Odisha Link
Bridging the Missing Links in Odisha

ପୁଲିସକର୍ମୀଙ୍କ ଜୋତା ସଫା କରି ଚୁମ୍ବନ…

ହାଇଦ୍ରାବାଦ୍: ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ସାଂସଦଙ୍କ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହୋଇଛି। ୱାଇଏସଆର କଂଗ୍ରେସର ସାଂସଦ ଗୋରନ୍ତଲା ମାଧବ ଜଣେ ସହିଦ ପୁଲିସ କର୍ମଚାରୀଙ୍କ ଜୋତାକୁ ସଫା କରିବା ସହ ଚୁମ୍ବନ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଏବେ…

ଆର ପାରିରେ କଂଗ୍ରେସ ବିଧାୟକ ବନୱାରୀ ଲାଲ

ଭୋପାଲ: ମଧ୍ୟପ୍ରଦେଶ ମୋରେନାର କଂଗ୍ରେସ ବିଧାୟକ ବନୱାରୀ ଲାଲ ଶର୍ମାଙ୍କର ଆଜି ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ। ମଧ୍ୟପ୍ରଦେଶର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ବନୱାରୀ ଲାଲ ତାଙ୍କ ପତ୍ନୀ, ୨ ପୁଅ ଓ ଝିଅ…

କର୍ମକ୍ଷେତ୍ରରେ ନିର୍ଯାତନାକୁ ନେଇ…

ମୁମ୍ବାଇ: କର୍ମକ୍ଷେତ୍ରରେ ଶୋଷଣ ଘଟଣା ବହୁତ କଷ୍ଟ ଦେଇଥାଏ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଏସବୁକୁ ନେଇ ଚୁପ୍‌ ରହିବା ବରଂ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ଏଭଳି କିଛି କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ। ଏନେଇ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ମଧ୍ୟ ପୋଷ୍ଟ…

‘ପଙ୍ଗା’ର ନୂଆ ପୋଷ୍ଟର ରିଲିଜ୍

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ୍‍ଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ପଙ୍ଗା’ର ନୂଆ ପୋଷ୍ଟର ଆଜି ସାମ୍ନାକୁ ଆସିଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିବା ସହ ଚଳଚ୍ଚିତ୍ର ସମ୍ବନ୍ଧୀୟ ଜରୁରୀ ସୂଚନା ପ୍ରଦାନ କରିଛନ୍ତି। ପୋଷ୍ଟରରେ କଙ୍ଗନା ଏକ ଛୋଟ ପିଲା,…

‘ଶିକାରା’ରେ ଦେଖିବାକୁ ମିଳିବ କଶ୍ମୀର…

ମୁମ୍ବଇ: ପ୍ରଯୋଜକ ତଥା ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଆଗାମୀ ଚଳଚ୍ଚିତ୍ର ‘ଶିକାରା’ର ମୋଶନ ପୋଷ୍ଟର ଏବେ ସାମ୍ନାକୁ ଆସିଛି। ଏହି ଚଳଚ୍ଚିତ୍ର କଶ୍ମୀରୀ ପଣ୍ଡିତମାନଙ୍କ କଷ୍ଟ ଭରା କାହାଣୀ ଉପରେ ଆଧାରିତ। ଏହି ପୋଷ୍ଟର ମାଧ୍ୟମରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍‍ ତାରିଖ ମଧ୍ୟ ଘୋଷଣା କରାଯାଇଛି।…

POKକୁ ହଟାଇ ଚର୍ଚ୍ଚାରେ ଆସିଲେ ଶଶି…

ଥିରୁଅନନ୍ତପୁରମ୍‌: ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ପାଇଁ ମହଙ୍ଗା ପଡ଼ିଛି। କେରଳର କୋଝିକୋଡରେ ହେବାକୁ ଥିବା ପ୍ରଦର୍ଶନକୁ ନେଇ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ପାକ୍‌ ଅଧିକୃତ କାଶ୍ମୀର(POK) ଭାରତର ଏକ ଅଙ୍ଗ…

ଆସନ୍ତା ମାର୍ଚ୍ଚ-ଏପ୍ରିଲ୍‌ରେ ହେବ…

ନୂଆଦିଲ୍ଲୀ: ୨୦୨୦ ମାର୍ଚ୍ଚ-ଏପ୍ରିଲ୍‌ରେ ହେବ ସ୍ପେକ୍ଟ୍ରମ ନିଲାମ। ଏଥିପାଇଁ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଯେଉଁ ପ୍ରସ୍ତାବ ଦେଇଥିବା ବେଳେ ଟେଲିକମ୍ ବିଭାଗ ଅନୁମୋଦନ ପ୍ରଦାନ କରିଛି। ସ୍ପେକ୍ଟ୍ରମ ନିଲାମରୁ ୫ ଲକ୍ଷ ୨୨ ହଜାର ୮୫୦ କୋଟି ଟଙ୍କା ମିଳିବ ବୋଲି ଆଶା ରଖାଯାଇଛି।…

ସାହାଯ୍ୟ କଲାବେଳେ ଜୀବନ ଗଲା

ଜଳେଶ୍ୱର : ଏମିତି ବି ମୃତ୍ୟୁ ଆସେ। ସ୍କୁଲର ବାର୍ଷିକ ଉତ୍ସବ ନିମନ୍ତ୍ରଣପତ୍ର ବାଣ୍ଟବାକୁ ଯାଉଥିବା ବେଳେ ବାଟରେ ଇଟା ବୋଝେଇ ଗାଡି ଓଲଟି ପଡ଼ିବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ଅକାଳ ମୃତ୍ୟୁ ଘଟିଛି। ଗତକାଲି ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ଜଳେଶ୍ବର ଟାଉନ୍‌ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର…

ମହାତ୍ମାଗାନ୍ଧୀ ମାର୍ଗରେ ହେବ…

ଭୁବନେଶ୍ୱର : ଆସନ୍ତା ବର୍ଷର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ ହେବ। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଯୋଗଦେଇ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପାଖାପାଖି ୧୦ଟି ବିଭାଗର ଆକର୍ଷଣୀୟ ପ୍ରଜ୍ଞାପନ…

ବାରବାଟୀ ମ୍ୟାଚ୍‌ ପାଇଁ ‘ମୋ ବସ୍‌’ର…

ଭୁବନେଶ୍ବର : କାଲି କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଆଖିରେ ରଖି କ୍ରିକେଟ୍‌ ପ୍ରେମୀମାନଙ୍କ ପାଇଁ କ୍ରୁଟ୍‌ ପକ୍ଷରୁ ଆୟୋଜନ କରାଯାଉଛି ସ୍ବତନ୍ତ୍ର ମୋ’ ବସ୍‌ ସେବା। ଏହି ମୋ’ ବସ୍‌ ସେବା…