Odisha Link
Bridging the Missing Links in Odisha

ଦାଦନଙ୍କ ପତ୍ନୀଙ୍କୁ ଗଣଦୁଷ୍କର୍ମ

ଭବାନୀପାଟଣା : ପେଟ ପୋଷିବା ପାଇଁ ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଥିବା ସ୍ବାମୀ ପତ୍ନୀଙ୍କୁ ଗଣଦୁଷ୍କର୍ମ ଘଟଣା ଏବେ ସାମ୍ନାକୁ ଆସିଛି। ଦାଦନ ସ୍ବାମୀ ଜଣେ ଚିହ୍ନା ଲୋକଙ୍କୁ ବିଶ୍ବାସ କରି ତାଙ୍କ ହାତରେ ପତ୍ନୀଙ୍କ ପାଖକୁ ଟଙ୍କା ଓ ଜିନିଷପତ୍ର ପଠାଇଥିଲେ। ମାତ୍ର ଏହି ଟଙ୍କା ଦେବା ବାହାନାରେ ସଂପୃକ୍ତ…

ବିଜୟ ଦିବସ

ଭୁବନେଶ୍ବର: ଆଜି ହେଉଛି ବିଜୟ ଦିବସ। ପ୍ରତି ବର୍ଷ ୧୬ ଡିସେମ୍ବରରେ ଭାରତ ତଥା ବାଂଲାଦେଶରେ 'ବିଜୟ ଦିବସ' ପାଳନ କରାଯାଏ। ୧୯୭୧ ଡିସେମ୍ବର ଆଜିର ଦିନରେ ଭାରତ- ପାକିସ୍ତାନ ଯୁଦ୍ଧ ଶେଷ ହୋଇଥିଲା। ଏହି ଯୁଦ୍ଧରେ ପାକିସ୍ତାନ ସେନା ନିଃସର୍ତ୍ତ ଆତ୍ମସମର୍ପଣ କରିଥିଲା ଏବଂ ପୂର୍ବ-ପାକିସ୍ତାନ ବିଲୋପ ହୋଇ…

ସ୍କୁଲରେ ଭାଲୁ !

ମାଲକାନଗିରି: ସ୍କୁଲ କ୍ୟାମ୍ପସରେ ଭାଲୁ। ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିସରରେ ଭାଲୁକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ମା ଭାଲୁ ସହ ୩ଟି ଛୁଆ ଭାଲୁ ସ୍କୁଲ ହଷ୍ଟେଲ ଭିତରକୁ ଆସିଥିଲେ। ସ୍କୁଲ…

ସୁପ୍ରିମକୋର୍ଟରେ CAA ବିରୋଧରେ ଓୱେସୀଙ୍କ…

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ(CAA)କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଆସାଉଦ୍ଦିନ ଓୱେସୀ। ସେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଓୱେସୀଙ୍କୁ ମିଶାଇ CAA ବିରୋଧରେ ଏପର୍ୟ୍ୟନ୍ତ ସୁପ୍ରିମ…

୫୦% ମହଙ୍ଗା ହେବ ୨୧ ଜୀବନ ରକ୍ଷାକାରୀ…

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଯୋଗୁଁ ଲୋକେ ଅତିଷ୍ଠ ହୋଇପଡ଼ିଥିବାବେଳେ ଏବେ ଔଷଧ ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ରୋଗୀଙ୍କ ପରିବାର । କାରଣ ଖୁବ୍‌ଶୀଘ୍ର ୨୧ ପ୍ରକାର ଜୀବନ ରକ୍ଷାକାରୀ ଔଷଧର ଦର ବୃଦ୍ଧି ପାଇବ। ଏଥିପାଇଁ କେନ୍ଦ୍ର ସରକାର ଔଷଧ କମ୍ପାନୀଗୁଡ଼ିକୁ ମଞ୍ଜୁରୀ ପ୍ରଦାନ…

ମୁଖ୍ୟ ନାୟକ ଭୂମିକାରେ ନଜର ଆସିବେ…

ମୁମ୍ବଇ: ବହୁ ଚଳଚ୍ଚିତ୍ରରେ ସହ କଳାକାର ଭାବେ ନଜର ଆସିଥିବା ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସାନ ଭାଇ ଅପାରଶକ୍ତି ଖୁରାନାଙ୍କୁ ଏବେ ଦେଖିବାକୁ ମିଳିବ ମୁଖ୍ୟ ଭୂମିକାରେ। ସୂଚନା ଅନୁସାରେ, ଦିନୋ ମୋରେଆଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଥିବା ଏକ ଚଳଚ୍ଚିତ୍ରରେ ଅପାରଶକ୍ତି ମୁଖ୍ୟ ନାୟକ…

ଡ୍ରେନରୁ ଉଦ୍ଧାର ହେଲା ଶିଶୁକନ୍ୟା

ପଦ୍ମପୁର : ପୁଣି ଥରେ ଉଦ୍ଧାର ହେଲା ଅଲୋଡ଼ା ଶିଶୁକନ୍ୟା । ବରଗଡ଼ ଜିଲ୍ଲା ପଦ୍ମପୁରର ଏକ ଡ୍ରେନରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ପଦ୍ମପୁର ସହର ୬ ନମ୍ବର ଓ୍ୱାର୍ଡର ଶାସ୍ତ୍ରୀ ଛକ ସାହିର ଡ୍ରେନରୁ ଜୀବିତ ଅବସ୍ଥାରେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ। ଆଜି ସକାଳୁ ଶିଶୁଟିର…

ପୁରୁଷ ସରୋଗେସି ଆଧାରିତ ଫିଲ୍ମରେ ନଜର…

ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାଓଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥାନ୍ତି। ରାଜକୁମାର ମଧ୍ୟ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ଆସୁଛନ୍ତି। ଏବେ ଖବର ଶୁଣିବାକୁ ମିଳିଛି ଯେ ରାଜକୁମାର ଏକ ଭିନ୍ନ ଫିଲ୍ମ କରିବାକୁ ଯାଉଛନ୍ତି, ଏହି ଫିଲ୍ମର କାହାଣୀ ପୁରୁଷ ସରୋଗେସି ଉପରେ…

ରାଜଧାନୀରେ ଖୋଲିବ କିଶୋର ନ୍ୟାୟ…

ଭୁବନେଶ୍ବର: ଭୁବନେଶ୍ବରରେ ଖୋଲିବ ଜେଜେବି(କିଶୋର ନ୍ୟାୟ ବୋର୍ଡ)। ଏ ନେଇ ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଖୋର୍ଧା ଜିଲ୍ଲା ପାଇଁ ଗୋଟିଏ ବୋର୍ଡ ରହିଥିଲା। ସପ୍ତାହରେ ଭୁବନେଶ୍ବରରେ ୩ ଦିନ ଓ ଖୋର୍ଧାରେ ୩ଦିନ…

ଓଡ଼ିଆ ସାଂସଦଙ୍କୁ ମିଥୁନଙ୍କ ଫିଲ୍ମ…

ନୂଆଦିଲ୍ଲୀ: ଓଡ଼ିଆ ମହିଳା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଣାଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଫିଲ୍ମ ‘ମୃଗୟା’ର କାହାଣୀ | ସଂସଦର ଶୀତକାଳୀନ ଅଧିବେଶନ ସମାପ୍ତ ହେବା ପରେ ଗତକାଲି ମୋଦୀ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ ଫିଲ୍ମ…