Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଚର୍ତୁପାର୍ଶ୍ବ ଐତିହ୍ୟ…

ପୁରୀ : ଶ୍ରୀମନ୍ଦିରର ଐତିହ୍ୟକୁ ସୁରକ୍ଷା ଦେବା ଏବଂ ପୁରୀର ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶା ସରକାର ଜରୁରୀକାଳୀନ ପାଣ୍ଠିରୁ ୩୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଅବଢା ଯୋଜନାରେ ଶ୍ରୀମନ୍ଦିର ଚାରିପଟେ ତିଆରି ହେବାକୁ ଥିବା ହେରିଟେଜ୍‌ ସିକ୍ୟୁରିଟି ଜୋନ ବା ଐତିହ୍ୟ ସୁରକ୍ଷା କ୍ଷେତ୍ର ପାଇଁ ଏହି…

ଭାରତରୁ ପୋଲିଓ ମାର୍କର ଆମଦାନୀ କରିବ…

ନୂଆଦିଲ୍ଲୀ : ଭାରତ ସହ ସମସ୍ତ ପ୍ରକାରର ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବାର କିଛିମାସ ପରେ ପାକିସ୍ତାନ ଭାରତରୁ ପୋଲିଓ ମାର୍କର ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନୀ ଖବରକାଗଜ ଡନରେ ପ୍ରକାଶିତ ରିପୋର୍ଟ ମୁତାବକ ଏହି ଆମଦାନୀ ପାଇଁ ପାକିସ୍ତାନର କେନ୍ଦ୍ରୀୟ କ୍ୟାବିନେଟ୍‌ ଅନୁମତି ଦେଇଛି।…

ଧର୍ମକୁ ନେଇ ଏହି ସେଲିବ୍ରିଟିଙ୍କ…

ମୁମ୍ବାଇ: ବଲିଉଡ୍‌ର ୩ ସେଲେବ୍ରିଟିଙ୍କ ବିରୋଧରେ ରୁଜୁ ହୋଇଛି ଧର୍ମ ବିରୋଧୀ ମାମଲା। ଅଭିନେତ୍ରୀ ରବୀନା ଟଣ୍ଡନ୍‌, ଫରାହ ଖାନ୍‌ ଓ କମେଡିଆନ୍‌ ଭାରତୀ ସିଂଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଏହି ୩ ସେଲେବ୍ରିଟିଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରୁଜୁ ହୋଇଛି ମାମଲା। ଏକ କାର୍ଯ୍ୟକ୍ରମରେ ରବୀନା,…

ପୁଣି ପରଦାକୁ ଫେରୁଛନ୍ତି ଶିଳ୍ପା

ମୁମ୍ବାଇ : ‘ୟୋଗା ଲେଡି’ ଭାବେ ବଲିଉଡରେ ପରିଚିତ ଶିଳ୍ପା ସେଟ୍ଟିଙ୍କୁ ଖୁବ୍ ଶୀଘ୍ର ପରଦାରେ ଦେ‌ଖିବାକୁ ମିଳିବ। ନିଜ ଯୋଗ ଭିଡିଓ ଓ କୁକିଙ୍ଗ୍ ଚ୍ୟାନେଲ୍ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଶିଳ୍ପା ଏବେ ‘ହଙ୍ଗାମା-୨’ରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି କମେଡି ଚଳଚ୍ଚିତ୍ରରେ ଶିଳ୍ପାଙ୍କ ସହ…

ବଢିବ ଇସ୍ପାତ ଦର

ମୁମ୍ବାଇ : ଦେଶରେ ଇସ୍ପାତ ଚାହିଦା‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଥିପାଇଁ ଆସନ୍ତା ଜାନୁଆରି ମା‌ସରେ ଇସ୍ପାତ ଦର ଟନ୍ ପିଛା ୧୦୦୦ ଟଙ୍କା ବଢ଼ିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଭାରତରେ ଉଭୟ ଭିତ୍ତିଭୂମି ଓ ଅଟୋମୋବାଇଲ୍ ଶିଳ୍ପରେ ଇସ୍ପାତ ଚାହିଦା ବଢ଼ିଛି। ଏହାକୁ ନଜରରେ ରଖି…

ଉରିରେ ପାକ୍‌ ଅସ୍ତ୍ରବିରତି ଉଲ୍ଲଂଘନ,…

ଜାମ୍ମୁକାଶ୍ମୀର: ଉତ୍ତର କାଶ୍ମୀର ସୀମାନ୍ତ ବାରାମୁଳା ଜିଲାର ଉରି ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଆଜି ଏହାର କଡା ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ସେନାର ଆକ୍ରମଣରେ ଗୁରୁବାର ୨ ପାକ୍‌ ସୈନ୍ୟ ନିହତ ହୋଇଛନ୍ତି। ଏହା ସହିତ…

ଡିଜେଲ ପେଟ୍ରୋଲ ରେଡି ରଖିଥାଓ ନିର୍ଦ୍ଦେଶ…

ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଖୋଲାଖୋଲି ତାଙ୍କ ସମର୍ଥକ ମାନଙ୍କୁ ଉସୁକାଉଥିବା ଭିଡିଓ ଭାଇରାଲ ହୋଇଛି। ଫୋନରେ କଂଗ୍ରେସ କର୍ମୀଙ୍କୁ ଡିଜେଲ୍ ପେଟ୍ରୋଲ ପ୍ରସ୍ତୁତ କରି ରଖିବାକୁ ଏବଂ ହିଂସାକାଣ୍ଡ କରିବାକୁ ଖୋଲାଖୋଲି କହୁଛନ୍ତି ପ୍ରଦୀପ…

ସୂର୍ଯ୍ୟୋପରାଗ ପରେ ଶ୍ରୀମନ୍ଦିରରେ…

ଭୁବନେଶ୍ବର : ଚଳିତବର୍ଷର ବିରଳ ବଳୟ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏହି ମହାଜାଗତିକ ଦୃଶ୍ୟ ଓଡ଼ିଶାରେ ଆଂଶିକ ଭାବେ ଦେଖାଯାଇଛି। ଓଡ଼ିଶାରେ ସକାଳ ୮ଟା ୧୯ ମିନିଟରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ ମିନିଟରେ ଶେଷ ହୋଇଛି। ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକ୍ରାନ୍ତି ଅନୁଷ୍ଠିତ…

ଉତ୍ତରପ୍ରଦେଶ ଡିଜିପିଙ୍କୁ ଜାତୀୟ…

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଉତ୍ତର ପ୍ରଦେଶରେ ହୋଇଥିବା ହିଂସାକାଣ୍ଡରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ରାଜ୍ୟ ପୁଲିସ ମହାନିର୍ଦେଶକ(ଡିଜିପି) ଓମ୍‌ ପ୍ରକାଶ ସିଂହଙ୍କୁ ନୋଟିସ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ…

NPR ପ୍ରସଙ୍ଗରେ ସୁରଙ୍କ ମନ୍ତବ୍ୟ

ଭୁବନେଶ୍ବର: ଗତକାଲି ଜାତୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର)କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ହେଲେ ଏହାକୁ ନେଇ ରାଜନୀତି ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକ ସୁର ରାଉତରାୟ ଏନଆରସି, ସିଏଏ ଓ ଏନପିଆରକୁ ନେଇ କହିଛନ୍ତି ଯେ, ଆସନ୍ତା ୨୮ରେ କଂଗ୍ରେସର ପ୍ରତିଷ୍ଠା ଦିବସ। ସେହିଦିନଠୁ…