Odisha Link
Bridging the Missing Links in Odisha

ଦକ୍ଷିଣ ଏସୀୟ କ୍ରୀଡ଼ାରେ ଓଡିଆ ଝିଅ…

ଭୁବନେଶ୍ବର: ନେପାଳର ତିନିଟି ସ୍ଥାନ ଯଥା କାଠମାଣ୍ଡୁ, ଜନକପୁର ଏବଂ ପୋଖରାରେ ଚାଲିଥିବା ଦକ୍ଷିଣ ଏସୀୟ କ୍ରୀଡ଼ାର ଦ୍ବିତୀୟ ଦିନରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ ମହିଳା ୧୦ ମିଟର ଏୟାର ରାଇଫଲ୍ ବନ୍ଧୁକ ଚାଳନାରେ ରୌପ୍ୟ ପଦକ ଜିତି ସମଗ୍ର ରାଜ୍ୟ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି। ଏହି ବର୍ଗରେ ଭାରତ…

ଆଜି ଭାରତୀୟ ନୌସେନା ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଆଜି ହେଉଛି ଭାରତୀୟ ନୌସେନାର ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଡିସେମ୍ବର ୪ତାରିଖକୁ ନୌସେନା ଦିବସ ଭାବରେ ପାଳନ କରାଯାଏ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା ଦେଖାଇଥିଲା ଅଦମ୍ୟ ସହାସ। ପାକିସ୍ତାନର ଅଚାନକ ଆକ୍ରମଣକୁ ପ୍ରତିହତ କରିବାକୁ ଭାରତୀୟ ସେନା ଆରମ୍ଭ କରିଥିଲା…

ପୃଥ୍ଵୀ-୨ର ରାତ୍ରିକାଳୀନ ପରୀକ୍ଷଣ ସଫଳ

ଭୁବନେଶ୍ବର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସମନ୍ବିତ ପରୀକ୍ଷା କେନ୍ଦ୍ରର ୩ ନମ୍ବର ଉତ୍‌କ୍ଷେପଣ କେନ୍ଦ୍ରରୁ ପୃଥ୍ଵୀ-୨ କ୍ଷେପଣାସ୍ତ୍ର ଏୟାରଫୋର୍ସ ଭର୍ସନର ରାତ୍ରୀକାଳୀନ ବ୍ୟବହାରିକ ପରୀକ୍ଷା କରାଯାଇଛି । ମଙ୍ଗଳବାର ସଂଧ୍ୟା ପ୍ରାୟ ୭ଟା ୫୦ ମିନିଟରେ ଏହି ପରୀକ୍ଷଣ ହୋଇଥିବା ବେଳେ ତାହା ସଫଳ ହୋଇଥିବା…

ଶ୍ରୀଦେବୀଙ୍କ ଜୀବନୀ ଉପରେ ପୁସ୍ତକ…

ଭୁବନେଶ୍ୱର: ଦିବଗଂତ ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ଉପରେ ପୁସ୍ତକ ଲେଖି ଚର୍ଚ୍ଚାରେ ଆସିଛନ୍ତି ଓଡ଼ିଆ ଯୁବ ଲେଖକ ସତ୍ୟାର୍ଥ ନାୟକ। ଦୀର୍ଘ ୫ ଦଶନ୍ଧୀ ଧରି ରୂପେଲି ପରଦାରେ ଅଭିନୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ରୀଦେବୀଙ୍କ ଅଭିନୟର ଯାତ୍ରାକୁ ନିଜ ପୁସ୍ତକ ‘ଶ୍ରୀଦେବୀ- ଦ ଇଟରନାଲ…

କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ…

ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଅଭୟାରଣ୍ୟ ଆସନ୍ତା ଡିସେମ୍ବର ୨୬ରୁ ଜାନୁଆରୀ ୪ତାରିଖ ପର୍ଯ୍ୟନ୍ତ ଅଭୟାରଣ୍ୟ ବନ୍ଦ ରହିବ। କୁମ୍ଭୀର ଗଣନା ଯୋଗୁଁ ଏହା ବନ୍ଦ ରହିବ। ଭିତରକନିକାର ନଦୀନାଳ ବିଶେଷକରି ରାଜନଗର ବନଖଣ୍ଡ ଅନ୍ତର୍ଗତ ରାଜନଗର ରେଂଜ, କନିକା ରେଂଜ, ଗହୀରମଥା ଓ କୁଜଙ୍ଗ ରେଂଜରେ ଏହି…

