Odisha Link
Bridging the Missing Links in Odisha

କେମିତି ବର୍ଷକରେ ୟୁଟ୍ୟୁବ୍‌ରୁ ୨.୬ କୋଟି…

ନ୍ୟୁୟର୍କ: ୨୦୧୯ରେ ୟୁଟ୍ୟୁବ୍‌ ଜରିଆରେ ୨.୬ କୋଟି ଟଙ୍କା ଆୟ କରିଛନ୍ତି ୮ ବର୍ଷିୟ ରିୟାନ୍‌। ସେ ୟୁଟ୍ୟୁବ୍‌ ପ୍ଲାଟ୍‌ଫର୍ମର ସର୍ବାଧିକ ଉପାର୍ଜ୍ଜନକାରୀ ବୋଲି ଜଣା ପଡିଛି। କାଜି ନାମରେ ପରିଚିତ ରିୟାନ୍‌ଙ୍କ ପ୍ରକୃତ ନାଁ ହେଉଛି ରିୟାନ୍‌ ଗୁଆନ୍‌। ୨୨ ନିୟୁତ ଡଲାର ଉପାର୍ଜ୍ଜନ କରି ୨୦୧୮ ବର୍ଷରେ ବି…

ଛାତ୍ରଛାତ୍ରୀଙ୍କୁ ଅନ୍ତରୀଣ ସୁରକ୍ଷା…

ନୂଆଦିଲ୍ଲୀ : ନାଗରିକତା ଆଇନ ପ୍ରସଙ୍ଗରେ ହିଂସାତ୍ମକ ଆନ୍ଦୋଳନ କରିଥିବା ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୌଣସି ଅନ୍ତରୀଣ ସୁରକ୍ଷା ଦେବାକୁ ମନାକରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନର ବିଚାର…

ସିଏଏ ରହିତାଦେଶ ଉପରେ ସୁପ୍ରିମ୍‌…

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମ କୋର୍ଟ। ଏହି ଆଇନକୁ ଚାଲେଞ୍ଜ କରି ଦାଖଲ ହୋଇଥିବା ୫୯ଟି ପିଟିସନ ଉପରେ ଜବାବ ଦେବାଲାଗି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମ କୋର୍ଟ। ମାମଲାର ପରବର୍ତୀ ଶୁଣାଣି ଜାନୁଆରୀ ୨୨…

ନାଗରିକତା ଆଇନ ପ୍ରତିବାଦକୁ ରୋକିବା ପାଇଁ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂତନ ନାଗରିକତା ଆଇନ ବିରୋଧରେ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ ଏହାକୁ ଦମନ କରିବା ପାଇଁ ଦିଲ୍ଲୀର କେତେକ ଅଞ୍ଚଳରେ ଭଏସ୍‌ ଡାଟା ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖିବାକୁ ମୋବାଇଲ୍‌ ଫୋନ୍‌ ଅପରେଟର୍‌ମାନଙ୍କୁ ସରକାର କହିଛନ୍ତି। ସକାଳ ୯ଟାରୁ ଦିନ ୧ଟା…

ଟ୍ରମ୍ପ୍‍ଙ୍କ ବିରୋଧରେ କ୍ଷମତା…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ଙ୍କ ବିରୋଧରେ ଆମେରିକା ହାଉସ୍‍ ଅଫ୍‍ ରିପ୍ରେଜେଣ୍ଟେଟିଭ୍‍ସ୍ ଦୁଇଟିକିଆ ମହାଅଭିଯୋଗ ପ୍ରସ୍ତାବରେ ସମର୍ଥନ ଭୋଟ ଦେଇଛି। କଂଗ୍ରେସ ନିଷ୍ପତ୍ତିର ବିରୋଧାଚରଣ ଏବଂ କ୍ଷମତାର ଅପବ୍ୟବହାର ନେଇ ରାଷ୍ଟ୍ରପତି ଟ୍ରମ୍ପ୍‍ଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ…

‘ପିନାକ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ୪୦ କି.ମି. ଲକ୍ଷ୍ୟଭେଦ କରି ପାରୁଥିବା ବହୁମୁଖୀ ରକେଟ୍‍ ଲଞ୍ଚର ‘ପିନାକ’ର ଆଜି ଦିନ ୧୨ଟାରେ ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ଆଜିର ବ୍ୟାବହାରିକ ପରୀକ୍ଷଣରେ ଏକ ଟ୍ରକ୍‍ରୁ ଏକା ଥରକେ ୧୨ଟି ରକେଟ୍‍ ଛଡ଼ା ଯାଇଥିଲା। ୧ କିଲୋଗ୍ରାମ ୨୫୦ ଗ୍ରାମ୍‍ ଓଜନର ବିସ୍ଫୋରକ ବହନ କରି ମାତ୍ର ୪୪…

ଟ୍ରିବ୍ୟୁନାଲ୍‌ ରାୟକୁ ଚ୍ୟାଲେଞ୍ଜ୍‌…

ନୂଆଦିଲ୍ଲୀ : ଜାତୀୟ କଂପାନି ଲ’ ଆପିଲିଟ୍‌ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଏଟି) ରାୟ ପରେ ଟାଟା ଗ୍ରୁପ୍‌କୁ ଲାଗିଛି ଏକ ବଡ ଝଟକା । ୨୦୧୬ ଅକ୍ଟୋବରରେ କାରଣ ନଦର୍ଶାଇ ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ବିଦା କରାଯାଇଥିଲା। ସେହି ପଦରେ ପୁନର୍ବାର ସାଇରସ୍‌…

ଆଜିଠୁ ଦୁଇ ଦିନିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର: ବିଭିନ୍ନ ଦାବିକୁ ନେଇ ଵଲାଙ୍ଗିର ଆକ୍ସନ କମିଟି ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ବଲାଙ୍ଗିର ବନ୍ଦ ଡାକରା ଦେଇଛି। ଫଳରେ ଆଜି ସକାଳୁ ଆନ୍ଦୋଳନକାରୀମାନେ ପିକେଟିଂ ଆରମ୍ଭ କରି ଦେଇଛନ୍ତି। ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ , ବୀମା ଓ ବ୍ୟାଙ୍କ ବନ୍ଦ କରିବା ପାଇଁ ଆକ୍ସନ କମିଟି…

ଆଜି ନିର୍ଭୟା ମାମଲାର ପୁନର୍ବିଚାର…

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ। ଏହି ଶୁଣାଣି ଗତକାଲି ହେବାକୁ ଥିଲେ ମଧ୍ୟ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡ଼େ ଏଥିପାଇଁ ଗଠିତ ବେଞ୍ଚରୁ ନିଜକୁ ପ୍ରତ୍ୟାହାର କରିବା ପରେ ଏକ ନୂଆ…

ନିର୍ଭୟା ଶୁଣାଣିରେ ଟ୍ୱିଷ୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଛି ଏକ ଜବରଦସ୍ତ ଟ୍ୱିଷ୍ଟ। ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ କୁମାର ସିଂହ ଠାକୁର କରିଥିବା ରିଭ୍ୟୁ ପିଟିସନର ଶୁଣାଣିରୁ ହଠାତ୍‌ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେ ଓହରି ଯାଇଛନ୍ତି। ଫଳରେ ଏବେ ଅକ୍ଷୟର ରିଭ୍ୟୁ ପିଟିସନ…