Odisha Link
Bridging the Missing Links in Odisha

୨୦୨୦ ବର୍ଷ ପାଇଁ ଛୁଟି ତାଲିକା ପ୍ରକାଶ…

ଭୁବନେଶ୍ବର: ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୨୦୨୦ ବର୍ଷ ପାଇଁ ଛୁଟି ତାଲିକା ପ୍ରକାଶ। ୨୦୨୦ରେ ମେ’ ୬ରୁ ତାରିଖରୁ ଗ୍ରୀଷ୍ମ ଛୁଟି ଦିଆଯିବ। ବିଗତ ବର୍ଷଗୁଡ଼ିକରେ ମେ’ ୨ ତାରିଖରୁ ଗ୍ରୀଷ୍ମ ଛୁଟି ଦିଆଯାଉଥିବା ବେଳେ ୨୦୨୦ ବର୍ଷରେ ମେ ୬ ରୁ ଜୁନ୍‌ ୧୮ ଯାଏ ଗ୍ରୀଷ୍ମ ଛୁଟି ଦିଆଯିବ। । ମୋଟ ଉପରେ ଏ…

ଖଣ୍ଡପଡ଼ାରେ ୧୮୫ତମ ପଠାଣି ସାମନ୍ତ ଜୟନ୍ତୀ

ନୟାଗଡ଼: ବିଶ୍ବବିଖ୍ୟାତ ଜ୍ୟୋତିର୍ବିଦ୍‌, ଗଣିତଜ୍ଞ, ପଣ୍ଡିତ ସାମନ୍ତ ଚନ୍ଦ୍ରଶେଖରଙ୍କ ୧୮୫ ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଖଣ୍ଡପଡ଼ା ସ୍ଥିତ ସାମନ୍ତ ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ମନ୍ଦିର ଓ ପାଠାଗାର ପରିସରରେ ଆଜି ଅପରାହ୍ଣରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଓଡ଼ିଶା ସରକାରଙ୍କ ଇଲେକ୍‌ଟ୍ରନିକ୍ସ ଓ…

ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି…

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ଏମ୍ସରେ ସ୍ୱର୍ଗତଃ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟକ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବ। ଏଥିସହ ଚିକିତ୍ସା ବ୍ୟବସ୍ଥାକୁ ପ୍ରସାରିତ କରିବା ପାଇଁ କେତେକ ନୂତନ ବ୍ୟବସ୍ଥାର ମଧ୍ୟ ଉଦଘାଟନ କରାଯିବ। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ…

ଡାକ୍ତର ସାଜିଲେ ଦେବଦୂତ

ମାଲକାନଗିରି: ଡାକ୍ତର ସାଜିଲେ ଦେବଦୂତ। ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଟ୍ୟୁମର ଅପରେସନ କରି ଜଣେ ଡାକ୍ତର ଏବେ ଚର୍ଚ୍ଚାରେ। ଟ୍ୟୁମର ଅପରେସନ ସଫଳ ହେବା ସହ ବଞ୍ଚିଯାଇଛି ଜଣେ ଗରିବ ଆଦିବାସୀ ଯୁବତୀଙ୍କ ଜୀବନ। ଅତ୍ୟାବଶ୍ୟକୀୟ ଯନ୍ତ୍ରପାତି ଓ ଆନୁସଙ୍ଗିକ ବ୍ୟବସ୍ଥା ନ ଥିଲେ ବି ନିଜ ଉଦ୍ୟମରେ…

ବକେୟା ଦରମା ପାଇଁ ବେସାମରିକ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ପାଇଲଟ୍‌ ଓ କମାଣ୍ଡରମାନଙ୍କର ବାକି ଥିବା ଦରମା ପାଇଁ ଇଣ୍ଡିଆନ୍‌ କମର୍ସିଆଲ୍‌ ପାଇଲଟସ ଆସୋସିଏସନ(ଆଇସିପିଏ) ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଏକ ଚିଠି ଲେଖାଯାଇଛି। ଗତ ଦୁଇ/ତିନି ବର୍ଷ ହେଲା ସେମାନଙ୍କୁ ଉଡାଣ ଭତ୍ତା ଓ ଦରମା ଠିକ ସମୟରେ…

ଛାତ୍ର କଂଗ୍ରେସର ସିଏଏକୁ ବିରୋଧ

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ତେଜିବାରେ ଲାଗିଛି। କେଉଁଠି ପୋଡା ଜଳା ହେଉଛି ତ ପୁଣି କେଉଠି ପୋଲିସ ସହିତ ବିକ୍ଷୋପ କାରି ମାନଙ୍କର ଖଣ୍ଡ ଯୁଦ୍ଧ ହେଉଛି। ଠିକ୍‌ ସେମିତି ପ୍ରଭାବ ପଡିଛି ଓଡ଼ିଶା ଉପରେ । ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ କୁଷ…

ଏଥର ଦେଖିବାକୁ ମିଳିବ ବିରଳ…

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୨୬ ତାରିଖରେ ବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଥିବାକୁ ମିଳିବ। ଏଥର ସୂର୍ଯ୍ୟୋପରାଗରେ ଦେଖିବାକୁ ମିଳିବ ବିରଳ ମହାଜଗତିକ ଦୃଶ୍ୟ । ଏହି ପରାଗ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ସୂର୍ଯ୍ୟୋପରାଗ ଆଂଶିକ…

ହାଇକୋର୍ଟରେ ହାଜର ହେଲେ ଏଏସଆଇ ଡିଜି

ଭୁବନେଶ୍ୱର: ଆଜି ହାଇକୋର୍ଟରେ କୋଣାର୍କ ଓ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାର ଶୁଣାଣି ହୋଇଥିଲା। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଏହି ଶୁଣାଣି ସମୟରେ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ମହାନିର୍ଦ୍ଦେଶକ ହାଜର ହୋଇଥିଲେ। ୪ ମାସ ମଧ୍ୟରେ ନାଟ ମଣ୍ଡପ ମରାମତି କାମ ଶେଷ…

କ୍ବିଆର୍‌ସାମ୍‌ ମିସାଇଲର ସଫଳ ପରୀକ୍ଷଣ

ଚାନ୍ଦିପୁର: ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିର ୩ ନମ୍ବର ଲଞ୍ଚ ପ୍ୟାଡରୁ କ୍ୟୁଆରସାମ୍‌(କ୍ବିକ୍‌ ରିଆକ୍ସନ୍‌ ସରଫେସ୍‌ ଟୁ ଏୟାର) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଆଜି ସକାଳ ୧୧ଟା ୪୯ମିନିଟ୍‌ରେ ଏହି ପରୀକ୍ଷଣ ହୋଇଥିଲା। ଏହି କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ।…

ଶ୍ରେଷ୍ଠ ଅଭିନେତା ଭାବେ ଆୟୁଷ୍ମାନ ଓ…

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ଚଳଚିତ୍ର ପୁରସ୍କାର ଉତ୍ସବରେ ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଯୋଗ ଦେଇ ଆୟୁଷ୍ମାନ ଖୁରାନା ଓ ଭିକି କୌଶଲଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ପ୍ରଦାନ କରିଛନ୍ତି। ଗୁଜରାଟୀ ଚଳଚ୍ଚିତ୍ର ‘ହେଲାରୋ’କୁ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯାଇଛି ।…