Odisha Link
Bridging the Missing Links in Odisha

ପାକିସ୍ତାନ ସୀମାରେ ମୃତୟନ ହେବ ଭାରତର…

ନୂଆଦିଲ୍ଲୀ : ପାକିସ୍ତାନ ସୀମାରେ ବିପଦ ଆଶଙ୍କା ଥିବାରୁ ସୀମାରେ ନିଜର ଶକ୍ତି ବୃଦ୍ଧି କରିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ନିକଟରେ ଭାରତୀୟ ସେନା ୧୯୮ଟି ସଶସ୍ତ୍ର ଲଢୁଆ ଯାନ (ଏଏଫଭି) କିଣିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ସୀମାରେ ମୁତୟନ ଥିବା ଟ୍ୟାଙ୍କ ରେଜିମେଣ୍ଟର ସହାୟତା…

ବିଜେପିର ରାଜ୍ୟ ସରକାରଙ୍କୁ ପ୍ରଶ୍ନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବିଜେପିର ପ୍ରଶ୍ନ । ଶାସନ ୬ମାସ ୬ଦିନରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି। ମହିଳା ହିଂସାରେ ରାଜ୍ୟର ସ୍ଥାନ ଏବେ ଦ୍ୱିତୀୟ, ରଙ୍ଗଶାଳାରୁ ଭୋଗଶାଳା ତିଆରି କରି ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି। ରକ୍ଷକ ଏଠି ଭକ୍ଷକ…

ଆତ୍ମରକ୍ଷା ପାଇଁ ଏନ୍‌କାଉଣ୍ଟର: ସିପି

ହାଇଦ୍ରାବାଦ: ଆଜି ସକାଳୁ ଲୋକଙ୍କ ନିଦ ଭାଙ୍ଗିବା ପୂର୍ବରୁ ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୋଗରେ ଗିରଫ ୪ ଯୁବକଙ୍କୁ ପୁଲିସ୍‌ ଏନକାଉଣ୍ଟରରେ ମାରି ଦେଇଥିବା ଖବର ଚାରିଆଡ଼େ ଖେଳି ଯାଇଥିଲା। ଏହାକୁ ନେଇ ପୂରା ଦେଶରେ ଆରମ୍ଭ  ହୋଇଯାଇଛି ତର୍କ ବିତର୍କ । ତେବେ ପୁଲିସ୍‌…

ଏନ୍‌କାଉଣ୍ଟର ଘଟଣା ପାଇଁ ତଦନ୍ତ…

ହାଇଦ୍ରାବାଦ: ତେଲେଙ୍ଗାନାର ପ୍ରାଣୀ ଚିକିତ୍ସିକାଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ଆଜି ପ୍ରତ୍ୟୁଷରେ ପୁଲିସ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛନ୍ତି। ତେବେ, ପୁଲିସ୍‌ର ଏହି ଏନ୍‌କାଉଣ୍ଟର ଘଟଣାରେ ଜାତୀୟ ମାନବିକ ଅଧିକାର ସୁରକ୍ଷା କମିଶନ (ଏନ୍‌ଏଚ୍‌ଆରସି) ନିଜ ତରଫରୁ ଏକ…

ମୀରଟରେ ବଳାତ୍କାର ପୀଡ଼ିତାଙ୍କର…

ମୀରଟ: ଦେଶବ୍ୟାପୀ ବଳାତ୍କାରୀଙ୍କ ବିରୋଧରେ ନିନ୍ଦା ଓ ଆକ୍ରୋଶ ଦେଖିବାକୁ ମିଳିଥିବାବେଳେ ଆଜି ଉତ୍ତରପ୍ରଦେଶର ମୀରଟ ସହରରେ ଜଣେ ମହିଳା ଅଭିଯୁକ୍ତଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ନ ନେବା ଯୋଗୁଁ ଆତ୍ମାହୂତି ଦେବାକୁ ଉଦ୍ୟମ କରିଛନ୍ତି। ପୀଡିତା ଜଣଙ୍କ ଏସପି ଅଫିସ ସମ୍ମୁଖରେ ନିଜ ଦେହରେ ନିଆଁ…

ବଳାତ୍କାର ଘଟଣା ଉପରେ କଣ କହିଲେ ସ୍ମୃତି…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହି ମାମଲାରେ ଧର୍ମକୁ ଟାଣୁଥିବାରୁ ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ଯେ, ମହିଳାଙ୍କ ସମ୍ମାନ ବିଷୟରେ ସାମ୍ପ୍ରଦାୟିକ ରଙ୍ଗ ଦେବା ଉଚିତ୍ ନୁହେଁ। ସ୍ମୃତି ଇରାନୀ ଲୋକସଭାରେ କହିଛନ୍ତି ଯେ, ଆଜି ପଶ୍ଚିମବଙ୍ଗର ଜଣେ ସାଂସଦ ମନ୍ଦିର…

ସେବାଶ୍ରମ ଛାତ୍ରୀ ଗର୍ଭବତୀ ଘଟଣା:…

ଜୟପୁର: ଜୟପୁର ବାମ୍ଫୁଣୀ ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀଙ୍କ ୬୦ ବର୍ଷିୟ ସ୍ୱାମୀ ରାଜେନ୍ଦ୍ର ରଥ।ଗତକାଲି ତାଙ୍କୁ ସଦର ପୁଲିସ ଗିରଫ କରିଥିବାବେଳେ ଓ ଆଜି…

ବିଳମ୍ଵରେ ହେଲେ ବି ଭଲ ପଦକ୍ଷେପ : ଜୟା…

ନୂଆଦିଲ୍ଲୀ: ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଚାରି ଅଭିଯୁକ୍ତଙ୍କୁ ଆଜି ପୁଲିସ ଏନକାଉଣ୍ଟରରେ ନିହତ କରିବା ପ୍ରସଙ୍ଗକୁ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ସମର୍ଥନ କରିଛନ୍ତି। ସେ ନିଜର ପ୍ରତିକ୍ରିୟରେ କହିଛନ୍ତି ଯେ କିଛି ନହେବାଠାରୁ…

ପକ୍‌ସୋ ଆଇନର କଠୋର କାର୍ଯ୍ୟନୁଷ୍ଠାନ…

ଭୁବନେଶ୍ବର : ଶିଶୁ ତଥା ନାବାଳକ/ ନାବାଳିକଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା ପାଇଁ ପକ୍‌ସୋ ଆଇନ ଭଳି କଠୋର ଦଣ୍ଡବିଧାନ ଥିବା ଆଇନ୍‍ ପ୍ରଣୟନ କରାଯାଇଛି। ଏହା ସତ୍ତ୍ବେ ମଧ୍ୟ ଶିଶୁମାନଙ୍କ ପ୍ରତି ହିଂସାକାଣ୍ଡ ସଂଖ୍ୟା ବଡିବାରେ ଲାଗିଛି। ଏହାକୁ ନେଇ ସୁପ୍ରିମ୍‍କୋର୍ଟ ଗଭୀର ଉଦ୍‍ବେଗ ପ୍ରକାଶ କରିବା ସହ…

ବାଣୀବିହାର ଆସିବେ ରାଷ୍ଟ୍ରପତି, ଚାଲିଛି…

ଭୁବ‌ନେଶ୍ବର: ଆସନ୍ତା ୮ ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହା ପୂର୍ବରୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ, ଆଲୁମିନି ଆସୋସିଏସନ୍‌ ଓ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ବସୁଛି ଘନଘନ ବୈଠକ । ଗତ ୨ ତାରିଖରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା…