Odisha Link
Bridging the Missing Links in Odisha

ଦୁର୍ବଳ ହେଉଛି ଟଙ୍କାର ମୂଲ୍ୟ

ମୁମ୍ବାଇ: ବର୍ତ୍ତମାନ ମୁଦ୍ରା ବିନିମୟ ବଜାରରେ ଭାରତୀୟ ଟଙ୍କାର ପ୍ରଦର୍ଶନ ସବୁଠୁ ଖରାପ ରହିଛି। ଟଙ୍କା ମୂଲ୍ୟକୁ ସହ ପରିପୂରକ ଥବା ଅଭିବୃଦ୍ଧି ହାର କମୁଥିବାରୁ ଏହାର ମୂଲ୍ୟ ପ୍ରଭାବିତ ହେଉଛି। ଅଭିବୃଦ୍ଧି କମିଲେ ପୁଞ୍ଜିନିବେଶ ଆସିବା କମିଯିବ ଯାହାର ପ୍ରଭାବରେ ଟଙ୍କା ଦୁର୍ବଳ ହୋଇପଡ଼ିବ ବୋଲି…

୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଛି ୧୧…

ମୁମ୍ବାଇ: ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ଇତିମଧ୍ୟରେ ଘଟଣାକୁ ୧୧ ବର୍ଷ ପୂରିଗଲାଣି ହେଲେ ଆଜି ବି ମନରେ ତାଜା ଅଛି ସେ ନରସଂହାର ଦିନ। ଆଜି ସାରା ଦେଶ ୨୬/୧୧ ଆକ୍ରମଣର ୧୧ତମ ବାର୍ଷିକୀରେ ଶହୀଦ ବୀରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆତଙ୍କବାଦୀମାନେ…

ଜମି ବିବାଦ ସମାଧାନ ପାଇଁ ‘ଲାରା’କୋର୍ଟ

ଭୁବନେଶ୍ୱର: ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ବେଳେ ଜମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ ସମସ୍ୟାରେ ଉପୁଜୁଥିବା ବିବାଦକୁ ସୁରୁଖୁରୁରେ ସମାଧାନ କରିବାକୁ ନିମନ୍ତେ ରାଜସ୍ବ ବିଭାଗ ପକ୍ଷରୁ ତିନୋଟି ଜମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ କର୍ତ୍ତୃପକ୍ଷ(ଲାରା) କୋର୍ଟ ଖୋଲା…

ବିକ୍ରି ହେବନି ବାରବାଟୀର ୫୩୦୦ ଟିକେଟ

କଟକ: ବାରବାଟୀର ଷ୍ଟାଡିୟମର ୭ ନମ୍ବର ଗ୍ୟାଲେରିରୁ ୫୩୦୦ ଟିକଟ ବିକ୍ରି ହେବ ନାହିଁ। ଷ୍ଟାଡିୟମର ୭ ନମ୍ବର ଗ୍ୟାଲେରି ବିପଦ ସଂକୁଳ ଅବସ୍ଥାରେ ଥିବାରୁ ଆଜି ଆର୍‌ଡିସିଙ୍କ ସମୀକ୍ଷା ପରେ ଓସିଏର ସଂପାଦକ ସଂଜୟ ବେହେରା ଏହି ସୂଚନା ଦେଇଛନ୍ତି। ସୂଚନା ମୁତାବକ ଆସନ୍ତା ଇଣ୍ଡିଆ-ଓ୍ବେଷ୍ଟିଣ୍ଡିଜ୍‌ ଦିନିକିଆ…

ସମ୍ବିଧାନ ଆମ ପାଇଁ ବଡ ଓ ପବିତ୍ର ଗ୍ରନ୍ଥ…

ନୂଆଦିଲ୍ଲୀ: ମଙ୍ଗଳବାର ୭୦ ତମ ସମ୍ବିଧାନ ଦିବସ ଅବସରରେ ସଂସଦର ସେଣ୍ଟ୍ରାଲ ହଲ୍‌ରେ ଏକ ମିଳିତ ଅଧିବେଶନ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଯୋଗଦେଇ ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ…

ବ୍ରହ୍ମପୁରରେ ଘରୋଇ ବସ୍ ଚଳାଚଳ ବନ୍ଦ

ବ୍ରହ୍ମପୁର: ଆଜିଠୁ ବନ୍ଦ ହେଲା ବ୍ରହ୍ମପୁରର ସିଟି ବସଷ୍ଟାଣ୍ଡ। ଏହି ବସଷ୍ଟାଣ୍ଡର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାରୁ ଏହାର ମରାମତି କାର୍ଯ୍ୟ ଆରମ୍ଭ କରିବା ସହ ବସଷ୍ଟାଣ୍ଡକୁ ଦୁଇ ମାସ ପାଇଁ ବନ୍ଦ ରଖିବାକୁ ନିଷ୍ପତି ନେଇଛି ପ୍ରଶାସନ। ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ଘରୋଇ ବସ ମାଲିକ ସଙ୍ଘର ବିରୋଧ…

ଆଜି ୭୦ ତମ ସମ୍ବିଧାନ ଦିବସ

ଭୁବନେଶ୍ବର: ପ୍ରତିବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ। ଚଳିତ ବର୍ଷ ପାଳିତ ହେଉଛି ୭୦ ତମ ସମ୍ବିଧାନ ଦିବସ। ୧୯୪୯ ମସିହା ଆଜିର ଦିନରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା।ଭାରତର ସମ୍ବିଧାନ ବିଶ୍ୱର ସବୁଠାରୁ ବଡ ସମ୍ବିଧାନ। ଡା.ବି.ଆର୍.ଆମ୍ବେଦକର ଭାରତ ସମ୍ବିଧାନକୁ…

ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟଙ୍କ…

ମହାରାଷ୍ଟ୍ର: ମହାରାଷ୍ଟ୍ର ମାମଲାରେ ରାୟ ଶୁଣାଇଲେ ସୁପ୍ରିମକୋର୍ଟ। ଆସନ୍ତା କାଲି ୨୭ ତାରିଖ ସନ୍ଧ୍ୟା ୫ଟା ସମୟରେ ଫ୍ଲୋର ଟେଷ୍ଟ ହେବ। ଏହି ଫ୍ଲୋର ଟେଷ୍ଟରେ ସିକ୍ରେଟ ବାଲାଟ ବ୍ୟବହାର ନ ହେବା ପାଇଁ ମଧ୍ୟ ନିର୍ଦେଶ ଦେଲେ ସୁପ୍ରିମ କୋର୍ଟ। ଏହି ଫ୍ଲୋର ଟେଷ୍ଟର ସିଧା ପ୍ରସାରଣ କରାଯିବ। ପ୍ରୋ- ଟେମ୍‌…

ଆମେରିକାରେ ‘ଛବିରାଣୀ’

ଭୁବନେଶ୍ଵର: ୮୦ ଦଶକରେ ଘଟିଥିବା ଛବିରାଣୀ ହତ୍ୟାକାଣ୍ଡ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ଛବିରାଣୀ’ ଆମେରିକାର ବୋଷ୍ଟନ୍‍ ସହରରେ ପ୍ରଦର୍ଶିତ ହେବା ସହ ସାଉଁଟିଛି ଅନେକ ପ୍ରଶଂସା । ବାସ୍ତବଧର୍ମୀ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଓଡ଼ିଶା ସୋସାଇଟି ଅଫ୍‍ ନ୍ୟୁ ଇଂଲଣ୍ଡ ଜରିଆରେ ସେଠାରେ ପ୍ରଦର୍ଶିତ…

ମଧ୍ୟାହ୍ନ ଭୋଜନ ପାଇଁ ପରିବା କାଟୁଛନ୍ତି…

ବାଲେଶ୍ୱର: ମଧ୍ୟାହ୍ନ ଭୋଜନ ପାଇଁ ପରିବା କାଟୁଛନ୍ତି ସ୍କୁଲ୍‌ ଛାତ୍ରୀ। ପାଚିକା କିମ୍ବା ସହାୟିକାଙ୍କ ବଦଳରେ କୁନି କୁନି ପିଲାମାନଙ୍କୁ ମଧ୍ୟାହ୍ନ୍ନ ଭୋଜନ ପ୍ରସ୍ତୁତିରେ ଲଗାଯାଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଉପକଣ୍ଠ ସୁନ୍ଦରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ…