Odisha Link
Bridging the Missing Links in Odisha

ରାଜ୍ୟରେ ବଢୁଛି ଏଲ୍‌ପିଜି ବଟଲିଂ…

ଭୁବନେଶ୍ବର : ରାଜ୍ୟରେ ବଢୁଛି ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ୍‌ ସଂଖ୍ୟା। ଆସନ୍ତା ୨୭ ତାରିଖରେ ବଲାଙ୍ଗୀର ଠାରେ ବିପିସିଏଲ୍‌ର ଏକ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ୍ ଉଦଘାଟନ ହେବାକୁ ଯାଉଛି ଫଳରେ ରାଜ୍ୟରେ ବଟଲିଂ ପ୍ଲାଣ୍ଟ ସଂଖ୍ୟା ୫କୁ ବୃଦ୍ଧି ପାଇବ। ଏଥିସହିତ ଆଗାମୀ ଦିନରେ ତୈଳ ବିପଣନ କମ୍ପାନି ଗୁଡ଼ିକ…

ମାମଲାର ଚାର୍ଜସିଟ୍‌ ଦାଖଲ କରିପାରୁନି…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଥାନାରେ ‘ମୋ ସରକାର’ ଯୋଜନାର ମୁଖ୍ୟ ଲକ୍ଷ୍ୟ ଅଭିଯୋଗକାରୀ ଯେପରି ହଇରାଣ ଥାନାରେ ହେବେନାହିଁ ହେଲେ ପୋଲିସ କିନ୍ତୁ ରୁଜୁ ହୋଇଥିବା ମାମଲାର ଚାର୍ଜସିଟ୍‌ ଦାଖଲ କରିବାରେ ଅସମର୍ଥ। ଯେଉଁ ଥାନାରୁ ଏହି ଯୋଜନା ଆରମ୍ଭ ହୋଇଥିଲା ସେହି ଥାନାରେ ୪ ବର୍ଷ ହେଲା ଦେଢ଼ ହଜାର…

ଜାତୀୟ ରାଜପଥରେ ହାତୀ

କଟକ : ଆଜି ୫୫ ନମ୍ବର ଜାତୀୟ ରାଜପଥ ଗୋପାଳପୁର ଛକରେ ୨ଟି ହାତୀ ରାସ୍ତା ଉପରେ ବୁଲୁଥିଲେ। ୨ ହାତୀଙ୍କ ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପଟେ ଗାଡ଼ି ଅଟକି ରହିବାରୁ ଯାତ୍ରୀମାନେ ହଇରାଣର ସମ୍ମୁଖୀନ ହୋଇଛନ୍ତି ବୋଲି ସୂଚନା ମିଳିଛି। ଖବର ପାଇ ବନବିଭାଗ କର୍ମଚାରୀ ଓ ପୁଲିସ…

ଚର୍ଚ୍ଚରେ ୧୭୫ ଶିଶୁଙ୍କୁ ଯୌନ ଶୋଷଣ!

ମେକ୍ସିକୋସିଟି : ଚର୍ଚ୍ଚରେ ଶିଶୁଙ୍କୁ ପାଦ୍ରୀଙ୍କ ଯୌନ ଶୋଷଣ ଘଟଣା ଏବେ ସାମ୍ନାକୁ ଆସିଛି। ମେକ୍ସିକୋର ରୋମାନ୍‌ କ୍ୟାଥ୍‌ଲିକ ଚର୍ଚ୍ଚରେ ୧୭୫ ଜଣ ଶିଶୁଙ୍କୁ ଯୌନ ନିର୍ଯା‌ତନା ଦିଆଯାଉଥିଲା। ଲିଜିଓନାରିଜ୍‌ ଅଫ୍‌ ଖ୍ରୀଷ୍ଟ ଚର୍ଚ୍ଚର ପ୍ରତିଷ୍ଠାତା ମାର୍ସିଆଲ୍‌ ମେସିଲ୍‌ ତାଙ୍କ ମୃତ୍ୟୁ ପୂର୍ବରୁ…

ଦିନକ ପରେ ବଡ ଦିନ, ସବୁଆଡେ ଉତ୍ସବର…

ଭୁବନେଶ୍ୱର: ଆଉ ଦିନକ ପରେ ପବିତ୍ର ବଡଦିନ। ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଯୀଶୁ। ସେଥିପାଇଁ ଏବେ ଠାରୁ ଚଳଚଞ୍ଚଳ ହୋଇ ପଡିଛି ଗୀର୍ଜାଘରଗୁଡିକ। ସୁନ୍ଦର ଆଲୋକମାଳାରେ ଝଲସୁଛି ଚର୍ଚ୍ଚ ଗୁଡିକ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବଡଦିନରେ ପ୍ରଭୁ ଯୀଶୁଙ୍କ ସ୍ବାଗତ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର…

ଶ୍ରୀଲିଙ୍ଗରାଜ ମନ୍ଦିର ସାମ୍ନା ରାସ୍ତା ଓ…

ଭୁବନେଶ୍ୱର : ଶ୍ରୀ ଲିଙ୍ଗରାଜ ମନ୍ଦିର ସାମ୍ନା ରାସ୍ତା ସହ ମନ୍ଦିର ସମ୍ମୁଖ ଗାଡ଼ି ପାର୍କିଂ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ପୁରୁଣା ଭୁବନେଶ୍ବରକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଗାଡ଼ି ନୂଆ ମାର୍କେଟ ନିକଟରେ ପାର୍କିଂ କରାଯିବ। ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି…

ଆମେରିକା ସାଂସଦଙ୍କ ୩୭୦ ଧାରା ଉଚ୍ଛେଦକୁ…

ୱାଶିଂଟନ : ଆମେରିକାର ଜଣେ ସାଂସଦ ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ନେଇ ସମର୍ଥନ କରିଛନ୍ତି। ଏହା ଦ୍ବାରା ଜମ୍ମୁ-କାଶ୍ମୀରର ଆର୍ଥିକ ଅଭିବୃଦ୍ଧି ହେବା ସହିତ ଦୁର୍ନିତୀ, ଭ୍ରଷ୍ଟାଚାର ଇତ୍ୟାଦିରେ ଆକୁଂଶ ଲାଗି ପାରିବ ବୋଲି ସେ କହିଛନ୍ତି। ଦକ୍ଷିଣ କ୍ୟାରୋଲିନାର ରିପବ୍ଲିକାନର ଏହି ସାଂସଦ ଭାରତର…

ଭାରତ-ଚୀନ ସୀମା ବିବାଦକୁ ନେଇ ଆଲୋଚନା

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଦୁଇଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହୋଉଛି। ଆଜି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଇ ଏ ସଂପର୍କରେ ଆଲୋଚନା କରିଛନ୍ତି। ସୀମାରେ ଶାନ୍ତି ବଜାୟ ରଖିବାକୁ ଉଭୟ ପକ୍ଷ ରାଜି…

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳୁଛି ବୋଲି ତାଙ୍କ ବ୍ୟକ୍ତିଗତ ସଚିବ ଗୌରବ ଆରୋରା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ପୁଲିସକୁ ଏକ ପତ୍ର ଲେଖି ଗୌତମ କହିଛନ୍ତି ଯେ ଗତ କିଛି ଦିନ ଧରି ଏକ ଅନ୍ତର୍ଜାତୀୟ ନମ୍ବରରୁ ତାଙ୍କୁ…

ସ୍କୁଲ ସୂଚନା ଫଳକ ଖସି ଛାତ୍ର ଗୁରୁତର

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ସୋମପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଛାତରୁ ସିମେଣ୍ଟ ସୂଚନା ଫଳକ ଖସି ଜଣେ ଛାତ୍ର ଗୁରୁତ୍ବର ଆହତ ହୋଇଛନ୍ତି। ଛାତ୍ରଙ୍କ ନାଁ ବିସ୍ମୟ ମାଝୀ। ସେ ଅଷ୍ଟମ ଶ୍ରେଣୀର ଛାତ୍ର। ଆଜି ସକାଳେ ବିସ୍ମୟ ସ୍କୁଲ ଛାତ ଉପରେ ଚଢ଼ି ଝାଡ଼ୁ କରୁଥିଲେ।…