Odisha Link
Bridging the Missing Links in Odisha

ଆଜି ବିଶ୍ବ ମୃତ୍ତିକା ଦିବସ

ଭୁବନେଶ୍ବର: ଆଜି ହେଉଛି ମୃ୍ତ୍ତିକା ଦିବସ। ଜଳ ବାୟୁ ପରି ମୃତ୍ତିକା ମଧ୍ୟ ଏକାନ୍ତ ଆବଶ୍ୟକ। ସଭ୍ୟତାର ବିକାଶ ସହ ମୃତ୍ତିକାର ବିନାଶ ଘଟି ଚାଲିଛି। ମୃତ୍ତିକା ଯୋଗୁଁ ସାରା ବିଶ୍ବରେ ବାର୍ଷିକ ୩୭୦୦୦ ବର୍ଗ ମାଇଲ ଚାଷ ଜମି ନଷ୍ଟ ହେଉଛି। ମୃତ୍ତିକା ସୃଷ୍ଟି ପାଇଁ ବହୁ ବର୍ଷ ଲାଗିଥାଏ ତେଣୁ ମୃତ୍ତିକା…

ପର୍ଲ ହାର୍ବର ଗୁଳିକାଣ୍ଡରୁ ବର୍ତ୍ତିଲେ…

ୱାଶିଂଟନ: ଆଜି ସକାଳେ ଆମେରିକା ନୌସେନା ଏବଂ ଭାରତୀୟ ବାୟୁସେନାର ମିଳିତ ଘାଟି ପର୍ଲ ହାର୍ବର ହିକମ୍‌ରେ ଘଟିଛି ଗୁଳିକାଣ୍ଡ । ଗୁଳିକାଣ୍ଡ ସମୟରେ ଭାରତୀୟ ବାୟୁସେନା ଅଧ୍ୟକ୍ଷ ଆର.କେ.ଏସ. ଭଦୌରିଆ ସେଠାରେ ଉପସ୍ଥିତ ଥିବାବେଳେ ଏହି ଗୁଳିକାଣ୍ଡରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରଥମେ ଶିପ୍‌ୟାର୍ଡରେ…

ରାଜଧାନୀର ୬୦ଟି କଲ୍ୟାଣ ମଣ୍ଡପ ହେବ ସିଲ…

ଭୁବନେଶ୍ବର: ସିଲ ହେବ ରାଜଧାନୀର ୬୦ଟି କଲ୍ୟାଣ ମଣ୍ଡପ। ଘର ପାଇଁ ପ୍ଲାନ୍ ନେଇ କରାଯାଇଛି କଲ୍ୟାଣ ମଣ୍ଡପ। ଏପରିକି ୬୦ରୁ ଅଧିକ କଲ୍ୟାଣ ମଣ୍ଡପରେ ପାର୍କିଂ ବ୍ୟବସ୍ଥା ନାହିଁ କି ଅଗ୍ନି ନିରାପତ୍ତା ବ୍ୟବସ୍ଥା ବି ନାହିଁ। ଅଧିକାଂଶ ବିଡିଏ ଓ ବିଏମ୍‌ସିରୁ ଗୋଟିଏ ପ୍ଲାନ୍ ନେଇ ପୂରା ଭିନ୍ନ ପ୍ଲାନ୍‌ରେ…

ସଫେଇ କର୍ମଚାରୀ ଦେଲେ ଇଞ୍ଜେକସନ୍

ଢ଼େଙ୍କାନାଳ: ମେଡିକାଲରେ ଷ୍ଟାଫ୍ ଅଭାବରୁ ଶେଷରେ ରୋଗୀଙ୍କୁ ଇଞ୍ଜେକସନ୍ ଦେଲେ ହସ୍ପିଟାଲର ସଫେଇ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ହସ୍ପିଟାଲରେ ଥିବା ଜଣେ ମହିଳା ରୋଗୀଙ୍କୁ ସଫେଇ କର୍ମଚାରୀ ଇଞ୍ଜେକସନ୍ ଦେଉଥିବାର ଘଟଣା ଏବେ ଚର୍ଚ୍ଚାରେ ଆସିଛି।…

ଭବାନୀପାଟଣାରେ ସେକ୍ସ ରାକେଟ୍ ଠାବ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏକ ସେକ୍ସ ରାକେଟ ଠାବ କରାଯାଇଛି। ନାକଟିଗୁଡ଼ା ଛକରେ ଥିବା ଏକ ଘରେ ଏହି ସେକ୍ସ ରାକେଟକୁ ଠାବ କରିଛି ଟାଉନ୍ ଥାନା ପୋଲିସ। ଏହି ଘରୁ ୫ ଜଣ ଯୁବତୀଙ୍କ ସହ ୩ ଜଣ ଗ୍ରାହକଙ୍କୁ ଅଟକ ରଖାଯାଇଛି। ପୋଲିସର ସୂଚନା ଅନୁଯାୟୀ ୫ ଯୁବତୀଙ୍କ ମଧ୍ୟରୁ ୩ ଜଣ…

