଣନା କରାଯାଇଥିଲା। ଏହି ଟିମ୍‌ରେ ଚଲିକା ଉନ୍ନୟନ…

ପ୍ରେମରେ ବିଫଳ କାରଣରୁ ଯୁବକଙ୍କ…

ଅନୁଗୁଳ: ପ୍ରେମରେ ବିଫଳ କାରଣରୁ ଯୁବକଙ୍କ ଆତ୍ମହତ୍ୟା ଘଟଣା ଏବେ ସାମ୍ନାକୁ ଆସିଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ଆମ୍ବସର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବନ୍ଧ ଗାଁ ଜଣେ ଯୁବକ ପ୍ରେମଜନିତ କାରଣରୁ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଯୁବକଜଣକ ହେଉଛନ୍ତି ମାନସ ନାୟକ ଏବଂ…

ଦେଶର ସ୍ବଚ୍ଛ ବେଳାଭୂମି ତାଲିକାରେ ଓଡିଶା…

ପୁରୀ: ରାଷ୍ଟ୍ରୀୟ ତଟ୍ଟୀୟ ଅନୁସନ୍ଧାନ କେନ୍ଦ୍ର ବା (ଏନସିସିଆର) ତରଫରୁ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ଦେଶର ସ୍ବଚ୍ଛ ବେଳାଭୂମିରେ ଓଡିଶା ପ୍ରଥମ। ଓଡ଼ିଶାର ପୁରୀ ଏବଂ ଗୋପାଳପୁର ବେଳାଭୂମିକୁ ସବୁଠାରୁ ସ୍ୱଚ୍ଛ ବେଳାଭୂମିର ମାନ୍ୟତା ମିଳିଛି। ଦେଶର ୫ଟି ସ୍ୱଚ୍ଛ ଓ ପରିଚ୍ଛନ ସମୂଦ୍ର ତଟ୍ଟୀୟ…

କାବୁ ହେଲା ଲଶ୍କର-ଏ-ତୈବା ଆତଙ୍କବାଦୀ…

ନୂଆଦିଲ୍ଲୀ: ଗତକାଲି ଶ୍ରୀନଗରରୁ ନିରାପତ୍ତା ବଳ ଲସ୍କର୍‌-ଏ-ତୈବାର ଆତଙ୍କବାଦୀ ନିସାର୍‌ ଅହମଦ୍‌ ଦର୍‌କୁ ଗିରଫ କରିଛି। ନିସାର୍‌ ଆତ୍ମଗୋପନ କରିଥିବା ସ୍ଥାନ ବିଷୟରେ ପୂର୍ବରୁ ନିରାପତ୍ତା ବଳକୁ ସୂଚନା ମିଳିଥିଲା। ଜମ୍ମୁ ଓ କଶ୍ମୀର ପୁଲିସର ସ୍ପେସାଲ୍‌ ଅପରେସନ୍‌ସ୍‌ ଗ୍ରୁପ୍‌ ନିସାର୍‌କୁ ଗିରଫ…

ପୁଣି ଆମେରିକାର ଆକ୍ରମଣରେ ୬ ମୃତ

ବାଗଦାଦ: ଇରାକରେ ଲଗାତର ୨ୟ ଥର ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଛି। ଉତ୍ତର ବାଗଦାଦର ତାଜି ରୋଡ୍‌ ନିକଟରେ ଆଜି ସକାଳେ ୨ଟି କାର୍‌କୁ ଟାର୍ଗେଟ କରି ଡ୍ରୋନ ଆକ୍ରମଣ କରାଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଯେଉଁ ରାସ୍ତାରେ ଆକ୍ରମଣ କରାଯାଇଛି ତାହା ରାସ୍ତା ଅଣଆମେରିକୀୟ ସେନାର ଘାଟିକୁ ଯାଇଛି।…

ବିମାନ ଦୁର୍ଘଟଣାରେ ଦୁଇ ପାଇଲଟ୍‌ ମୃତ

ଭୋପାଳ: ଗତକାଲି ରାତିରେ ମଧ୍ୟପ୍ରଦେଶର ସାଗର ଜିଲ୍ଲା ଅନ୍ତର୍ଗତ ଢାନା ଏୟାର୍‌ଷ୍ଟ୍ରିପ୍‌ ନିକଟରେ ରୁଟିନ୍‌ ତାଲିମ ସମୟରେ ଏକ ଦୁଇ-ଆସନବିଶିଷ୍ଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହ ଦୁଇ ଜଣ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଦ୍ୱୟ ହେଉଛନ୍ତି ପ୍ରଶିକ୍ଷକ ଅଶୋକ ମକ୍‌ଓ୍ଵାନା ଏବଂ ତାଲିମ…

ଭିଡିଓ କନଫରେନ୍ସିଂ ଜରିଆରେ ଅପରାଧୀଙ୍କୁ…

ଭୁବନେଶ୍ବର: ଏଣିକି ଜେଲରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ଅପରାଧୀ ଓ ଅଭିଯୁକ୍ତମାନଙ୍କୁ ଜେରା କରାଯିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏ ସଂପର୍କରେ ଗୃହ ବିଭାଗକୁ ଚିଠି ଲେଖିଛି ଆଇନ ବିଭାଗ। ପ୍ରାଥମିକ ପର୍ଯ୍ୟାୟରେ ନୟାଗଡ ଓ ଅନୁଗୁଳ ଜିଲ୍ଲାରେ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଏହି ଜେରା କରାଯିବ।…

ଆମେରିକାର ଆକ୍ରମଣ ପରେ ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: ଆମେରିକାର ଆକ୍ରମଣରେ ଇରାନ ସେନାର ଜଣେ ପ୍ରମୁଖ କମାଣ୍ଡର ନିହତ ହେବା ପରେ ଏବେ ସୁନା ବଜାରରେପ୍ରଭାବ ଦେଖିବାକୁ ମିଳିଛି। ହଠାତ ସୁନାର ମୂଲ୍ୟ ବଢ଼ିଯାଇଛି। ଆଗକୁ ଆମେରିକା ଓ ଇରାନ ଭିତରେ ଯୁଦ୍ଧ ହେବାର ଆଶଙ୍କା ଥିବାରୁ ନିବେଶକମାନେ ବିପୁଳ ମାତ୍ରାରେ ସୁନା କିଣିବା ଆରମ୍ଭ କରିଛନ୍ତି।…

ଆଜିଠୁ ବାରବାଟୀରେ ମହିଳା ଚ୍ୟାଲେଞ୍ଜର୍‌…

କଟକ: ଆଜି ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଭାରତ ଏ, ବି ଓ ସି ତିନିଟି ଦଳ ପରସ୍ପର ସହ ମୁକାବିଲା କରିବେ। ଫାଇନାଲ୍‌ ମ୍ୟାଚ୍‌ ଜାନୁଆରୀ ୧୦ ତାରିଖରେ ଖେଳାଯିବ। ଏଥିପାଇଁ ସବୁ ଦଳର ଖେଳାଳିମାନେ…