Odisha Link
Bridging the Missing Links in Odisha

‘ଛପାକ୍‍’ ପୂର୍ବରୁ ପରଦାକୁ ଆସିବ…

ମୁମ୍ବଇ: ଏସିଡ଼୍‍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‍ଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଛପାକ୍‍’ କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହିତ। ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ୧୦ ଜାନୁଆରୀରେ ମୁକ୍ତିଲାଭ କରିବାକୁ ଥିଲା ବେଳେ ‘ଛପାକ୍‍’ ମୁକ୍ତିଲାଭର ଗୋଟିଏ ସପ୍ତାହ ପୂର୍ବରୁ ସେହିଭଳି ଏକ…

ପର୍ଯ୍ୟଟନ ବିଭାଗ ପକ୍ଷରୁ ଗାଇଡଲାଇନ

ଭୁବନେଶ୍ବର: ଏବେ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ପ୍ରବଳ ଭିଡ଼ ଜମୁଛି ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କେତେକ ସ୍ଥାନରେ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଚିହ୍ନଟ ହୋଇଥିବା ସ୍ଥାନରେ ଭୋଜିଭାତ କରି ହେବ। ହେଲେ ମଦ୍ୟପାନ କରିପାରିବେ ନାହିଁ। ନିଶାଦ୍ରବ୍ୟ ସେବନ ଉପରେ ବି କଟକଣା ଜାରି ହୋଇଛି।…

ଦିନେ ଖାଇବାକୁ ନଥିଲା ଏବେ ଲକ୍ଷପତି!

ନୂଆଦିଲ୍ଲୀ: ସାହଯ୍ୟ ମାଗିବାକୁ ତାଙ୍କ ସ୍ୱାଭିମାନ ବାଧା ଦେଇଥିଲା କିନ୍ତୁ ପାଖରେ ଖାଇବା ପାଇଁ କିଛି ନଥିଲା ଶେଷରେ ଜୀବନ ବଞ୍ଚାଇବା ପାଇଁ ଆପଣେଇଲେ ଏହି ଅଭିନବ ଉପାୟ। ନାଟିଂଘମର ୫୯ ବର୍ଷୀୟ ୱିଲିୟମ ଏକ ବୁଟ୍‌ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଅତି କଷ୍ଟରେ ତାଙ୍କର ଜୀବନଯାପନ କରୁଥିଲେ। ଓଳିଏ ଖାଇବାକୁ…

ଫିଟ୍ ଇଣ୍ଡିଆ ଗଣଦୌଡ଼

ଭୁବନେଶ୍ବର: ସୈନିକ ସ୍କୁଲର ପ୍ରତିଷ୍ଠାତା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୨ତମ ଜନ୍ମ ବା‌ର୍ଷିକ ଉପଲକ୍ଷେ ସୈନିକ ସ୍କୁଲ୍ ପୁରାତନ ଛାତ୍ର ସଂସଦ ଏବଂ ଓଡ଼ିଶା ଖଣି ନିଗମ ମିଳିତ ସହଯୋଗରେ ଆଜି ଅନୁଷ୍ଠିତ ହୋଇଯାଇଛି ଏକ ଗଣଦୌଡ଼। ସ୍କୁଲ୍ ପରିସରରୁ ଆରମ୍ଭ ହୋଇ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ହୋଇଥିଲା…

୨୦୨୦-୨୧ ଆର୍ଥିକ ବର୍ଷ ପ୍ରାକ୍ ବଜେଟ୍…

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠୁ ପ୍ରାକ୍ ବଜେଟ୍ ଆଲୋଚନା ପ୍ରକ୍ରିୟା ଆରମ୍ଭ କରିବେ। ସେ ବିଭିନ୍ନ ଅଂଶୀଦାରଙ୍କୁ ଭେଟି ସେମାନେ ବଜେଟ୍‌ରୁ କ’ଣ ଆଶା ରଖିଛନ୍ତି ଓ କ’ଣ ପାଇବାକୁ ଚାହୁଛନ୍ତି ତାହା ଜାଣିବେ। ଅର୍ଥମନ୍ତ୍ରୀ…

