Odisha Link
Bridging the Missing Links in Odisha

ଗଞ୍ଜାମ ସ୍କୁଲ୍‌ରେ ‘ଓ୍ବାଟର…

ବ୍ରହ୍ମପୁର: ପାଣିର ଗୁରୁତ୍ବକୁ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ ନେଇଛନ୍ତିଏକ ପ୍ରଶଂସନୀୟ ପଦକ୍ଷେପ । ସ୍କୁଲରେ ପିଲାମାନେ ଯେପରି ଠିକ୍ ସମୟରେ ପାଣି ପିଇବେ ସେଥି ନିମନ୍ତେ ଜିଲ୍ଲାପାଳ ‘ୱାଟର ବେଲ୍’ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି କରିଛନ୍ତି । ନଭେମ୍ବର ୨୫ରୁ…

ଚାକିରି ଦେବା ଆଳରେ ଟଙ୍କା ଲୁଟ୍

ରଣପୁର: ଚାକିରୀ ଦେବା ଆଳରେ ବେକାରୀ ଯୁବକଙ୍କୁ ଠକି ଟଙ୍କା ନେବା ଘଟଣା ସାମ୍ନାକୁ ଆସିଛି। ନୟାଗଡ ଜିଳ୍ଲା ରଣପୁର ଅଞ୍ଚଳରେ ବେକାରୀ ଯୁବକ ମାନଙ୍କୁ ମାଲେସିଆରେ ଚାକିରୀ କରେଇ ଦେବା ପ୍ରଲୋଭନ ଦେଖାଇ ଏକ ଠକେଇ ଗୋଷ୍ଠୀ ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଲୁଟି ନେଇଛନ୍ତି। ସେମାନେ ଜଣଙ୍କୁ ଚାକିରୀ ଦେବା…

୨୫ରେ ଭୁବନେଶ୍ବର ସ୍କିଲ୍‌ ମେଳା

ଭୁବନେଶ୍ୱର: କୌଶଳୀ ଖୋଜୁଥିବା ଅନୁଷ୍ଠାନ ଓ ଏବଂ କୌଶଳ ହାସଲ ନିମନ୍ତେ ଆଗ୍ରହୀ ଥିବା ଯୁବପିଢିଙ୍କୁ ଏକାଠି କରିବା ଲକ୍ଷ୍ୟ ରଖି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଆୟୋଜନ କରାଯାଉଛି ଏହି ସ୍କିଲ୍‌ ମେଳା। ଏହି ମେଳା ଆସନ୍ତା ୨୫ ତାରଖରେ ସହିଦନଗର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ। ଏହି…

ଭୁବନେଶ୍ୱରରୁ ସୁରତକୁ ଆରମ୍ଭ ହେବ ବିମାନ…

ଭୁବନେଶ୍ୱର: ଭୁବନେଶ୍ୱରରୁ ସୁରତକୁ ଆରମ୍ଭ ହେବ ଏୟାର ଇଣ୍ଡିଆର ବିମାନ ସେବା। ଏହି ବିମାନ ଚଳାଚଳ ସେବା ଆସନ୍ତା ଜାନୁଆରି ୨୦ରୁ ଆରମ୍ଭ ହେବ ଏବଂ ସପ୍ତାହକୁ ଦୁଇ ଦିନ ବିମାନ ଉଡ଼ାଣ କରିବ ବୋଲି ଜଣାଯାଇଛି। ଏୟାର ଇଣ୍ଡିଆର ବରିଷ୍ଠ ଏଜିଏମ୍‌(ମାର୍କେଟିଂ ପ୍ଲାନିଂ ଆଣ୍ଡ ସିଡ୍ୟୁଲସ୍‌) ମୋନିକା ଠୁକରାଲ ବିଜୁ…

ରାଜ୍ୟ ରାଜସ୍ବ ଆଦାୟରେ ୯% ବୃଦ୍ଧି

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟ ସରକାରଙ୍କ ମୋଟ ରାଜସ୍ବ ଆଦାୟରେ ୯% ବୃଦ୍ଧି ଘଟିଛି। ଅଣ ଟିକସ ବାବଦକୁ ୭୩୯୯ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ସେଥିରେ ୧୨.୨୪% ବୃଦ୍ଧି ଘଟିଛି। ଖଣି ରାଜସ୍ବ ଆଦାୟରେ ୧୧% ଓ ଜଳ କର ଆଦାୟରେ ପ୍ରାୟ ୪୬% ବୃଦ୍ଧି ଘଟିଛି। ନିଜସ୍ବ ଟିକସ‌ରେ ୭.୫୬ ପ୍ରତିଶତ ବୃଦ୍ଧି…

