Odisha Link
Bridging the Missing Links in Odisha

ଆଇଓଏ ଲାଗୁ କରିବ ସୁରକ୍ଷିତ କ୍ରୀଡ଼ା…

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ସୁରକ୍ଷିତ କ୍ରୀଡ଼ା ନୀତି ଲାଗୁ କରିବାକୁ ଯାଉଛି। ଏନେଇ ଆଇଓଏର ସାଧାରଣ ପରିଷଦ ବୈଠକରେ ସୁରକ୍ଷିତ କ୍ରୀଡ଼ା ନୀତିକୁ ମଞ୍ଜୁରି ପ୍ରଦାନ କରାଯାଇଛି। ସୁରକ୍ଷିତ କ୍ରୀଡ଼ା ନୀତି ଅନ୍ତର୍ଗତ କ୍ରୀଡ଼ାରେ ଗାଳିଗୁଲଜ, ଝଗଡ଼ା, ଶାରୀରିକ ଯୌନ…

ଅଷ୍ଟ୍ରେଲିଆରେ ନିଆଁ

ସିଡନୀ: ଅଷ୍ଟ୍ରେଲିଆରେ ଭୟଙ୍କର ନିଆଁ। ଏହି ବ୍ୟାପୁଥିବା ନିଆଁକୁ ଆଖିରେ ରଖି ନ୍ୟୁ ସାଉଥ ୱେଲସରେ ପ୍ରଶାସନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସହ ସେଠାକାର ଅଧିବାସୀମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଆଁରେ ଗତ ୨୪ ଘଣ୍ଟା ମଧ୍ୟରେ ୭…

ଖୋର୍ଦ୍ଧାରୁ ଉଦ୍ଧାର ହେଲା ଧଳା ଭାଲୁ

ଖୋର୍ଦ୍ଧା: ଖୋର୍ଦ୍ଧା ଯାଁଳାରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ଭାଲୁ। ଗତକାଲି ରାତି ୧୦ଟାରେ ଖୋର୍ଦ୍ଧା ବନ ବିଭାଗ ଏହି ଧଳା ଭାଲୁ ଛୁଆକୁ ଉଦ୍ଧାରକରିଛି। ୨/୩ ମାସର ଏହି ଅଣ୍ଡିରା ଧଳା ଭାଲୁ ଛୁଆଟିକୁ ମା’ ଭାଲୁ ଛାଡ଼ି ପଳାଇଥିବା ଅନୁମାନ କରାଯାଉଛି। ଏହି ଧଳା ଭାଲୁ କୁଆଡ଼ୁ ଆସିଲା ବୋଲି ବନ ବିଭାଗ…

ଶସ୍ତା ହେବ କେବୁଲ ସେବା

ନୂଆଦିଲ୍ଲୀ: ଏବେ ଟିଭି ଦେଖିବା ହେବ ଶସ୍ତା। ଗ୍ରାହକମାନେ କମ୍ ଟଙ୍କାରେ ଅଧିକ ଚ୍ୟାନେଲ୍‌ ଦେଖି ପାରିବେ। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଟିଭି ଶୁଳ୍କ ନିୟମରେ ସଂଶୋଧନ କରାଯାଇଛି। ନୂଆ ନିୟମ ଅନୁସାରେ, ଯେକୌଣସି ପ୍ୟାକ୍ ବା ବୁକେରେ ରହୁଥିବା କୌଣସି ଚ୍ୟାନେଲ୍‌ର ଦାମ୍‌…

କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’: ୧୬ରେ…

କଳାହାଣ୍ଡି: କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’ ଅବସରରେ ଆଗାମୀ ଜାନୁଆରି ୧୬ ତାରିଖ ଦିନ ଆୟୋଜିତ ହେବ ଜିଲ୍ଳା ସ୍ତରୀୟ କବି ସମ୍ମିଳନୀ। ଏଥିପାଇଁ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ କବି ସମ୍ମିଳନୀ ଉପସମିତି ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ଉପସମିତିର ଆବାହକ ସତ୍ୟନାରାୟଣ ମୁଣ୍ଡଛିନାଙ୍କ…

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର…

କଳାହାଣ୍ଡି: ଆଧୁନିକ ନାଟ୍ୟଧାରା ତଥା ନାଟକର ବିଭିନ୍ନ ଦିଗକୁ ନେଇ ଏକ ଅନୌପଚାରିକ ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜନ କରିଛି ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ। ଭବାନୀପାଟଣା ସହର ଉପକଣ୍ଠସ୍ଥ ଯଶପାଲ ଫାର୍ମ୍ ହାଉସ୍ ପରିସରରେ ଅନୁଷ୍ଠାନର ଯୁଗ୍ମ-ସଂପାଦକ ସୁଧୀର କୁମାର…

୫୪ବର୍ଷ ବୟସରେ ପାଦ ଥାପିଲେ ଭାଇଜାନ

ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ୍ ଖାନଙ୍କ ଜନ୍ମଦିନ। ୫୪ବର୍ଷ ବୟସରେ ପାଦ ଥାପିଲେ ଭାଇଜାନ “ସଲମାନ ଖାନ”। ମଧ୍ୟପ୍ରଦେଶର ଇନ୍ଦୋରରେ ୧୯୬୫ମସିହା ଡ଼ିସେମ୍ବର ୨୭ତାରିଖ‌ରେ ଜନ୍ମଗ୍ରହଣ କରିଥିଲେ ସଲମାନ। ତାଙ୍କର ପ୍ରକୃତ ନାମ ଅବଦୁଲ ରଶିଦ ସଲିମ ସଲମାନ ଖାନ। ଆଜି ବଲିଉଡ଼ ଜଗତରେ…

ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାର :…

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାରିବା ପାଇଁ ଜାମ୍ମୁ ଓ କାଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ଦିଲ୍‍ବାଗ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବା ପାଇଁ ତଲାସୀ ଓ ଘେରାବନ୍ଦୀ ଅଭିଯାନକୁ ଜୋର୍‍ଦାର କରିବାକୁ ସେ କହିଛନ୍ତି। ଅସ୍ଥିରତା…

କିନ୍ନରଙ୍କ ପାଇଁ ଓମଫେଡ ପାର୍ଲର

ଗଜପତି: ଆଉ ରାସ୍ତାକଡରେ ଠିଆ ହୋଇ କାହାକୁ ହାତ ପତେଇବେ ନାହିଁ କି କାହା ଅଟ୍ଟହାସ୍ୟର ଶିକାର ହେବେ ନାହିଁ କିନ୍ନର। ରାସ୍ତାଘାଟରେ ଭିକ୍ଷା ବୃତ୍ତି କରି ନିଜ ପେଟ ପୋଷୁଥିବା କିନ୍ନରଙ୍କ ପାଇଁ ଏବେ ଗଜପତି ଜିଲ୍ଲାରେ ଖୋଲିଛି ଓମଫେଡ ପାର୍ଲର। ଭିକ୍ଷା ବୃତ୍ତି ନକରି କିନ୍ନରମାନଙ୍କୁ ଥଇଥାନ କରିବା ପାଇଁ…

ଉତ୍ତମ ପ୍ରଶାସନ ସୂଚକାଙ୍କରେ ଓଡ଼ିଶା ୧୪

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପ୍ରଶାସନର ଗୁଣବତ୍ତା ଓ ଲୋକମାନଙ୍କ ଉପରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ପ୍ରଭାବ ଅନୁସାରେ ଉତ୍ତମ ପ୍ରଶାସନ ସୂଚକାଙ୍କ ପ୍ରସ୍ତୁତ କରାଯାଇଥାଏ। ଉତ୍ତମ ପ୍ରଶାସନ ସୂଚକାଙ୍କରେ ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି ତାମିଲନାଡ଼ୁ। ବଡ଼ ରାଜ୍ୟ ଶ୍ରେଣୀରେ ତାମିଲନାଡ଼ୁ ପ୍ରଥମ…