ମାସେ କୋହଳ ହେଲା ଫାସ୍‌ଟ୍ୟାଗ୍

ନୂଆଦିଲ୍ଲୀ: ଜାତୀୟ ରାଜପଥର ଟୋଲ‌୍‌ ଗେଟ୍ ଗୁଡ଼ିକରେ ଫାସ୍‌ଟ୍ୟାଗ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ସମୟ ସୀମାକୁ ପୁଣି କେନ୍ଦ୍ର ସରକାର ବଢ଼ାଇଛନ୍ତି। ଦେଶରେ ଫାସଟ୍ୟାଗ୍ ଷ୍ଟିକର ଅଭାବ ଥିବା କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଜାତୀୟ ରାଜପଥର ସମସ୍ତ ଟୋଲ ପ୍ଲାଜା ଲେନ୍‌କୁ ଡିସେମ୍ବର ୧ ତାରିଖରୁ…

ପ୍ଲାଷ୍ଟିକ ବଦଳରେ ‘ଆହାର’…

ଭୁବନେଶ୍ବର: ପ୍ଲାଷ୍ଟିକ ଦିଅନ୍ତୁ ଆହାର ଖାଆନ୍ତୁ। ସହର ପରିବେଶକୁ ପ୍ଲାଷ୍ଟିକ ପ୍ରଦୂଷଣରୁ ରୋକିବା ନିମନ୍ତେ ଏକକ ବ୍ୟବହାର ପ୍ଲାଷ୍ଟିକୁ ସଂଗ୍ରହ କରିବା ପାଇଁ ବିଏମ୍‌ସି ଆରମ୍ଭ ଏହି ପରି ଏକ ଅଭିନବ ବ୍ୟବସ୍ଥା ‘ମିଲ୍ ଫର୍ ପ୍ଲାଷ୍ଟିକ୍’ କାର୍ଯ୍ୟକ୍ରମ। ଏକ ଅଧାକିଲୋ ବର୍ଜ୍ୟବସ୍ତୁ ପ୍ଲାଷ୍ଟିକ ବଦଳରେ…

ଆରମ୍ଭ ହେଲା ତୋଷାଳି ମେଳା

ଭୁବନେଶ୍ବର: ଆରମ୍ଭ ହୋଇଛି ଚତୁର୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା। ଦେଶର ହସ୍ତଶିଳ୍ପ ଓ ହସ୍ତତନ୍ତର ପସରା ସହ ଜନତା ମୈଦାନରେ ଆରମ୍ଭ ହୋଇଛି ଏହି ମେଳା। ଗତକାଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଏହି ମେଳାକୁ ଉଦ୍‌ଘାଟନ କରିଛନ୍ତି। ଏହି ମେଳାରେ ହସ୍ତଶିଳ୍ପ ଓ ହସ୍ତତନ୍ତର…

ସେଲ୍ଫି ନେଲା ଜୀବନ

ଯାଜପୁର: ସେଲ୍ଫି ନିଶା ନେଲା ଜୀବନ । ସେଲ୍‌ଫି ଉଠାଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ନିଶା ଆଜିକାଲିର ଟ୍ରେଣ୍ଡ୍। ହେଲେ ସେଲ୍‌ଫି ନେବା ନିଶା ବେଳେବେଳେ ଜୀବନ ନେଇ ଯାଏ। ଏଭଳି ଏକ ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଏରବା ଗାଁରେ। ନଦୀକୁ ଗାଧୋଇବାକୁ ଯାଇ ସେଲ୍ଫି ନେବାବେଳେ ଦୁଇ ଭଉଣୀ ନଦୀରେ ବୁଡ଼ି…

ଆଉ ଲାଗିବନି ଆରଟିଓ ଅଫିସରେ ଲମ୍ବା ଲାଇନ୍

ଭୁବନେଶ୍ବର: ଏଣିକି ଆଉ ଆରଟିଓ ଅଫିସରେ ଫି’ ଦାଖଲ ପାଇଁ କାଉଣ୍ଟର‌୍‌ ସାମ୍ନାରେ ଲମ୍ବା ଧାଡ଼ି ବାନ୍ଧିବାକୁ ପଡ଼ିବ ନାହିଁ। ଅନ୍‌ଲାଇନ୍‌ରେ ମାଧ୍ୟମରେ ଚାଳକମାନେ ସମସ୍ତ ଫି ଦାଖଲ କରିପାରିବେ। ଏହି ଏକକ ରସିଦ୍‌ ବ୍ୟବସ୍ଥା ଆସନ୍ତା ୧୭ ତାରିଖରୁ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆରମ୍ଭ ହେବା…