ଡିସେମ୍ବର ୬ରୁ ଅନଲାଇନ୍‌ରେ ଆଦାୟ ହେବ…

ଭୁବନେଶ୍ବର: ରାଜଧାନୀରେ ଘର ଥିବା ଲୋକଙ୍କ ହୋଲଡିଂ ଟିକସ ତଥ୍ୟ ଆସନ୍ତା ୬ ତାରିଖରୁ ବିଏମ୍‌ସି ୱେବସାଇଟ୍‌ରେ ଉପଲବ୍ଧ ହେବ। ଏହାକୁ ‌ଦେଖି ଟିକସ ଦାତା ଅନଲାଇନ୍‌ରେ ଟିକସ ପଇଠ କରିବେ। ଗତ ଅକ୍ଟୋବର ମାସରେ ବିଏମ୍‌ସି ହୋଲଡିଂ ଟିକସ ଆଦାୟ ନିୟମରେ ସଂଶୋଧନ ଆଣିଥିଲେ ମଧ୍ୟ ଟ୍ୟାକ୍ସ କଲେକ୍ଟରମାନେ…

ସୁନ୍ଦର ପିଚାଇ ହେଲେ ଆଲ୍‌ଫାବେଟ୍‌…

ନୂଆଦିଲ୍ଲୀ: ବିଶ୍ଵର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ଭାବେ ପରିଚିତ ଗୁଗଲର ସିଇଓ ସୁନ୍ଦର ପିଚାଇଙ୍କୁ ମିଳିଛି ନୂଆ ନିଯୁକ୍ତି । ଗୁଗଲର ଅନ୍ୟତମ କମ୍ପାନୀ ଆଲ୍‌ଫାବେଟ୍‌ର ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। ଗୁଗଲର ସହପ୍ରତିଷ୍ଠାତା ଲେରି ପେଜ୍‌ ଏବଂ ସର୍ଗି ବ୍ରିନଙ୍କ ଇସ୍ତଫା ପରେ ସୁନ୍ଦର ପିଚାଇଙ୍କୁ ଏହି…

କାହିଁକି ସୁନା ଅଳଙ୍କାର ଦର କମାଇବେ…

ନୂଆଦିଲ୍ଲୀ : ସୁନା ଦର କମାଇବାକୁ ବାଧ୍ୟ ହେବେ ବ୍ୟବସାୟୀ। କେନ୍ଦ୍ର ସରକାର ଆସନ୍ତା ୨୦୨୧ ଜାନୁୟାରୀ ୧୫ରୁ ସୁନା ଅଳଙ୍କାର ଉପରେ ହଲମାର୍କିଂକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି । ଯାହା ଦ୍ବାରା ସୁନା ଗହଣାରେ ହଲମାର୍କିଂ ନଥିଲେ ତାହା ବଜାରରେ ବିକ୍ରି ହେବ ନାହିଁ । ସରକାରଙ୍କ ଏହି ନିଷ୍ପତ୍ତି ଦେଶର…

ଜାନୁଆରିରୁ ମହଙ୍ଗା ହେବ ମାରୁତି କାର୍…

ନୂଆଦିଲ୍ଲୀ: ଆସନ୍ତାବର୍ଷ ଜାନୁଆରିରୁ ମାରୁତି ସୁଜୁକିର ବିଭିନ୍ନ ମଡେଲର କାର୍‌ର ମୂଲ୍ୟ ମହଙ୍ଗା ହେବାକୁ ଯାଉଛି। କମ୍ପାନି ପକ୍ଷରୁ ଏହି କାର୍‌ର ମୂଲ୍ୟ ବୃଦ୍ଧି ବାବଦରେ ଘୋଷଣା କରାଯାଇଛି। କାର୍ ନିର୍ମାଣରେ ବ୍ୟବହୃତ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ କମ୍ପାନି ଏଭଳି ନିଷ୍ପତ୍ତି ନେଇଛି ବୋଲି କମ୍ପାନି…

ଶିକ୍ଷକ ନଥିବାରୁ ଘାଟି ଜଙ୍ଗଲରେ ରାଲି…

କନ୍ଧମାଳ: ସ୍କୁଲରେ ଶିକ୍ଷକ ନଥିବାରୁ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧର ବେଲଘର ଅଞ୍ଚଳରେ ଘଞ୍ଚ ଜଙ୍ଗଲରେ ଭିତରେ ଚାଲି ଚାଲି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। ବିଦ୍ୟାଳୟରେ ଆବଶ୍ୟକ ଅନୁଯାୟୀ ଶିକ୍ଷକ ନଥିବାରୁ ଏହିପରି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ବେଲଘରରୁ ୨୬ କିଲୋମିଟର ଘାଟି ପାହାଡ ଓ ଘଂଚ…