Odisha Link
Bridging the Missing Links in Odisha

ସବୁଜ ପୃଥିବୀ ପାଇଁ ଶପଥ ନେଲେ ୮ ଦେଶର…

ଭୁବନେଶ୍ୱର: ପରିବେଶ ସୁରକ୍ଷା, ବୃକ୍ଷରୋପଣ, ଜଙ୍ଗଲ ଓ ପଶୁପକ୍ଷୀ ସୁରକ୍ଷା ପାଇଁ କାର୍ଯ୍ୟରତ ଅନୁଷ୍ଠାନ ‘ପ୍ରେରଣା ଗ୍ରିନ ଆର୍ମି’ ପକ୍ଷରୁ ଗଙ୍ଗନଗରଠାରେ ‘ସବୁଜ ପୃଥିବୀ ପାଇଁ ଆମେ’ ନାମକ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ୮ଟି ଦେଶର ୬୦ପ୍ରତିନିଧି ଓ ୫୦୦ଗ୍ରିନ୍ ଆର୍ମି ଯୋଗ ଦେଇ ସବୁଜ…

ମଣ୍ଡିରେ ଉପସ୍ଥିତ ନ ରହିପାରିଲେ ବି ଧାନ…

ଭୁବନେଶ୍ୱର: ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛତା, ଶୃଙ୍ଖଳା ଓ ପାରଦର୍ଶିତା ସହ ସମ୍ପାଦନ କରିବା ପାଇଁ ଚଳିତ ବର୍ଷ ଚାଷୀଙ୍କର ପରିଚୟ ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଉଛି। ସେଥିପାଇଁ ସମସ୍ତ କ୍ରୟ କେନ୍ଦ୍ରକୁ ଇରିସ୍‌ ସ୍କାନର ଯୋଗାଇ ଦିଆଯାଉଛି। ତେବେ ଏହା ଜରିଆରେ ବୃଦ୍ଧ, ରୋଗଗ୍ରସ୍ତ ବା ଅକ୍ଷମ…

ନକଲି ଜର୍ଦା କାରଖାନାରେ ଚଢ଼ଉ

ଭଦ୍ରକ: ଆଜି ଭଦ୍ରକ ମିର୍ଜାପୁର ଗ୍ରାମରେ ଠାବ ହୋଉଛି ଏକ ଭେଜାଲ ଜର୍ଦା ତିଆରି କାରଖାନା। ନକଲି ଜର୍ଦ୍ଦା ତିଆରି କରୁଥିବା ନେଇ ଅଭିଯୋଗ ଆସିବା ପରେ ଚଢ଼ଉ କରିଛି ପୁଲିସ୍ । ନାମୀ ଦାମୀ କମ୍ପାନୀ ନାଁ ଓ ଲେବଲ୍‌ରେ ଦୀର୍ଘ ଦିନ ଧରି ଏଠାରେ ନକଲି ଜର୍ଦ୍ଦା ତିଆରି କରାଯାଉଥିଲା। କାରଖାନା ମାଲିକ ଶେଖ୍‌…

ବନ୍ଧୁକ ଛାଡି ଝାଡୁ ଧରିଲେ ମାଓନେତ୍ରୀ

ମାଲକାନଗିରି: ହାତରୁ ବନ୍ଧୁକ ଛାଡି ଧରିଛନ୍ତି ଝାଡୁ ଓ ଦେହରୁ ମାଓ ୟୁନିଫର୍ମ କାଢି ପିନ୍ଧିଛନ୍ତି ନୀଳ ପୋଷାକ। ଜଙ୍ଗଲି ରାଜ୍, ନକ୍ସଲି ହିଂସା ଓ ଲାଲ୍ ଚିନ୍ତାଧାରାକୁ ଛାଡି ଏବେ ପାଲଟିଛନ୍ତି ସାଧାରଣ ମଣିଷ। ଖୁସିରେ ମୁଣ୍ଡ ଟେକି ବଞ୍ଚିବାର ସହ ଆଖିରେ ଝଲସୁଛି ସ୍ୱାବଲମ୍ବୀ ହେବାର ଝୁଙ୍କ୍। ଏହି କାହାଣୀ…

କନ୍ୟା ୬ ଫୁଟ୍‍ କୁ ବର ୨ ଫୁଟ୍‍

ଓସ୍‌ଲୋ: କଥାରେ ଅଛି ଜୀବନସାଥୀ ଭଗବାନ ହିଁ ଧାର୍ଯ୍ୟ କରିଥାନ୍ତି। ସମ୍ପର୍କ ଗଢିବା ପାଇଁ ସମାନତା କିମ୍ବା ସୌନ୍ଦର୍ଯ୍ୟର ଆବଶ୍ୟକତା ନଥାଏ, ଏହି କଥାକୁ ପ୍ରମାଣ କରିଛନ୍ତି ପାକିସ୍ତାନର ଏକ ଦମ୍ପତ୍ତି। ଏହି ଦମ୍ପତ୍ତିଙ୍କ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚ ଚାଲିଛି। ପାକିସ୍ତାନରେ ୬ ଫୁଟ୍‍ର କନ୍ୟା…

