Odisha Link
Bridging the Missing Links in Odisha

ଆଜି ଭୁବନେଶ୍ବର ଆସୁଛନ୍ତି ସୁନିଧି ଚୌହାନ

ଭୁବନେଶ୍ବର: ନିଜ ଗୀତର ଯାଦୁରେ ଶ୍ରୋତାଙ୍କୁ ମତଓ୍ବାଲ କରିଥିବା ବଲିଉଡ୍‌ର ନାମୀ ପ୍ରଚ୍ଛଦପଟ ଗାୟିକା ସୁନିଧି ଚୌହାନ ଆଜି ରାଜଧାନୀ ଭୁବନେଶ୍ବର ଆସୁଛନ୍ତି। ଆସନ୍ତା କାଲି ସନ୍ଧ୍ୟାରେ ଜନତା ମଇଦାନଠାରେ ସୁନିଧିଙ୍କର ଏକ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି। ସୁନିଧିଙ୍କ ଭୁବନେଶ୍ବର ଆଗମନକୁ ନେଇ…

ଆଜିଠାରୁ ଉତ୍କଳ ବିଶ୍ବବିଦ୍ୟାଳୟର…

ଭୁବନେଶ୍ବର: ଆଜି ଠାରୁ ୫ ଦିନ ବ୍ୟାପି ଉତ୍କଳ ବିଶ୍ବବିଦ୍ୟାଳୟ ପାଳିବ ଏହାର ପ୍ଲାଟିନମ୍ ଜୁବୁଲି । ଆଜି ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିବେ। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟରେ ପହଞ୍ଚି ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ…

ବାଂଲାଦେଶକୁ ଅଲଆଉଟ୍‌ କଲା ଭାରତ

କୋଲକାତା: କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମ୍‌ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ପିଙ୍କ୍‌ ବଲ୍ ଟେଷ୍ଟ ମ୍ୟାଚ୍‌ରେ ଭାରତର ପ୍ରଶଂସନୀୟ ପ୍ରଦର୍ଶନ। ଭାରତୀୟ ଟିମ୍‌ ବାଂଲାଦେଶକୁ ୧୦୬ ରନ୍‌ରେ ଅଲ୍‌ଆଉଟ୍‌ କରିଛି। ଏହା ବାଂଲାଦେଶର ଭାରତ ବିପକ୍ଷରେ ୧୯ ବର୍ଷ ମଧ୍ୟରେ ସର୍ବ ନିମ୍ନ…

ରୋଡ୍ ରୋମିଓଙ୍କ ପାଇଁ ‘ଅନ୍ ରୋଡ୍…

ଭୁବନେଶ୍ବର: ଭୁବନେଶ୍ବରର ରାସ୍ତାରେ ରୋଡ୍ ରୋମିଓଙ୍କୁ ସାବାଡ୍ କରିବା ପାଇଁ କମିଶନର ପୋଲିସ ଗଠନ କରିବାକୁ ଯାଉଛି ଇଭଟିଜିଂ ସ୍କ୍ୱାର୍ଡ ଗଠନ କରିବାକୁ ଯାଉଛି। ରାସ୍ତାରେ ମଝିରେ ଯୁବତୀ ଏବଂ ଛାତ୍ରୀଙ୍କୁ ହଇରାଣ କରୁଥିବା ରୋଡ୍ ରୋମିଓ ଏହି ସ୍କ୍ୱାର୍ଡ ହାବୁଡରେ ପଡିଲେ 'ଅନ୍ ରୋଡ୍ ପନିସମେଣ୍ଟ' ପାଇବେ।…

ବାଣୀବିହାର କ୍ୟାମ୍ପସ୍‌ରେ ଯୁବକଙ୍କ…

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ବାଣୀବିହାର କ୍ୟାମ୍ପସ୍‌ରେ ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ। ଯୁବକ ଜଣକ ଉଲଗ୍ନ ଅବସ୍ଥାରେ ପରିଜା ଲାଇବ୍ରେରୀ ଛାତ ଉପରକୁ ଚଢି ଆତ୍ମହତ୍ୟା କରିବାର ଧମକ ଦେଉଛନ୍ତି। ଏହି ଯୁବକଙ୍କ ପରିଚୟ ମିଳିନଥିବା ବେଳେ, ଘଟଣା ସ୍ଥଳରେ ପହଞ୍ଚିଛି ଦମକଳବାହିନୀ। ୩ ପ୍ରକାରର ଉଦ୍ୟମରେ…

ପ୍ଲାଟିନମ୍‌ ଜୁବୁଲି ପାଇଁ ଛାତ୍ରଛାତ୍ରୀ…

ଭୁବନେଶ୍ବର: ସ୍ବତନ୍ତ୍ର ଓଡିଶାର ପ୍ରଥମ ବିଶ୍ବବିଦ୍ୟାଳୟ ଉତ୍କଳ ବିଶ୍ବବିଦ୍ୟାଳୟ। କାଳକ୍ରମେ ଏହି ବାଣୀ କ୍ଷେତ୍ରକୁ ପୁରୁଛି ୭୫ ବର୍ଷ। ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଉତ୍କଳ ବିଶ୍ବବିଦ୍ୟାଳୟ ପରିସର। ପ୍ଲାଟିନମ୍‌ ଜୁବୁଲିକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ, ଅଧ୍ୟାପକ ଅଧ୍ୟାପିକା ଓ…

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ…

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ନିକଟସ୍ଥ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରୁ ବିପୁଳ ପରିମାଣର ଆଇଇଡି ଠାବ କରାଯାଇଛି। ଏତେ ପରିମାଣର ଆଇଇଡି ଠାବ ପରେ ଜାତୀୟ ରାଜପଥରେ ଗାଡ଼ି ମଟର ଚଳାଚଳକୁ ବନ୍ଦ କରି ଦିଆଯାଇଛି ଏବଂ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରୟ…

ଅଣ୍ଡା ନେଲା ଜୀବନ

ଧର୍ମଶାଳା: ଅଣ୍ଡା କଥା ପଡିଲେ ଆପଣ ନକଲି ଅଣ୍ଡା କିମ୍ବା ପ୍ଲାଷ୍ଟିକ ଅଣ୍ଡା କଥା ଭାବୁଥିବେ। ଆଜିକାଲି ଖବରକାଗଜ, ନ୍ୟୁଜ୍‌ ଓ ସୋସିଆଲ ମିଡିଆରେ ଆପଣ ପ୍ଲାଷ୍ଟିକ ଅଣ୍ଡା ବିଷୟରେ ଖବର ଶୁଣୁ ଥିବେ ନିଶ୍ଚିତ । କିନ୍ତୁ ଏଠାରେ ଆମେ ଆପଣଙ୍କୁ ନକଲି ଅଣ୍ଡା ବିଷୟରେ କହୁ ନାହୁଁ। ଏବେ ଆପଣ ଭାବୁ ଥିବେ ସାମାନ୍ୟ…

ଲାଲଗଡରୁ ପ୍ରେମ ବିବାହ

ଅନୁଗୋଳ: ଲାଲଗଡ଼ରୁ ଆରମ୍ଭ ହୋଇଥିବା ପ୍ରେମ ଶେଷରେ ବିବାହରେ ପରିଣତ ହୋଇଛି। ଏ ହେଉଛି ଦୁଇ ନକ୍ସଲ କମାଣ୍ଡର ମୁଖ୍ୟ ଛୋଟୁ ଓ ଜଲିଙ୍କ ଜୀବନ କାହାଣୀ। ଝାଡଖଣ୍ଡର ଛୋଟୁ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସଂଗଠନ ପାଇଁ କାମ କରିବା ବେଳେ ଜଲିଙ୍କ ସହ ତାଙ୍କର ଭେଟ ହୋଇଥିଲା। ମାଓ ଶିବିରରେ କାମ କରିବା…

ଆକାଶରୁ ବର୍ଷିଲା ଟଙ୍କା, ଦେଖନ୍ତୁ ଭିଡିଓ

କୋଲକାତା: ଆକାଶରୁ ଟଙ୍କା ବର୍ଷିବା କଥାଟି ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ। ଆକାଶରୁ କେମିତି ଟଙ୍କା ବର୍ଷା ହେଲା ଏହା ଆପଣ ଭାବୁଥିବେ। କୋଲକାତାରେ ଏଭଳି ଟଙ୍କା ବର୍ଷା ଦୃଶ୍ୟ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ଆକାଶରୁ ୨ ହଜାର, ୫୦୦ ଓ ୧୦୦ ଟଙ୍କିଆ ନୋଟ ବର୍ଷା…