Odisha Link
Bridging the Missing Links in Odisha

ଟାୟାର ଗୋଦାମରେ ଅଗ୍ନିକାଣ୍ଡ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅନ୍ତର୍ଗତ କୁନୁମୁରୁ ଗାଁର ଏକ ଟାୟାର ଗୋଦାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଟାୟାର ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ…

ମାନବିକତା ଦେଖାଇଲେ ଦୁଇ ଯୁବକ

କୋଣାର୍କ: ଆଜି ବି ସମାଜରେ ବଞ୍ଚି ରହିଛି ମାନବିକତା । ଏହାର ପ୍ରମାଣ ଦେଇଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଦୁଇ ଯୁବକ। ମାନବିକତା ଆଗରେ ହାର ମାନିଛି ସୁନା/ରୂପାର ଲୋଭ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଏହି ଦୁଇ ଯୁବକ । ଅଚାନକ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇବା ପରେ ବି ସେ…

ସାନ୍‌ ଓ ସ୍ମୃତିଙ୍କ ନିଆରା ସଂଘର୍ଷ

କେରଳ: କୁହାଯାଏ ପତି-ପତ୍ନୀଙ୍କ ସଂପର୍କ ଦୁଇ ମନ ଗୋଟିଏ ପ୍ରାଣ ବୋଲି। ଏମିତି ଏକ ନିଆରା ସ୍ୱାମୀ-ସ୍ତ୍ରୀ ସଂପର୍କ ଦେଖିବାକୁ ମିଳିଛି କେରଳ ଥିସୁରରେ। ସାତ ଜନ୍ମ ଏକାଠି ରହିବାକୁ ପଣ କରି ଏହାକୁ ସତ ଭାବେ ପ୍ରମାଣିତ କରିଛନ୍ତି ସାନ୍ ଇବ୍ରାହିମ୍ ଓ ସ୍ମୃତି ବିଜୟନ। ବିବାହର କିଛି ବର୍ଷ ପରେ ହଠାତ୍…

ମୋବାଇଲ ଗ୍ରାହକ ବୃଦ୍ଧିରେ ଓଡ଼ିଶା ପ୍ରଥମ

ଭୁବନେଶ୍ବର: ଦେଶର ୨୨ଟି ଟେଲିକମ୍ ସର୍କଲ ମଧ୍ୟରୁ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ସେପ୍ଟେମ୍ବରରେ ସବୁଠୁ ଅଧିକ ରହିଛି। ଗ୍ରାହକଙ୍କ ସଂଖ୍ୟାରେ ୧.୧୩ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଓଡ଼ିଶା ପଛକୁ ପଞ୍ଜାବ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଆସାମ ତୃତୀୟ ସ୍ଥାନରେ ରହିଛି। ୨୨ଟି ଟେଲିଫୋନ ସର୍କଲ…

ବିଏମ୍‌ସି ପକ୍ଷରୁ ବର୍ଜ୍ୟବସ୍ତୁ…

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଆୟୋଜନ କରୁଅଛି ବର୍ଜ୍ୟବସ୍ତୁ ପରିଚାଳନା ଯନ୍ତ୍ରପାତି ଏକ୍ସ-ପୋ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମିଳିତ ସହଯୋଗରେ ସହରାଞ୍ଚଳ ବିକାଶ ପରିସରରେ ଏହି ଏକ୍ସ-ପୋ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ। ଏଥିନିମନ୍ତେ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର…

ବଳିଆ ପାଇଁ ପୋଢୁଆଁ ଭାର

ପୁରୀ: ଆସନ୍ତାକାଲି ପବିତ୍ର ପ୍ରଥମାଷ୍ଟମୀ। ଓଡିଆ ଘରର ପ୍ରଥା ଓ ପରମ୍ପରା ଅନୁସାରେ ମାମୁ ଘରୁ ପ୍ରଥମାଷ୍ଟମୀରେ ପୋଢ଼ୁଆଁ ଭାର ଆସିଥାଏ। କାଲି ପ୍ରଥମାଷ୍ଟମୀରେ ପୋଢ଼ୁଆଁ ହେବେ ମହାପ୍ରଭୁ ବଳଭଦ୍ର। ଏଥି ନିମନ୍ତେ ଆଜି ନିଆଳି ପ୍ରାଚୀ ନଦୀ ତଟ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ପୋଢ଼ୁଆଁ ଭାର…

ରାଜଧାନୀରେ ଆଜିଠୁ ଗଡିବ ବିଦ୍ୟୁତ ଚାଳିତ…

ଭୁବନେଶ୍ବର: ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ ପରୀକ୍ଷାମୂଳକ ଭାବେ ଗଡିବ ବିଦ୍ୟୁତ୍‌ ଚାଳିତ ବସ୍। ପ୍ରଥମ ପର୍ଯ୍ୟାୟରେ ଗଡିବ ଦୁଇଟି ବସ୍‌। ଏହି ବସ୍‌ ହାଇଦରାବାଦରୁ ଅଣାଯାଇଛି। ବିନା ଯାତ୍ରୀରେ ବସ୍‌ ୧୦ ଦିନ ବିଭିନ୍ନ ରୁଟ୍‌ରେ ଗଡିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବସ୍‌ରେ ଯାତ୍ରୀଙ୍କ…

ଜାନୁଆରୀ ୮ରେ ହେବ ଦେଶବ୍ୟାପୀ ଧର୍ମଘଟ

ଭୁବନେଶ୍ବର: ଦେଶରେ ଉପୁଜିଥିବା ଆର୍ଥିକ ମାନ୍ଦାବସ୍ଥା, ବେକାରୀ, ମୂଲ୍ୟବୃଦ୍ଧି, ବେରୋଜଗାରୀ, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଏବଂ ଶ୍ରମ ଆଇନର କୋର୍ଡିଫିକେସନ୍‌ ବିରୁଦ୍ଧରେ ଦାବି କରି ଆସନ୍ତା ଜାନୁଆରୀ ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ରାଜ୍ୟସ୍ତରୀୟ ଶ୍ରମିକ ଅଧିବେଶନରେ ଆହ୍ନାନ…

କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତ ଖେଳିବ…

ଭୁବନେଶ୍ବର: ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ଏଫଆଇଏଚ୍‌ ହକି ପ୍ରୋ-ଲିଗ୍‌ ଜାନୁଆରୀ ୧୧ରୁ ଜୁନ୍‌ ୨୮ ପର୍ଯ୍ୟନ୍ତ ଖେଳାଯିବ। ଏହି ପ୍ରିତଯୋଗିତାରେ ମୋଟ ୧୪୪ ମ୍ୟାଚ୍‌ ୧୧ଗୋଟି ଭେନ୍ୟୁରେ ଖେଳାଯିବ। ଭେନ୍ୟୁ ତାଳିକାରେ ରହିଛି ଭାରତର ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସମେତ ଆର୍ଜଣ୍ଟିନା, ବେଲଜିୟମ୍,…

ଡିସେମ୍ବର ୧୩ରେ ଭୁବନେଶ୍ବରରେ ରିଜର୍ଭ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଡିସେମ୍ବର ୧୩ ତାରିଖରେ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ)ର କେନ୍ଦ୍ରୀୟ ବୋର୍ଡ ବୈଠକ ହେବ। ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବ୍ୟାଙ୍କ ଜମା ରାଶି ବୀମା ସୀମାରେ ବୃଦ୍ଧି ସହ ଅନେକ ଗୁରୁତ୍ବପୂର୍ଣ୍ଣ ଦିