Odisha Link
Bridging the Missing Links in Odisha

୬୦ ରଙ୍ଗ ରୁଟ୍‌ରେ ଲାଗିବ ହୋର୍ଡିଂ

ଭୁବନେଶ୍ବର: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଏବେ କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ଚିହ୍ନଟ କରିଛି ୨୦୦ଟି ‘ରଙ୍ଗ୍‌ରୁଟ୍‌ ପଏଣ୍ଟ’। ଏଥି ମଧ୍ୟରୁ ୬୦ଟି ଅତି ସମ୍ବେଦନଶୀଳ ‘ରଙ୍ଗ୍‌ରୁଟ୍‌ ପଏଣ୍ଟ’ ରହିଥିବା ବେଳେ ଏହି ସବୁ ଜାଗାମାନଙ୍କରେ ହୋର୍ଡିଂ ଜରିଆରେ ସଚେତନ କରାଇବା ପାଇଁ ବ୍ୟବସ୍ଥା…

ବାରବାଟୀ ଦିନିକିଆ ପାଇଁ ୧୫ ମିନିଟ୍‌ରେ…

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ଖେଳା ହେବାକୁ ଥିବା ଭାରତ ଓ ଓ୍ବେଷ୍ଟେଣ୍ଡିଜ୍ ଦିନିକିଆ ମ୍ୟାଚ୍‌ ପାଇଁ ଗତକାଲି ଅନ୍‌ଲାଇନ୍‌ ଟିକଟ୍‌ ବିକ୍ରି ଆରମ୍ଭ ହୋଇଥିବା ବେଳେ ବିକ୍ରି ଆରମ୍ଭ ହେବାର ୧୫ ମିନିଟ୍‌ ମଧ୍ୟରେ ସମସ୍ତ ଗ୍ୟାଲେରି ଟିକେଟ୍‌ ଶେଷ ହୋଇଯାଇଥିଲା। ଏପରିକି ସଂଧ୍ୟା ୭ଟା…

ହୋଟେଲ ମାଲିକାଣୀ ହେଲେ ଦୌଡ଼ରାଣୀ ଦୂତି

ଭୁବନେଶ୍ବର : ଭାରତ ସହ ସାରା ବିଶ୍ବରେ ଦୌଡ଼କୁଦ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦୌଡ଼ରାଣୀ ଦୂତି ଚାନ୍ଦ୍ ଏବେ ବ୍ୟବସାୟ ଜଗତରେ ପାଦ ରଖିଛନ୍ତି। ନିକଟରେ ରାଜଧାନୀ ଭୁବନେଶ୍ବରରେ ଦୁଇଟି ହୋଟେଲ ଖୋଲିଛନ୍ତି ଦୂତି। ଓଡ଼ିଶାରେ ଆସନ୍ତା ଦୁଇ ତିନି ବର୍ଷ ଭିତରେ ୧୦୦ ହୋଟେଲ ଖୋଲିବାକୁ…

୮ରୁ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ…

ଭୁବନେଶ୍ବର : ଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ଚେତନାକୁ ସୁଦୂରପ୍ରସାର କରିବା ନିମନ୍ତେ ଚଳିତ ବର୍ଷ ନୂଆଦିଲ୍ଲୀ‌‌‌‌ରେ ଅନୁଷ୍ଠିତ ହେବାକୁ ଯାଉଛି ‘ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ’। ନୂଆଦିଲ୍ଲୀ ଛତ୍ରପୁରସ୍ଥିତ ମାର୍କଣ୍ଡେୟ ଭବନରେ ଆସନ୍ତା ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ୬ଦିନ ଧରି ଏହି ମହୋତ୍ସବ…

୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ…

ମଧ୍ୟପ୍ରଦେଶ: ସମାଜରେ ଶିଶୁଙ୍କ ସୁରକ୍ଷା ଉପରେ ସରକାର କଠୋର ଆଇନ ପ୍ରଣୟନ କରିଥିଲେ ମଧ୍ୟ ଅରାଧୀମାନେ ଏହି ଆଇନକୁ ଫୁ କରିବା ସହ କୁକର୍ମ କରିବାକୁ ପଛାଉନାହାଁନ୍ତି। ମଧ୍ୟପ୍ରଦେଶର ମହୱଠାରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା। ୪ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣା ଏବେ ସାମ୍ନାକୁ…

