Odisha Link
Bridging the Missing Links in Odisha

ଅଯୋଧ୍ୟାରେ ଜୈଶ୍‌-ଏ-ମହମ୍ମଦର ଆକ୍ରମଣ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଆକ୍ରମଣ କରିବାକୁ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ ଯୋଜନା କରୁଥିବା କଥା ଗୁଇନ୍ଦା ଏଜେନ୍‌ସି ସୂତ୍ରରୁ ଜଣାପଡିଛି। ଗୁଇନ୍ଦା ଏଜେନ୍‌ସିମାନଙ୍କ ହାତରେ ପଡ଼ିଥିବା ଜୈଶ୍‌-ଏ-ମହମ୍ମଦର ମୁଖ୍ୟ ମୌଲାନା ମସୁଦ ଆଝାରଙ୍କ ଏକ ବାର୍ତ୍ତାରୁ ଏ କଥା ଜଣାପଡ଼ିଛି।…

କଂଗ୍ରେସ ବିଭ୍ରାନ୍ତି କରୁଛି :…

ଭୁବନେଶ୍ବର: NRC ଓ NPR ପ୍ରସଙ୍ଗରେ କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତି କରୁଛି ବୋଲି ପୃ‌ଥ୍ବୀରାଜ ହରିଚନ୍ଦନ ମନ୍ତବ୍ୟ ଦେଇଛନ୍ତି । NRC ଓ NPR ପ୍ରସଙ୍ଗ ଉପରେ ରାଜ୍ୟ ବିଜେପି ୧କୋଟି ଲୋକଙ୍କ ପାଖକୁ ଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରେ ପହଞ୍ଚିଲେ ହର୍ଷବର୍ଦ୍ଧନ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ। ଏହି ଅବସରରେ ବିମାନବନ୍ଦର ଠାରେ ରାଜ୍ୟ ବିଜେପି ପକ୍ଷରୁ ହର୍ଷବର୍ଦ୍ଧନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ହର୍ଷବର୍ଦ୍ଧନ ଆଜି ଭୁବନେଶ୍ୱର ଏମ୍ସରେ ହେବାକୁଥିବା ସ୍ୱର୍ଗତଃ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ…

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗାଡ଼ି ମନା

ଭୁବନେଶ୍ୱର: ଏଣିକି କମ୍ ବୟସ୍କ ଛାତ୍ରଛାତ୍ରୀ ସ୍କୁଲକୁ ଗାଡ଼ି ଆଣି ପାରିବେ ନାହିଁ। ଏନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ ମୋଟରଚାଳିତ ଗାଡ଼ି ନ ଚଲାଇବା ନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶନାମା…

ଅଟଳ ଭୂଜଳ ଯୋଜନା ଶୁଭାରମ୍ଭ

ନୂଆଦିଲ୍ଲୀ: ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଜନ୍ମ ଦିବସ। ତାଙ୍କ ଜନ୍ମଦିନ ଅବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ମୂଳ ଲକ୍ଷ୍ୟ ଜଳସ୍ତର…

ରେଳ ବୋର୍ଡର ପୁନର୍ଗଠନ

ନୂଆଦିଲ୍ଲୀ: ଭାରତୀୟ ରେଳରେ ସଂସ୍କାର ଅଣିବାପାଇଁ ରେଳ ବୋର୍ଡର ପୁନର୍ଗଠନ କରାଯାଇଛି। ବୋର୍ଡର ସଦସ୍ୟ ସଂଖ୍ୟା ୮ରୁ ହ୍ରାସ କରି ୪ କରାଯାଇଛି। ଏବେ ଚାରି ଜଣ ସଦସ୍ୟ ଓ ଜଣେ ଅଧ୍ୟକ୍ଷଙ୍କ ଦ୍ବାରା ବୋର୍ଡ ପରିଚାଳିତ ହେବ। ଭିତ୍ତିଭୂମି, ରୋଲିଂ ଷ୍ଟକ୍ ଆଣ୍ଡ୍ ଟ୍ରାକ୍ସନ, ଅର୍ଥ, ପରିଚାଳନା ଓ ବ୍ୟବସାୟ…

ଶ୍ରୀକୃଷ୍ଣଙ୍କ ଭଜନ ଗାଇଲେ ଧୋନିଙ୍କ ଝିଅ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନିଙ୍କୁ ଅନେକ ଥର ଗୀତ ଗାଇବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି, ଏଥର କିନ୍ତୁ ତାଙ୍କ ଝିଅ ଜିଭା ଶ୍ରୀକୃଷ୍ଣଙ୍କ ଭଜନ ଗାଉଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓରେ ଜିଭା ଖୁବ୍‌ ସୁନ୍ଦର ଭାବେ ଭଗବାନ ଶ୍ରୀକୃଷ୍ଣଙ୍କ ଭଜନ…

ବଢ଼ିବାରେ ଲାଗିଛି ଡିଜେଲ୍‌ ଦର

ଭୁବନେଶ୍ବର: ଦେଶରେ ଏବେ ଆଳୁ, ପିଆଜ ଏବଂ ଖାଇବା ତେଲ ଦାମ୍ ବଢ଼ୁଥିବାବେଳେ ଡିଜେଲ ଦର ବୃଦ୍ଧିର ଏବେ ସବୁ ଜନିଷର ଦରଦାମ ଉପରେ ଆହୁରି ପ୍ରଭାବ ପକାଇବ।ଗତ ୬ ଦିନ ହେଲାଣି ଦେଶରେ ଡିଜେଲ ଦର ଲଗାତାର ବଢ଼ୁଛି। ଗତ ୧୮ ତାରିଖରେ ଭୁବନେଶ୍ବରରେ ଲିଟର ପିଛା ଡିଜେଲ ଦର ୭୦ ଟଙ୍କା ୮୮ ପଇସା ଥିଲା ବେଳେ ୧୯ ତାରିଖ…

ଆଜି ପବିତ୍ର ବଡଦିନ ଆଲୋକମାଳାରେ ଝଲସୁଛି…

ଭୁବନେଶ୍ବର: ଆଜି ହେଉଛି ପବିତ୍ର ବଡଦିନ । ଆଜି ଦିନରେ ଧରାପୃଷ୍ଟକୁ ଅବତରଣ କରିଥିଲେ ପ୍ରଭୁ ଯୀଶୁ। ପ୍ରଭୁ ଯିଶୁଙ୍କ ଆଗମନକୁ ନେଇ ରଙ୍ଗ ବିରଙ୍ଗ ଆଲୋକ ମାଳରେ ସଜେଇ ହୋଇଛି ଚର୍ଚ୍ଚ ଏବଂ ଯୀଶୁଙ୍କ ନିର୍ମିତ ଏନ୍ତୁଡ଼ିଶାଳ। ବଡଦିନ ପାଇଁ ସବୁ ଚର୍ଚ୍ଚରେ ଖଚାଖଚ ଭିଡ ଜମୁଛି। ମଧ୍ୟରାତ୍ରିରେ ପ୍ରଭୁ ଯିଶୁ ଜନ୍ମ…

ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର

ପୁରୀ: ଆସନ୍ତା କାଲି ସୂର୍ଯ୍ୟୋପରାଗ ପାଇଁ ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର। ରାତିସାରା ଦର୍ଶନ ଦେବେ ମହାପ୍ରଭୁ। ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। କାଲି ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ ଏଥିପାଇଁ ଆଜି ରାତି…