Odisha Link
Bridging the Missing Links in Odisha

ଆଜି ଭଙ୍ଗା ହେବନି ଏମଏଲଏ କ୍ୱାଟର୍ସ

ଭୁବନେଶ୍ବର: ଆଜି ଠାରୁ ଭଙ୍ଗାଯିବାକୁ ଥିବା ବିଧାନସଭାର ପୁରୁଣା ଏମଏଲଏ କ୍ୱାଟର୍ସଗୁଡିକୁ ଆଜି ଭଙ୍ଗା ହେବନି। ଜିନିଷପତ୍ର ସ୍ଥାନାନ୍ତରଣ କରାଯାଇ ନଥିବାରୁ ଏହି କ୍ୱାଟର୍ସ ଗୁଡିକୁ ଭଙ୍ଗା ଯିବ ନାହିଁ। ପ୍ରାଥମିକ ପର୍ଯ୍ୟାୟରେ ୪୨ଟି ପୁରୁଣା ଏଫ୍ ଓ ଆର୍ ଟାଇପ୍ ଏମ୍ଏଲଏ କ୍ୱାଟର୍ସ ଭଙ୍ଗା ଯାଇ ସେହି…

ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୱାର୍ଲ‌୍ଡ…

ଭୁବନେଶ୍ବର: ମରିସସ୍‌ରେ ଆୟୋଜିତ ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୨୦୧୯ର ଜାତୀୟସ୍ତରୀୟ ଗ୍ରାଣ୍ଡ୍ ଫିନାଲେର ପ୍ଲାଟିନମ ବର୍ଗରେ ଓଡ଼ିଆ ମହିଳା ସେନାଲୀ ରାଜ ମହାନ୍ତି ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୱାର୍ଲ‌୍ଡ ୨୦୧୯ ଟାଇଟଲ ହାସଲ କରିଛନ୍ତି। ଶ୍ରୀମତୀ ମହାନ୍ତି ଓଡ଼ିଶାର ଜଣେ ମହିଳା ଉଦ୍ୟୋଗପତି ତଥା…

ନିର୍ଭୟା ଦୋଷୀର ଫାଶୀରୁ ବଞ୍ଚିବା…

ନୂଆଦିଲ୍ଲୀ: ହାଇଦ୍ରାବାଦର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସ ଦୋଷୀଙ୍କୁ ଏନକାଉଣ୍ଟର କରି ୯ ଦିନରେ ନ୍ୟାୟ ଦେଇଦେବା ପରେ ଏବେ ସାରା ଦେଶର ନଜର ନିର୍ଭୟା ଦୋଷୀଙ୍କୁ ଫାଶୀ ଦେଇ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ସାରା ଦେଶରେ ଦାବି ଜୋର ଧରିଥିବା ବେଳେ ଫାଶୀରୁ ବର୍ତ୍ତିବାକୁ ଦୋଷୀମାନେ…

ନାଗରିକତା ସଂଶୋଧନ ବିଲ୍‌ ପ୍ରସଙ୍ଗରେ…

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲ୍‌-୨୦୧୯କୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ୱାଧୀନତା ସଂପର୍କିତ କମିଶନ (ୟୁଏସସିଆଇଆରଏଫ) ସମାଲୋଚନା କରିଥିବାରୁ ଏହାକୁ ତୀବ୍ର ସମାଲୋଚନା କରିଛି ଭାରତ । ଏହି ସଂପର୍କରେ ପ୍ରତିକ୍ରିୟା ରଖି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ…

ଆହୁରି ୧୫୧ ମଠ ମନ୍ଦିରର ଅଡିଟ୍‌ କରିବ…

ଭୁବନେଶ୍ବର: ୬୧ ମଠମନ୍ଦିରରେ ମୋଟା ଅଙ୍କର ଦୁର୍ନୀତିକୁ ଏଜି ଧରିବା ପରେ ଦେ‌ବୋତ୍ତର ବିଭାଗ ତତ୍ପର ହୋଇଛି। ଆଉ ୧୫୧ଟି ମଠ ମନ୍ଦିରର ଅଡିଟ୍‌ ଭାର ଏଜିକୁ ଦେବା ପାଇଁ ଦେବୋତ୍ତର କମିସନର ଆଇନ ବିଭାଗକୁ ଅନୁମତି ମାଗିଥିଲେ। ଏହି ଆବେଦନକୁ ବିଧି ବିଭାଗ ମୋହର ମାରିଛି। ଖୁବ୍‌ଶୀଘ୍ର ଏହାର ବିଜ୍ଞପ୍ତି…

ନିଜ ଦେହରେ ନିଆଁ ଲଗାଇଲେ ଛାତ୍ର !

ମୟୁରଭଞ୍ଜ: ସ୍କୁଲ ନ ଯିବା ପାଇଁ ସାନ ଭାଇ ଜିଦ ଧରିଥିଲ କିନ୍ତୁ ବଡ଼ ଭଉଣୀ ଗାଳି ଦେବାରୁ ଦେହରେ ନିଆଁ ଲଗାଇ ଦେଲେ ସାନ ଭାଇ। ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଗୋପବନ୍ଧୁନଗର ବ୍ଲକ୍‌ ପଶୁଦା ଗାଁର ଭୋଜପଦା ସାହିରେ ଘଟିଛି। ପୂର୍ଣ୍ଣଚନ୍ଦ୍ର ମରାଣ୍ଡିଙ୍କ ପୁତୁରା ନିକଟସ୍ଥ ପଶୁଦା ହାଇସ୍କୁଲରେ ୯ମ…

ଦିଲ୍ଲୀ କିରାଡ଼ୀରେ ଭୟାଭୟ ଅଗ୍ନିକାଣ୍ଡ,…

ନୂଆଦିଲ୍ଲୀ: ନୂଆଦିଲ୍ଲୀର କିରାଡ଼ୀ ଅଞ୍ଚଳରେ ଥିବା ଏକ ଫର୍ନିଚର ମାର୍କେଟରେ ଆଜି ପୂର୍ବାହ୍ନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ମାର୍କେଟର ଏକ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଛି। ୩ ମହଲା ବିଶିଷ୍ଟ ଏହି ଗୋଦାମ ପ୍ରାୟ ୩୦୦ ବର୍ଗ ମିଟର ଅଞ୍ଚଳରେ ଅବସ୍ଥିତ ଥିବାବେଳେ ଆଖପାଖ ଦୋକାନକୁ ନିଆଁ ବ୍ୟାପିବା…

ଅଟୋ-ବୋଲେରୋ ଧକ୍କା, ୧୦ ଗୁରୁତର

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବଙ୍ଗଡ଼ଦୁଆ ଘାଟି ନିକଟରେ ମଙ୍ଗଳବାର ଏକ ଅଟୋ ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ଜଣ ଗୁରୁତ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ତାଜୁଙ୍ଗିଆ ଅଞ୍ଚଳର ଏକ ଯାତ୍ରୀ…

ଫୋନ୍‌ ଚାର୍ଜରେ ବ୍ୟକ୍ତିଗତ ତଥ୍ୟ ଚୋରି !

ନୂଆଦିଲ୍ଲୀ: ଦିନକୁ ଦିନ ଫୋନର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି ଏଥିସହ ବିପଦ ମଧ୍ୟ ବଢିବାରେ ଲାଗିଛି। ଲୋକଙ୍କ ପାଇଁ ଫୋନ ଏବେ ନିହାତି ଆବଶ୍ୟକ ସାମଗ୍ରୀ ପାଲଟି ଯାଇଛି। ମୋବାଇଲ ବିନା ସମୟ କାଟିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି ଫଳରେ ଫୋନରେ ଚାର୍ଜ ସରିଲା ମାତ୍ରେ ଫୋନ୍‌ ଚାର୍ଜ ପାଇଁ ଲୋକେ ବ୍ୟସ୍ତ…

ପ୍ରତିଷ୍ଠା ହେବ ୪୫ ଟି ଫାଷ୍ଟ୍‌ ଟ୍ରାକ୍‌…

ଭୁବନେଶ୍ବର: ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ। ୪୫ଟି ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ମଧ୍ୟରୁ ୨୧ ଗୋଟି ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ମହିଳାଙ୍କ ନିମନ୍ତେ ଉଦ୍ଧିଷ୍ଟ ରହିବ। ସମସ୍ତ ୨୪ ଗୋଟି କୋର୍ଟରେ ପୋକ୍ସୋ ମାମଲାଗୁଡିକର ବିଚାର କରାଯିବ। ଏହି ବାବଦରେ ଆଜି ଆଇନ ମନ୍ତ୍ରୀ ପ୍ରତାପ ଜେନା…