‘ମେକ୍‌ ଇନ୍‌ ଓଡିଶା’ରେ…

ଭୁବନେଶ୍ବର: ଓଡିଶାକୁ ୨୦୧୬ ଏବଂ ୨୦୧୮ରେ 'ମେକ୍‌ ଇନ୍‌ ଓଡିଶା'ର ଦୁଇ ଗୋଟି ସଂସ୍କରଣରେ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ୨୮୬ଟି ପ୍ରସ୍ଥାବ ଆସିଥିଲା। ୨୦୧୬ ସଂସ୍କରଣରେ ୮୪ଟି ଏବଂ ୨୦୧୮ ସଂସ୍କରଣରେ ୨୦୨ ଟି ପ୍ରସ୍ତାବ ଆସିଥିଲା। ଏହି ମାଧ୍ୟମରେ ୬,୨୬,୩୪୯.୫୩ କୋଟି ଟଙ୍କାର ପୁଞ୍ଜିନିବେଶ…

ରାଜସ୍ଥାନରେ ସଡ଼କ ଦୁର୍ଘଟଣା: ମୃତ୍ୟୁ…

ରାଜସ୍ଥାନ: ଆଜି ଭୋର ୩ଟା ସମୟରେ ରାଜସ୍ଥାନର ନାଗୌରର କୁଚମନରେ ଘଟିଛି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା। ସୂଚନା ମୁତାବକ ୨ଟି ମିନିବସ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଶକ୍ତ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏହି ସଡ଼କ ଦୁର୍ଘଟଣାରେ ୧୧ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ…

ସ୍ବଚ୍ଛତା ପାଇଁ ଓଡିଶାକୁ ପୁରସ୍କାର

ଭୁବନେଶ୍ବର: ଓଡିଶାକୁ ସ୍ବଚ୍ଛ ରାଜ୍ୟ ଭାବେ ଇଣ୍ଡିଆ ଟୁଡେ ପକ୍ଷରୁ ପୁରସ୍କୃତ କରାଯାଇଛି। ଗତକାଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ନବୀନ ପଟ୍ଟନାୟକଙ୍କୁ ତରଫରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀ ଠାରେ ଆୟୋଜିତ ସଭାରେ 'ଷ୍ଟେଟ୍‌ ଅଫ୍‌ ଦି ଷ୍ଟେଟସ୍' କନକ୍ଲେଭ୍‌ ୨୦୧୯ରେ କେନ୍ଦ୍ର…

ଆଜି ଜାତୀୟ କାଜୁ ଦିବସ

ଭୁବନେଶ୍ବର: ୨୦୧୫ ମସିହାରୁ ପ୍ରତିବର୍ଷ ନଭେମ୍ବର ୨୩ ତାରିଖକୁ ଜାତୀୟ କାଜୁ ଦିବସ ରୁପେ ପାଳନ କରାଯାଉଛି। କାଜୁ ଏକ ଚିରହରିତ ବୃକ୍ଷ ଏବଂ ଏହାର ଉତ୍ପତ୍ତି ବ୍ରାଜିଲର ଉପକୂଳବର୍ତ୍ତୀ ଅଞ୍ଚଳରେ ହୋଇଥିଲା। ୧୫୬୦ ମସିହାରେ ପର୍ତ୍ତୁଗିଜ୍‌ ନାବିକଙ୍କ ଦ୍ବାରା ଏହା ଭାରତକୁ ଆସିଥିଲା। ଆମ ଦେଶରେ ପ୍ରଥମେ…

୮ ଶିଳ୍ପୀଙ୍କୁ ମିଳିବ ଓଡିଶା ଲଳିତକଳା…

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ୩୮ ତମ ଲଳିତକଳା ଏକାଡେମୀ ରାଜ୍ୟ ପୁରସ୍କାର ଘୋଷଣା କରାଯାଉଛି। ଏହି ପ୍ରଦର୍ଶନୀ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୬୭ ଜଣ ଶିଳ୍ପୀଙ୍କ ଠାରୁ ୬୧୫ କଳାକୃତି ମନୋନୟନ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ…