Odisha Link
Bridging the Missing Links in Odisha

ଆଜି ବିଶ୍ୱ ମାନବ ଅଧିକାର ଦିବସ

ଭୁବନେଶ୍ବର: ଆଜି ହେଉଛି ବିଶ୍ୱ ମାନବ ଅଧିକାର ଦିବସ। ସଂଯୁକ୍ତ ରାଷ୍ଟ୍ରର ମହାସଭାରେ ୧୦ ଡିସେମ୍ବର ୧୯୪୮ ମସିହାରେ ମାନବ ଅଧିକାରର ସାର୍ବଭୌମିକତାକୁ ଆଗତ କରାଯାଇଥିଲା। ଡିସେମ୍ବର ୧୯୫୦ ମସିହାରେ ସଂଯୁକ୍ତ ରାଷ୍ଟ୍ର ନିଜର ସବୁ ରାଜ୍ୟ ଓ ଅନ୍ୟ ସଂଗଠନକୁ ଔପଚାରିକ ଭାବରେ ମାନବ ଅଧିକାର ଦିବସକୁ ସ୍ଥାପନା…

ବିଦେଶରେ ନାଁ କଲେ ଓଡ଼ିଆ ଝିଅ ସାନ୍ତ୍ୱନା

ନୂଆଦିଲ୍ଲୀ: ବିଦେଶରେ ଚମକିଲେ ଓଡ଼ିଆ ଝିଅ। ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡ଼ିଶାର ନାଁକୁ ଉଜ୍ଜ୍ୱଳ କରି ମିସ୍‌ ଫୋଟୋଜନିକ ଟାଇଟଲ ହାସଲ କରିଛନ୍ତି ସାନ୍ତ୍ୱନା ବି ସିମ୍ରନ। କୋରାପୁଟ ଦାମନଯୋଡିର ଝିଅ ସାନ୍ତ୍ୱନା ୨୦ ଜଣ ପ୍ରତିଯୋଗୀଙ୍କୁ ପଛରେ…

ବାବା ରାମ ରହିମଙ୍କୁ ଭେଟିଲେ ହନିପ୍ରୀତ

ନୂଆଦିଲ୍ଲୀ : ପଞ୍ଚକୁଳା ହିଂସାର ମୁଖ୍ୟ ଅଭିଯୁକ୍ତ ତଥା ଡେରା ମୁଖିଆ ଗୁରୁମୀତ ରାମ ରହିମଙ୍କୁ ତାଙ୍କ ତଥାକଥିତ ଝିଅ ହନିପ୍ରୀତ ସୁନାରିଆ ଜେଲ ଯାଇ ଦେଖା କରିଛନ୍ତି। ସେ ସୋମବାର ଦ୍ବିପ୍ରହର ୨ ରୁ ୩ଟା ସମୟରେ ବାବାଙ୍କୁ ଭେଟିଥିଲେ। ହନିପ୍ରୀତ ତିନି ଜଣ ଓକିଲଙ୍କ ସହ ଯାଇ ବାବା ରାମ ରହିମଙ୍କୁ…

ଅନ୍ତର୍ଜାତୀୟ କ୍ରୀଡ଼ାରୁ ୪ବର୍ଷ ବାସନ୍ଦ…

ନୂଆଦିଲ୍ଲୀ: ୨୦୨୦ ଟୋକିଓ ଅଲିମ୍ପିକ୍ସ ହେବା ପୂର୍ବରୁ ରୁଷକୁ ଏକ ବଡ଼ ଝଟ୍‌କା ଲାଗିଛି। ବିଶ୍ବ ଡୋପିଂ ନିରୋଧୀ ସଂସ୍ଥା(ୱାଡା) ରୁଷକୁ ଅନ୍ତର୍ଜାତୀୟ କ୍ରୀଡ଼ାରୁ ୪ବର୍ଷ ବାସନ୍ଦ କରିଛି। ଫଳରେ ରୁଷ ଆଗାମୀ ୨୦୨୦ରେ ଜାପାନର ରାଜଧାନୀ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାଗ ନେଇପାରିବ ନାହିଁ। ଏଥିସହ…

ଦମ୍ପତିଙ୍କ ଉପରେ ଓଲଟିଲା କ୍ରୋମାଇଟ…

ଯାଜପୁର : କଳିଙ୍ଗ ନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ମଟର ସାଇକେଲରେ ଯାଉଥିବା ଏକ ଦମ୍ପତିଙ୍କ ଉପରେ ଓଲଟିଲା ଆଇରନ ବୋଝେଇ କ୍ରୋମାଇଟ ଡ଼ମ୍ପର। ଫଳରେ ଉକ୍ତ ଦମ୍ପତି କ୍ରୋମାଇଟ ଭିତରେ ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲେ। ନିକଟରେ ଥିବା ସ୍ଥାନୀୟ ଜନସାଧାରଣ ଏବଂ ପୁଲିସ ପହଞ୍ଚି ଆଇରନ କ୍ରୋମାଇଟ ଭିତରୁ…

ସେବାଶ୍ରମ ଗର୍ଭବତୀ ଛାତ୍ରୀଙ୍କ ଡିଏନ୍‌ଏ…

ଜୟପୁର : ଜୟପୁର ଉପକଣ୍ଠ ଫାମ୍ପୁଣୀ ସେବାଶ୍ରମର ଜଣେ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପୁଲିସ ଅଭିଯୁକ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ସହ ଅଭିଯୁକ୍ତ ଯେମିତି ଖସିଯିବ ନାହିଁ ସେଥିପାଇଁ ଠୋସ୍ ପ୍ରମାଣ ସଂଗ୍ରହ କରାଯିବ। ଏହି ପ୍ରମାଣ…

ଛାଡ଼ପତ୍ର ନୋଟିସ ପାଇ ସ୍ୱାମୀଙ୍କ…

କୋରାପୁଟ : ଛାଡ଼ପତ୍ର ନୋଟିସ ପାଇବାରୁ ସ୍ୱାମୀଙ୍କ ଆତ୍ମହତ୍ୟା। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ସରସ୍ୱତୀ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପାରିବାରିକ କଳହକୁ ଯୋଗୁଁ ସ୍ତ୍ରୀଙ୍କଠାରୁ ଛାତ୍ରପତ୍ର ନୋଟିସ ପାଇବା ପରେ ସ୍ୱାମୀ ବାଦଲ ବେହେରା ରଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ…

‘ସାର୍କ’ ଦେଶ ଗୁଡିକୁ ମୋଦୀଙ୍କ ପତ୍ର

ନୂଆଦିଲ୍ଲୀ: ଆତଙ୍କବାଦର ଅବସାନ ନିମନ୍ତେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାର୍କ ଦେଶଗୁଡ଼ିକ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସାର୍କର ପ୍ରତିଷ୍ଠା ଦିବସ ଅବସରରେ ସାର୍କ ସଚିବାଳୟକୁ ଏକ…

ଲାଞ୍ଚ ନେବା ବେଳେ ଗିରଫ ହେଲେ ପିଇଓ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଲଗୁନ୍ଥା ବ୍ଳକ୍ ଅନ୍ତର୍ଗତ ଉଧୁରା ଗ୍ରାମପଞ୍ଚାୟତର ପିଇଓ ମନୋଜ କୁମାର ସାହୁଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ମାଗିବା ଏବଂ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସେହି ଗ୍ରାମପଞ୍ଚାୟତର…

ଗାଡି ଛାଡି ଘୋଡା ଚଢ

ମାଲକାନଗିରି: ନୂଆ ମଟରଯାନ ନିୟମରୁ ଲାଗୁ ହେବା ପରେ ଗାଡ଼ି ଛାଡ଼ି ଘୋଡ଼ା ଚଢ଼ିବା ଦୃଶ୍ୟ ଦେଖିବାକୁ ମିଳିଛି। ଟ୍ରାଫିକ୍ ନିୟମରୁ ବର୍ତ୍ତିବା ପାଇଁ ଏବେ ଏମିତି ଉପାୟ ଆପଣାଇଛନ୍ତି ମାଲ୍‌କାନଗିରି ସଦର ମହକୁମାର ଯତୀଶ ମିସ୍ତ୍ରୀ। ଯତୀଶଙ୍କର ମୋଟର ସାଇକେଲ୍‌ଟିଏ ଅଛି କିନ୍ତୁ ସେ ଟ୍ରାଫିକ୍ ଚେକିଂରୁ…