ଫାସ୍‌ଟ୍ୟାଗ୍‌ କଣ? ଜାଣନ୍ତୁ…

ଭୁବନେଶ୍ବର: ଫାସ୍‌ଟ୍ୟାଗ୍‌ ହେଉଛି ଟୋଲ୍‌ ଟିକସ ସଂଗ୍ରହ ଲାଗି ଏକ ପ୍ରିପେଡ୍ ରିଚାର୍ଜେବଲ ଟ୍ୟାଗ୍ସ ଯେଉଁଥିରେ ଟୋଲ୍‌ ଟ୍ୟାକ୍ସରେ ଆପେଆପେ ଟିକସ ପୈଠ ହୋଇଥାଏ। ଆରଏଫଆଇଡି ଅଧାରିତ ଫାସ୍‌ଟ୍ୟାଗକୁ ଗାଡିର ଓ୍ବିଣ୍ଡ ସ୍କ୍ରିନ୍‌ ନିକଟରେ ସଂଯୁକ୍ତ କରାଯାଇଥାଏ। ଏଥିସହ ଫାସ୍‌ଟ୍ୟାଗକୁ ବ୍ୟାଙ୍କ ଆକାଉଣ୍ଟକୁ…

ଆପଣଙ୍କ ଗାଡିରେ ଏହି ସୁବିଧା ନଥିଲେ…

ଭୁବନେଶ୍ବର: ଆସନ୍ତା ଡିସେମ୍ବର ପହିଲାରୁ ଦେଶର ସବୁ ଜାତୀୟ ରାଜପଥ ଗୁଡିକରେ ଲାଗୁ ହେବ ନୁଆ ନିୟମ। ଟୋଲ୍‌ ପ୍ଲାଜାଗୁଡିକରେ ରେଡିଓ -ଫ୍ରିକ୍ବେନ୍ସି-ଆଇଡେଣ୍ଟିଫିକେଶନ୍‌ ( ଆରଏଫଆଇଡି) ଆଧାରିତ ଫାସ୍‌ ଟ୍ୟାଗ ଜରିଆରେ ଟୋଲ ଆଦାୟ କରାଯିବ। ଘରୋଇ ଗାଡି ହେଇ କିମ୍ବା ବ୍ୟବସାୟିକ ଗାଡି ସମସ୍ତଙ୍କ ପାଇଁ ଏହି…

ବେକାରୀ କ୍ଷେତ୍ରରେ ଓଡ଼ିଶା ଏକ ନମ୍ବର

ଭୁବନେଶ୍ୱର: ରାଜ୍ୟରେ ବେରୋଜଗାରୀର ଉତ୍କଟ ସ୍ଥିତି ଦେଖାଦେଇଛି। ବେରୋଜଗାର ପୁରୁଷ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ଅଛି। ପ୍ରତି ୧୦ ଜଣ ନିଯୁକ୍ତି ଆଶାୟୀଙକ ମଧ୍ୟରୁ ୩ ଜଣ ବେକାର। ଭାରତ ସରକାରଙ୍କ ଏନ୍ଏସ୍ଓ ଦ୍ୱାରା ପ୍ରକାଶିତ ଶେଷ ସର୍ଭେ ରିପୋର୍ଟରୁ ମିଳିଛି ଏଭଳି ଉଦ୍‌ବେଗଜନକ…

ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌…

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲି ପାଳନର ଦ୍ବିତୀୟ ଦିନରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ପୂରାତନ ଛାତ୍ର ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପିର ଏହି ଟାଣୁଆ ନେତାଙ୍କ ସହ ଗୋଟିଏ ମଞ୍ଚରେ ବସିଥିଲେ ବିଶ୍ବିବଦ୍ୟାଳୟର ଅନ୍ୟତମ ପୁରାତନ ଛାତ୍ର ତଥା…

ଓ୍ବାର୍ଲ୍ଡ ପାନୋରମା ଏସିଆ ପ୍ରିମିୟରରେ…

ଭୁବନେଶ୍ବର: ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ମୁଖ୍ୟ ସମସ୍ୟା ପାଲଟିଛି। ଏହାର ପରିବର୍ତ୍ତନ ଓ ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ୧୧ ଦେଶର ୧୧ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତାଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର 'ଇଣ୍ଟରଡିପେଣ୍ଡେନ୍ସ' ଗୋଆ…