Odisha Link
Bridging the Missing Links in Odisha

ସିଏଏକୁ ବିରୋଧ କରି ବିହାର ବନ୍ଦ

ପାଟନା: ଅଣ ମୁସଲିମମାନଙ୍କୁ ଭାରତର ନାଗରିକତା ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଆଜି ଆରଜେଡି ପକ୍ଷରୁ ବିହାର ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ସାଧାରଣ ଲୋକ ମଧ୍ୟ ସମର୍ଥନ କରିଛନ୍ତି। ପାଟନାଠାରୁ ଆରମ୍ଭ କରି ଭାଗଲପୁର, ବେଗୁସରାଇ ଓ…

ପିଆଜ ପରେ ଆଳୁ ବେପାରୀଙ୍କ କଳାବଜାରୀ

ଭୁବନେଶ୍ବର: ପିଆଜ ପରେ ଏବେ ଆଳୁ ସଂଙ୍କଟ। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହ୍ରାସ ପାଇନାହିଁ ହେଲେ ବେପାରୀଙ୍କ କଳାବଜାରୀ ଯୋଗୁଁ ଆଳୁ ଦର ବୃଦ୍ଧି ପାଇଛି। ପାଇକାରୀ ଦର କ୍ବିଣ୍ଟାଲ୍‌ ପିଛା ୧୮ଶହରୁ ୧୯ଶହ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ କିଲୋ ପିଛା ୨୫ଟଙ୍କାରେ ଆଳୁ ବିକ୍ରି ହେଉଛି। ଏହି ବର୍ଧିତ ଦର…

ପରଦାକୁ ଆସିଲା ସଲମାନ ଖାନ୍‌ଙ୍କ ଅଭିନୀତ…

ମୁମ୍ବାଇ: ଆଜି ମୁକ୍ତିଲାଭ କରିଛି ଏ ବର୍ଷର ବହୁ ପ୍ରତୀକ୍ଷିତ ସିନେମା ‘ଦବଙ୍ଗ-୩’। ଏଥିରେ ଦର୍ଶକ ପୁଣି ଥରେ ସଲମାନ ଖାନ୍‌ଙ୍କୁ ଦେଖିବାକୁ ପାଇବେ ଚୁଲବୁଲ ପାଣ୍ଡେ ଚରିତ୍ରରେ। ‘ଦବଙ୍ଗ-୩’ରେ ସଲମାନଙ୍କ ସହ ସୋନାକ୍ଷୀ ସିହ୍ନା, ସାଇ ମଞ୍ଜରେକର୍, ଅରବାଜ୍ ଖାନ୍ ଓ ସୁଦୀପ ମୁଖ୍ୟ ଭୂମିକାରେ ଅଛନ୍ତି।…

ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତୀୟ ସେନାର…

ଜାମ୍ମୁ: ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖାର କୃଷ୍ଣା ଘାଟି ଏବଂ ମନକୋଟ ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ଆକ୍ରମଣ ହୋଇଥିଲା। ଏହାର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନା ପକ୍ଷରୁ ପ୍ରତିଆକ୍ରମଣ କରାଯାଇଥିଲା ଏଥିରେ ତତ୍ତାପାନୀ ଏବଂ କୁପୱାଡ଼ା ସେକ୍ଟରରେ ଥିବା…

ମୋଦୀଙ୍କୁ ପାକ୍‌ ଆତଙ୍କବାଦୀଙ୍କ ଟାର୍ଗେଟ…

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ରାମଲୀଳା ମଇଦାନରେ ହେବାକୁ ଥିବା ଏକ ବିଶାଳ ରାଲିରେ ଆତଙ୍କବାଦୀମାନେ ମୋଦୀଙ୍କୁ ଟାର୍ଗେଟ କରିପାରନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଛି। ଏ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ରହିଥିବା ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ(ଏସପିଜି) ଏବଂ ଦିଲ୍ଲୀ…

ବଲିଉଡ୍‌ ଷ୍ଟାର୍‌ଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ: ଲୋକପ୍ରିୟ ମାଗାଜିନ୍ ଫୋର୍ବସ ପ୍ରକାଶ କରିଛି ଭାରତର ସେଲେବ୍ରିଟିଙ୍କ ତାଲିକା। ଏହି ତାଲିକା ମୁତାବକ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଖିଲାଡି ଷ୍ଟାର ଅକ୍ଷୟ କୁମାର ଦୁଇ ନମ୍ବର ସ୍ଥାନରେ ଅଛନ୍ତି। ୨୦୧୬ରୁ ତାଲିକାର ଶୀର୍ଷରେ ବଲିଉଡ୍‌…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଅନ୍ତିମ…

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ ୧୬ଟି ଆସନ ପାଇଁ ମତଦାନ ଚାଲିଛି। ଏସବୁ ଆସନ ପାଇଁ ମୋଟ ୨୩୭ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ମୋଟ ୪୦ ଲକ୍ଷ ୫ ହଜାର ୨୦୦ ଭୋଟର ଏଡି ଭାଗ୍ୟ ନିର୍ଦ୍ଧାରଣ କରି​‌ବେ। ଏହି…

ପିଆଜ ପରେ ଦୁଗ୍ଧ, ଡାଲି ଓ ଚିନି ଦର ବଢିବ…

ମୁମ୍ବାଇ: ଦେଶ ସାରା ପିଆଜ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ଚନ୍ତିତ ଥିଲା ବେଳେ ଏବେ ଦୁଗ୍ଧ, ଡାଲି ଏବଂ ଚିନି ଭଳି ସାମଗ୍ରୀର ଦାମ୍ ଅଧିକ ରହିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ତାଙ୍କ ଟିମ୍‌ ଏହି ଖାଦ୍ୟ ଦରବୃଦ୍ଧିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ପିଆଜ ଚିନ୍ତା ରିଜର୍ଭ…

ଭିଜିଲାନ୍ସ ଜାଲରେ ଏନଏସିର ସହକାରୀ…

ସମ୍ବଲପୁର : ସମ୍ବଲପୁର ଜିଲା କୁଚିଣ୍ଡାରେ ଏନଏସିର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଏହି ଚଢାଉ କରିଛି। କୁଚିଣ୍ଡାରେ ଥିବା ୨ଟି ଘରେ ଏବଂ ଘୋଷା ସ୍ଥିତ ଗୋଟିଏ ଘରେ ଭିଜିଲାନ୍ସ ଚଢାଉ କରିଛି।…

ନିର୍ଭୟା ଦୋଷୀ ପବନର ନାବାଳକ ଦାବି ଆବେଦନ…

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପବନ ଗୁପ୍ତାର ନାବାଳକ ଦାବି ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ଆବେଦନରେ ପବନ ଦର୍ଶାଇଥିଲା ଯେ ୨୦୧୨, ଡିସେମ୍ବରରେ ଏହି ଅପରାଧ ଘଟାଇବାବେଳେ ସେ ନାବାଳକ ଥିଲେ, ଏଣୁ ତାକୁ ଛାଡ଼ କରାଯାଉ। ପୂର୍ବରୁ ହାଇକୋର୍ଟ ଏହି…