ଏଡସ୍‌ ରୋଗୀଙ୍କ ଅଇଁଠା ପାଣି ପିଇ ସଚେତନ…

ଅନୁଗୋଳ: ସମାଜରେ ଏଡସ୍‌ ରୋଗୀଙ୍କୁ ବାସନ୍ଦ ଉପରେ ସଚେତନତା ପାଇଁ ଡିସେମ୍ବର ୧ ତାରିଖରେ ପାଳିତ ହୋଇଥାଏ ବିଶ୍ବ ଏଡସ୍‌ ଦିବସ। ଏଡସ୍‌ ରୋଗୀଙ୍କୁ ଛୁଇଁଲେ କିମ୍ବା ତାଙ୍କ ସହ ଖିଆପିଆ କରିଲେ ଏହି ରୋଗ ସଂକ୍ରମଣ ହୋଇ ନଥାଏ ଏହି ବାର୍ତା ଦେବା ନିମନ୍ତେ ରବିବାର ଏଡସ୍‌ ସଚେତନତା ସଭାରେ ଅନୁଗୁଳର ଅତିରିକ୍ତ…

ଆଜିଠୁ ଇଗ୍ନୋ ପରୀକ୍ଷା ଆରମ୍ଭ

ଭୁବନେଶ୍ବର : ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ)ର ଟର୍ମ ଏଣ୍ଡ୍‌ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇ ଜାନୁଆରି ୩ରେ ଶେଷ ହେବ।। ଏହି ପରୀକ୍ଷା ପାଇଁ ୮୨୫ କେନ୍ଦ୍ର ଖୋଲାଯାଇଥିବା ବେଳେ ୧୬ ଗୋଟି ଅନ୍ତରାଷ୍ଟ୍ରୀୟ ପରୀକ୍ଷା କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି। ଏହି ବର୍ଷ ୬…

ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇଁ ମଧୁ ଆପ୍

ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ବୃଦ୍ଧି ଆଣିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆରମ୍ଭ କୁରୁଅଛି ମଧୁ ଆପ୍। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆପ୍କୁ ଉଦ୍‌ଘାଟନ କରିବେ। ଏହି ଆପ୍‌କୁ ଉତ୍କଳ ମଣି ମଧୁସୂଧନ ଦାସଙ୍କ ନାମରେ ନାମିତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ…

ଚଳିତ ଶିକ୍ଷାବର୍ଷ ଠାରୁ ସୁନ୍ଦରଗଡ…

ସୁନ୍ଦରଗଡ଼: ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ସୁନ୍ଦରଗଡ଼ ଏନ୍‌ଟିପିସି ମେଡିକାଲ୍ କଲେଜ ଓ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ଚଳିତ ଶିକ୍ଷାବର୍ଷ ଠାରୁ ଡାକ୍ତରୀ ପାଠ୍ୟକ୍ରମ ପାଇଁ ନାମଲେଖା ମଧ୍ୟ ହେବ। ସୁନ୍ଦରଗଡ଼ ଦାୟିତ୍ବରେ ଥିବା ଉନ୍ନୟନ ଆୟୁକ୍ତ ସୁରେଶଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ‌ଏନ୍‌ଟିପିସି…

ଭାରତୀୟ ନୌସେନାରେ ପ୍ରଥମ ମହିଳା ପାଇଲଟ୍

ଜଫରପୁର: ଭାରତୀୟ ବାୟୁସେନା ପରେ ଏବେ ନୌସେନାରେ ପ୍ରଥମ ମଧ୍ୟ ମହିଳା ପାଇଲଟ୍ ଯୋଗ ଦେବାକୁ ଯାଉଛନ୍ତି। ବିହାରର ଶିବାଙ୍ଗୀ ସ୍ବରୂପଙ୍କୁ ନୌସେନାର ପ୍ରଥମ ମହିଳା ପାଇଲଟ୍ ଭାବେ ଚୟନ କରାଯାଇଛି। ଶିବାଙ୍ଗୀ ସ୍ବରୂପ କେରଳର କୋଚ୍ଚିରେ ନୌସେନା ଅପରେଶନ ଡ୍ୟୁଟିରେ ସାମିଲ ହେବେ। ବର୍ତ୍ତମାନ ଶିବାଙ୍ଗୀ…