Odisha Link
Bridging the Missing Links in Odisha

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ କପ୍‌ରେ ବିଶ୍ବ…

ନୂଆଦିଲ୍ଲୀ: ଚୀନ୍‌ର ପୁତିଆନ୍‌ ଠାରେ ଚାଲିଥିବା ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସୁଟିଙ୍ଗ୍‌ ସ୍ପୋର୍ଟ ଫେଡେରେସନ୍‌ର (ଆଇଏସ୍‌ଏସ୍‌ଏଫ୍‌) ରାଇଫଲ୍‌ ଏବଂ ପିସ୍ତଲ ବିଶ୍ୱକପ୍‌ରେ ଗୁରୁବାର ଦିନ ଭାରତୀୟ ସୁଟର୍‌ ମନୁ ଭାକର ଆଣିଛନ୍ତି ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣପଦକ। ଟୁର୍ଣ୍ଣାମେଣ୍ଟ୍‌ର ମହିଳା ବିଭାଗରେ ୧୦ ମିଟର…

ବିଏମ୍‌ସିର ୧୧ ଆହାର କେନ୍ଦ୍ରକୁ ଆଇଓଏସ୍…

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧିନରେ ଥିବା ୧୧ ଗୋଟି ଆହାର କେନ୍ଦ୍ରକୁ ଇଣ୍ଡରନ୍ୟାଶନାଲ ଅର୍ଗାନାଇଜେଶନ ଅଫ୍‌ ଷ୍ଟାଣ୍ଡାର୍ଡାଇଜେଶନ ମାନ୍ୟତା ମିଳିଛି। ଏହା ଅର୍ନ୍ତଗତ ଥବା ଆହାରକେନ୍ଦ୍ର ଗୁଡ଼ିକ ହେଲା; କ୍ୟାପିଟାଲ ହସ୍ପିଟାଲ ପରିସର, କଳ୍ପନା ଛକ ମ୍ୟୁଜିୟମ୍‌ ସମ୍ମୁଖ,…

ପୃଥ୍ବୀ-୨ର ଦ୍ବୈତ ପରୀକ୍ଷା ସଫଳ

ଚାନ୍ଦିପୁର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁରସ୍ଥିତ ଆଇଟିଆର୍‌ ଗତକାଲି କିଛି ସମୟ ବ୍ୟବଧାନରେ ଦୁଇ ଦୁଇଥର ପୃଥ୍ବୀ-୨ ମିଜାଇଲ୍‌ର ବ୍ୟବହାରିକ ସଫଳ ପରୀକ୍ଷା କରାଯାଇଛି। ଆଇଟିଆର୍‌ ୩ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ଏହାର ପ୍ରଥମ ପରୀକ୍ଷା ସଂଧ୍ୟା ପ୍ରାୟ ୭ଟା ୬ ମିନିଟ୍‌ରେ ହୋଇଥିବା ବେଳେ ପରବର୍ତୀ ପରୀକ୍ଷା…

ମାଧ୍ୟମିକ ଶିକ୍ଷା ବୋର୍ଡ ଅଧିକାରୀଙ୍କ…

କଟକ: ହାଇସ୍କୁଲ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନର ସାମ୍ବିଧାନିକ ଦାୟିତ୍ବ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର। ଏହି ଦାୟିତ୍ବକୁ ବୋର୍ଡ ହାତରୁ କାଢ଼ି ନେଇ ଟିବିପିଏମ୍‌କୁ ଦିଆଯିବାକୁ କିଛି ପ୍ରାଶାସନିକ ଅଧିକାରୀ ଚକ୍ରାନ୍ତ କରିଛନ୍ତି। ଏପରି କରାଗ‌ଲେ ବୋର୍ଡର ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହ…

ଧରମବନ୍ଧାରେ ପୁଣି ଥରେ ବାଘ ଆତଙ୍କ

ନୂଆପଡା: ନୂଆପଡ଼ା ଜିଲ୍ଲାର ଧରମବନ୍ଧା ଅଞ୍ଚଳରେ ଦେଖା ଦେଇଛି ପୁଣି ବାଘ ଆତଙ୍କ। ସପ୍ତାହ ତଳେ ଧରମବନ୍ଧା ସରପଞ୍ଚଙ୍କ ଗାଈକୁ ମାରି ବାଘ ଖାଇ ଦେଇଥିଲା। ଏବେ ପୁଣି ସେହି ଜଙ୍ଗଲରେ ବାଘ ଏକ ବଳଦକୁ ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଧରମବନ୍ଧା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ…

ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ଆହୁରି…

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ଆହୁରି ତଳକୁ ଖସିବ। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସଂସ୍ଥା ଗୁଡିକ ଏଭଳି ଆକଳନ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ୍‌-ଜୁନ୍‌)ରେ ଭାରତର ଜିଡିପି ଅଭିବୃଦ୍ଧି ୫% ନିମ୍ନ ସ୍ତରକୁ ଖସିଯାଇଥିଲା। ଜୁଲାଇ-ସେପ୍ଟେମ୍ବର ତିନି ମାସରେ…

ଏସ୍‌ସିବିରେ ତିଆରି ହେବ ୩ ହଜାର ଶଯ୍ୟା…

କଟକ: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ନିର୍ମାଣ ହେବ ୩ ହଜାର ଶଯ୍ୟା ବିଶିଷ୍ଟ ବିଶ୍ବସ୍ତରୀୟ ୱାର୍ଡ।ଏହା ମହାନଦୀ ରିଂ’ ବନ୍ଧରୁ ଏସ୍‌ସିବି ଓ ବୋସ ଇଞ୍ଜିନିୟରିଙ୍ଗ ସ୍କୁଲ ମଧ୍ୟରେ ରହିଥିବା ଅଞ୍ଚଳରେ ନିର୍ମାଣ ହେବ। ଏହି ୱାର୍ଡରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ରହିବ। ଗତ କାଲି…

ପିଆଜ ଦର ୧୦୦ ଛୁଇଁବ!

ଭୁବନେଶ୍ବର: ପିଆଜ ଦରରେ ଏବେ ନିଆଁ ଲାଗିଛି। ସାରା ରାଜ୍ୟରେ ଏବେ ପିଆଜ ଦର କମିବା ନାଁ ଧରୁନି। ରାଜଧାନୀରେ ଖୁଚୁରା ବଜାର ଦର ୮୦ ଟଙ୍କା ଛୁଇଁ ଥିବା ବେଳେ ଆଗକୁ ଆହୁରି ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ ଓ ଖୁବ୍‌ ଶୀଘ୍ର ପିଆଜ ୧୦୦ ଟଙ୍କା ଡେଇଁବ ବୋଲି ବ୍ୟବସାୟୀ ମହଲରୁ ଜଣାପଡ଼ିଛି। ମହାରାଷ୍ଟ୍ରର…

ସ୍ମୋକ୍‌ ଅଲାରାମ୍‌ ଯୋଗୁଁ ଇଣ୍ଡିଗୋ…

ନୂଆଦିଲ୍ଲୀ: କୋୟମ୍ବଟୁରରୁ ଆସୁଥିବା ଏକ ଇଣ୍ଡିଗୋ ବିମାନ ଚେନ୍ନାଇ ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ପ୍ରାଥମିକ ସୂଚନା ଅନୁସାରେ, ବିମାନ କାରଗୋ ବେରେ ଧୁଆଁ ବାହାରିବାରୁ ସ୍ମୋକ୍‌ ଅଲାରାମ୍‌ ବାଜିଥିଲା ଏବଂ ବିମାନର ଜରୁରୀକାଳୀନ ଅବତରଣ କରିଯାଇଛି। ବିମାନରେ ଥିବା ୧୬୮ଜଣଯାତ୍ରୀ ଓ କ୍ରିୟୁ…

ପୁଣି ଆର୍‌ଟିଓ କାର୍ଯ୍ୟାଳୟରେ ଭିଡ

ଭୁବନେଶ୍ବର: ପୁଣି ଥରେ ରାଜଧାନୀର ୨ଟି ଆରଟିଓ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇଉଠିଛି। ଡିସେମ୍ବର ୧ରୁ ଆର୍‌ଟିଓ ନିୟମ କଡ଼ାକଡ଼ି କରାଯିବ ବୋଲି ଖବର ପ୍ରକାଶ ପାଇବା ପରେ ଲୋକମାନେ ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ଫିଟ୍‌ନେସ୍‌, କାଗଜପତ୍ର ପାଇଁ ବୁଧବାର ଆର୍‌ଟିଓ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘସମୟ ଧରି ଅପେକ୍ଷା…