ଆର୍ଥିକ ପଳାତକ ଅପରାଧୀ ଘୋଷିତ ହେଲେ ନିରବ…

ମୁମ୍ବାଇ: ୧୩ ହଜାର କୋଟି ଟଙ୍କା ବିଶିଷ୍ଟ ପିଏନବି ଋଣ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ଫେରାର ବ୍ୟବସାୟୀ ନିରବ ମୋଦୀଙ୍କୁ ଗୁରୁବାର ଦିନ ସ୍ପେସାଲ୍‌ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌ (ପିଏମ୍‌ଏଲ୍‌ଏ) କୋର୍ଟ ‘ଫଜିଟିଭ୍‌ ଇକୋନମିକ୍‌ ଅଫେଣ୍ଡର୍ସ ଆକ୍ଟ୍‌’ ଅଧୀନରେ ପଳାତକ ଆର୍ଥିକ…

ବ୍ୟାଙ୍କ ଅଫ୍ ଇଣ୍ଡିଆର ୨୦୦ କୋଟି ଋଣ…

ଭୁବନେଶ୍ବର : ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ) ପକ୍ଷରୁ ଆଜି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ) ପରିସରରେ ଆୟୋଜନ କରାଯାଇଥିବା ‘ହର୍‌ ଘର୍‌ ଦସ୍ତକ’ କାର୍ଯ୍ୟକ୍ରମରେ ୨୦୦ କୋଟି ଟଙ୍କାର ଋଣ ମଞ୍ଜୁରି ପତ୍ର ପ୍ରଦାନ କରାଯାଇଛି। ଖୁଚୁରା, କୃଷି ଏବଂ ଏମ୍‌ଏସ୍‌ଏମ୍ଇ ବର୍ଗରେ…

ସେରାମିକ୍‌ ଫ୍ୟାକ୍ଟ୍ରି ବିସ୍ଫୋରଣରେ ୧୮…

ଖାରାତୌମ୍‌ : ସୁଦାନର ଏକ ସେରାମିକ୍‌ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣରେ ୧୮ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୧୩୦ ଜଣ ଆହତ ହୋଇଛନ୍ତି। ତେବେ ମୋଟ ୨୩ ମୃତକଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ବୋଲି କୁହାଯାଇଛି। ଗତକାଲି ରାଜଧାନୀ ଖାରାତୌମ୍‌ଠାରେ…

ସେବାଶ୍ରମର ୧୩ ବର୍ଷୀୟ ଛାତ୍ରୀ ଗର୍ଭବତୀ

ଜୟପୁର: ସେବାଶ୍ରମରେ ୧୩ ବର୍ଷୀୟ ଛାତ୍ରୀଙ୍କ ଗର୍ଭବତୀ ଘଟଣା ଦେଖିବାକୁ ମିଳିଛି ଫାମ୍ପୁଣୀସ୍ଥିତ ଉନ୍ନୀତ ଉଚ୍ଚ ପ୍ରାଥମିକ ସେବାଶ୍ରମରେ। ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା କଥା ବୁଧବାର ସନ୍ଧ୍ୟାରେ ଜାଣିବାକୁ ମିଳିଛି। ୧୩ ବର୍ଷର ଏହି ନାବାଳିକା ଜଣକ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର।…

ଶିଖ୍‌ ଦଙ୍ଗା ଉପରେ କଣ କହିଲେ ମନମୋହନ…

ନୂଆଦିଲ୍ଲୀ: ୧୯୮୪ ମସିହାର ଶିଖ ବିରୋଧୀ ଦଙ୍ଗା ଉପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯଦି ତତ୍କାଳୀନ ଗୃହମନ୍ତ୍ରୀ ପି. ଭି. ନରସିହ୍ମା ରାଓ ଇନ୍ଦ୍ର କୁମାର ଗୁଜରାଲଙ୍କ ପରାମର୍ଶକୁ ଧ୍ୟାନ ଦେଇଥାନ୍ତେ, ତେବେ ୧୯୮୪ରେ ହୋଇଥିବା ଶିଖ୍‌ ବିରୋଧୀ ଦଙ୍ଗା…