Odisha Link
Bridging the Missing Links in Odisha

ରାଉରକେଲା ପାଇଁ ୬୦୦ କୋଟି

ଭୁବନେଶ୍ବର: ୨୦୧୮ ହକି ବିଶ୍ବକପ୍ ପରେ ୨୦୨୩ର ହକି ବିଶ୍ବକପ୍ ଆୟୋଜନ ଅଧିକାର ଓଡ଼ିଶାକୁ ମିଳିଛି। ଲଗାତାର ଦୁଇଥର ବିଶ୍ବକପ୍ ଆୟୋଜନ କରିଥିବା ପ୍ରଦେଶରେ ସାମିଲ ହୋଇଛି ଓଡ଼ିଶା। ୨୦୧୮ ବିଶ୍ବକପ୍ ସଂପୂର୍ଣ୍ଣ ଭାବେ ଭୁବନେଶ୍ବରରେ ଖେଳା ଯାଇଥିଲା ବେଳେ ୨୦୨୩ରେ ଖେଳାଯିବାକୁ ଥିବା ବିଶ୍ବକପ୍‌ରେ…

ଅଭିବୃଦ୍ଧି ହ୍ରାସ ହେବ ଜାଣିଥିଲା ରିଜର୍ଭ…

ମୁମ୍ବାଇ: ବର୍ଷ ଆରମ୍ଭରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଭିବୃଦ୍ଧି କମିବ ବୋଲି ଜାଣି ନେଇଥିଲା। ସମ୍ଭାବ୍ୟ ସ୍ଥିତିକୁ ମୁକାବିଲା କରିବା ପାଇଁ ବାରମ୍ବାର ସୁଧ ହାର ହ୍ରାସ କରିଥିଲା। ଏହା ସତ୍ତ୍ବେ ଅଭିବୃଦ୍ଧି‌ର ହ୍ରାସକୁ ରୋକାଯାଇପାରିନଥିଲା। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି,…

ପାଠ ପଢ଼ାଇଲେ କ୍ରୀଡ଼ା ମନ୍ତ୍ରୀ

ଦାରିଙ୍ଗବାଡି : ମୁଖ୍ୟମନ୍ତ୍ରୀଙ୍କ ୫ଟି କୁ ଗୁରୁତ୍ବ ଦେବା ସହ ବର୍ତ୍ତମାନ ମନ୍ତ୍ରୀମାନେ ବେଶ୍ ସକ୍ରିୟ ହୋଇଯାଇଛନ୍ତି ଏବଂ ତୃଣମୂଳ ସ୍ତରକୁ ଯାଇ ସ୍ଥିତିର ସମୀକ୍ଷା କରୁଛନ୍ତି। ଗତକାଲି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଅଚାନକ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ବାଳିକା…

ଜିଏସଟି କ୍ଷତିପୂରଣ ବାବଦରେ କେନ୍ଦ୍ର…

ନୂଆଦିଲ୍ଲୀ: ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଜିଏସଟି କ୍ଷତିପୂରଣ ବାବଦରେ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି ୩୫ ହଜାର କୋଟି ଟଙ୍କା। ଜିଏସଟି ପରିଷଦର ଦୁଇ ଦିନିଆ ବୈଠକ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାର ଏହି ରାଶି ପ୍ରଦାନ କରିଥିବା କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ରାଶି…

ଆଜି ସନ୍ଧ୍ୟାରେ କ୍ୟାବିନେଟ ବୈଠକ

ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ଵପୂର୍ଣ୍ଣ ବୈଠକ ମଙ୍ଗଳବାର ସନ୍ଧ୍ୟା ୫ଟା ୪୫ରେ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଉଚ୍ଚଶିକ୍ଷା, ରାଜସ୍ବ, ବିଦ୍ୟାଳୟ ଓ ଗଣଶିକ୍ଷା, ଶିଳ୍ପ ଏବଂ ଇସ୍ପାତ ଓ ଖଣି ବିଭାଗ ସମ୍ପର୍କିତ କେତେକ ପ୍ରସ୍ତାବକୁ…

ନାଲ୍‌କୋର ଅଧ୍ୟକ୍ଷ ହେଲେ ଶ୍ରୀଧର ପାତ୍ର

ଭୁବନେଶ୍ବର: ନାଲ୍‌କୋର ଅର୍ଥ ନିର୍ଦ୍ଦେଶକ ଶ୍ରୀଧର ପାତ୍ର କମ୍ପାନିର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀ ପାତ୍ରଙ୍କ ନିଯୁକ୍ତିକୁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ମଞ୍ଜୁରି ପ୍ରଦାନ କରିଛି। ସୋମବାର କାର୍ମିକ ଏବଂ ପ୍ରଶିକ୍ଷଣ…

ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ

ଚାନ୍ଦିପୁର: ଚାନ୍ଦିପୁରର କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼ରୁ ଆଜି ସକାଳ ୮.୪୫ରେ ସୁପରସୋନିକ କ୍ରୁଜ଼ ମିଜାଇଲ ବ୍ରହ୍ମୋସ ପରୀକ୍ଷା କରାଯାଇଛି। ଋଷ୍ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳ ଲଞ୍ଚରରୁ ଉତକ୍ଷେପଣ…

ଫେବୃଆରୀ ୨୨ରୁ ମାଟ୍ରିକ ପରୀକ୍ଷା

କଟକ: ଆସନ୍ତା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ-୨୦୨୦ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଏକ କାଳୀନ ହେବ। ଏଥିସହ ଚଳିତବର୍ଷ ନୂଆ…

ବିବାହ ପୂର୍ବରୁ ଯୁବତୀଙ୍କୁ ଦୁଷ୍କର୍ମ

ପିପିଲି: ପୁରୀ ଜିଲ୍ଲା ପିପିଲି ଅଂଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି। ସୂଚନା ମୁତାବକ, ସ୍ଥାନୀୟ ଗ୍ରାମର ଜଣେ ବିବାହିତ ଯୁବକ ଯୁବତୀଙ୍କ ସହ କିଛି କଥା ହେବା ବାହାନାରେ ଏକ ଘରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଯୁବତୀ ଜଣକ ଏହାର ପ୍ରତିବାଦ କରିବାରୁ ଯୁବକ ଜଣକ ତାଙ୍କ ହାତ ଗୋଡ…

ସର୍ବଭାରତୀୟ ପୁଲିସ ହକି ଚାମ୍ପିୟନସିପ୍‌…

ଭୁବନେଶ୍ଵର: ସର୍ବଭାରତୀୟ ପୁଲିସ ହକି ଚାମ୍ପିୟନଶିପ୍‌ ସୋମବାର ଠାରୁ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଓଡ଼ିଶା ପୁଲିସ ଆନୁକୂଲ୍ୟରେ ଆୟୋଜିତ ଏହି ୬୮ତମ ଚାମ୍ପିୟନସିପ୍କୁ ଡିଜିପି ଅଭୟ ଉଦ୍‌ଘାଟନ କରିଛନ୍ତି। ଚାମ୍ପିୟନସିପ୍‌ରେ ବିଭିନ୍ନ ରାଜ୍ୟ ପୁଲିସ ଏବଂ କେନ୍ଦ୍ରୀୟ ବଳରୁ…