Odisha Link
Bridging the Missing Links in Odisha

ମହିଳା ସହକର୍ମୀଙ୍କୁ ଅସଦାଚରଣ

ଭୁବନେଶ୍ବର: ଆମ୍ବୁଲାନ୍ସ ସେବା ଯୋଗାଉଥିବା ଏକ ସଂସ୍ଥାର ୩ଜଣ ଉଚ୍ଚପଦସ୍ଥ ଅଧିକାରୀ ଅଫିସ୍‌ରେ ମହିଳା ସହକର୍ମୀଙ୍କୁ ଅସଦାଚରଣ କରିବା ମାମଲା ସାମ୍ନାକୁ ଆସିଛି। ଅଫିସ୍‌ରେ କେହି ନଥିବା ସମୟରେ ଉପରିସ୍ଥ ଅଧିକାରୀ ଚାମ୍ବରକୁ ଡାକି ଅଶ୍ଳୀଳ ମନ୍ତବ୍ୟ ଦେଉଥିବା ସହ କଥା ନ ମାନିଲେ ଚାକିରି ଯିବାର ଧମକ…

ଚନ୍ଦ୍ରଯାନ-୩ ପାଇଁ କେତ ଟଙ୍କା ମାଗିଲା…

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ ର ହାର୍ଡ ଲ୍ୟାଣ୍ଡିଙ୍ଗ ଯୋଗୁଁ ଶତ ପ୍ରତିଶତ ସଫଳତା ମିଳିପାରିନଥିଲା। ଏଥିପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଏବେ ଚନ୍ଦ୍ରଯାନ-୩ର ପ୍ରସ୍ତୁତି ଆରମ୍ଭ କରୁଛି। ଏହି ମିଶନ ପାଇଁ ଇସ୍ରୋ ମୋଟ୍‍ ୬୬୬ କୋଟି ଟଙ୍କାର ବଜେଟ୍‍ ଧାର୍ଯ୍ୟ କରିଥିବା ବେଳେ ପ୍ରଥମ…

କର୍ଣ୍ଣାଟକ ଭୋଟ ଗଣତିରେ ବିଜେପି ଆଗୁଆ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ ବିଜେପି ୧୫ ଟି ଆସନରେ ଆଗୁଆ ରହିଛି। ଅପରପକ୍ଷରେ କଂଗ୍ରେସ ଓ ଜେଡିଏସ୍ ୨ଟି ଲେଖାଏଁ ଏବଂ ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି। ଆଜି ୧୧ଟି କେନ୍ଦ୍ରରେ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି । ଭୋଟ…

ଆଜି ଲୋକସଭାରେ ଆଗତ ହେବ ନାଗରିକତା…

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍। ଗୃହମନ୍ତ୍ରୀ ଅମିତ୍ ଶାହା ସୋମବାର ଅପରାହ୍ଣରେ ଏହି ବିଲ୍‌କୁ ଆଗତ କରିବେ। ଏହା ପରେ ଏହି ବିଲ୍‌ ଉପରେ ଆଲୋଚନା କରାଯିବ। ଏହି ବିଲ୍‌ରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନର ଅଣ ମୁସଲିମ୍ ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା…

ପ୍ରତିଶୋଧ ନ୍ୟାୟ ନୁହେଁ : ପ୍ରଧାନ…

ନୂଆଦିଲ୍ଲୀ: ସାଂପ୍ରତିକ ସ୍ଥିତ ଓ ନ୍ୟାୟିକ ବ୍ୟବସ୍ଥାକୁ ନେଇ ପ୍ରଧାନ ବିଚାରପତି ପ୍ରତିକ୍ରିୟା ରଖିଛନ୍ତି। ଯୋଧପୁରରେ ସୁପ୍ରିମକୋର୍ଟ ପ୍ରଧା ନବିଚାରପତି ଜଷ୍ଟିସ୍‌ ବୋବଡେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଁ ଭାବୁନି କାହାକୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସମ୍ଭବ। ନ୍ୟାୟ ପାଇବା ପାଇଁ…

ବିଜେପି ଶରଣରେ ବିଜେଡି ସରକାର : ନିରଞ୍ଜନ

ଭୁବନେଶ୍ବର: ରାଜ୍ୟର କାଳିଆ ଓ କେନ୍ଦ୍ରର କିଷାନ ଯୋଜନା ମିଶିବା ପ୍ରସଙ୍ଗରେ ନିରଞ୍ଜନ ପଟ୍ଟନାୟକ କଟାକ୍ଷ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, 'କାଳିଆ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ , ନିର୍ବାଚନକୁ ଆଖିରେ ରଖି କରାଯାଇଥିଲା। ଏବେ କିନ୍ତୁ ଅର୍ଥ ଅଭାବରୁ ବିଜେପି ସରକାରର ଶରଣ ପଶିଛନ୍ତି। ପୂର୍ବରୁ…

ଉନ୍ନାଓ ଘଟଣା ପ୍ରତିବାଦରେ ନିଜ ଝିଅକୁ…

ନୂଆଦିଲ୍ଲୀ: ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ପରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ ବାହାରେ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହେବେ ସହ ଘଟଣାକୁ ବିରୋଧ କରୁଛନ୍ତି। ତେବେ ଏହି ସମୟରେ ସେଠାରେ ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିକ୍ଷୋଭ…

ଧାନ ଗବେଷଣା କେନ୍ଦ୍ରରେ ନିଆଁ !

କଟକ: କଟକ ସ୍ଥିତ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ନିଆଁ । ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନିଆଁକୁ ଆୟତ୍ତ କରାଯାଇ ଥିବା ବେଳେ ଏଥିରେ ବିଶେଷକିଛି କ୍ଷତି ଘଟିନାହିଁ ବୋଲି ସୂଚନା ମିଳିଛି।ଆଜି ମଧ୍ୟାହ୍ନରେ ଧାନ ଗବେଷଣା କେନ୍ଦ୍ରର…

ତେଲେଙ୍ଗାନା ପୁଲିସ୍‌କୁ କିନ୍ନର ମହାସଂଘର…

ଭୁବନେଶ୍ୱର: ହାଇଦ୍ରାବାଦରେ 'ଦିଶା' ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର ଘଟଣାକୁ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ସ୍ବାଗତ ଏବଂ ସମର୍ଥନ କରାଯାଇଛି। ଆଜି ଟିଜି ସୁରକ୍ଷା ଟ୍ରଷ୍ଟର ସଭାନେତ୍ରୀ ମେନକା କିନ୍ନରଙ୍କ ନେତୃତ୍ୱରେ ପ୍ରାୟ ୧୦୦ ଜଣ କିନ୍ନର ମାଷ୍ଟର କ୍ୟାଣ୍ଟିନ ଛକରେ ଏକାଠି ହୋଇ…

ଜାମିନରେ ଆସି ପୁଣି ଦୁଷ୍କର୍ମ ଉଦ୍ୟମ

ଚାନ୍ଦବାଲି: ଚାନ୍ଦବାଲି ଅଞ୍ଚଳରେ ଦୁଷ୍କର୍ମ ଅପରାଧ ପରେ ଜାମିନରେ ଆସିବା ପୁଣି ଥରେ ଦୁଷ୍କର୍ମ ଉଦ୍ୟମ କରିଥିବା ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି। ଦୁଷ୍କର୍ମ ଉଦ୍ୟମ କରିଥିବା ଦୁଇ ଅଭିଯୁକ୍ତ ତାପସ କୁମାର ସାହୁ ଏବଂ ଦୀପକ ଖଟୁଆ ବର୍ତ୍ତମାନ ଫେରାର ଅଛନ୍ତି। ଏଥିସହ ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କ ପରିବାର…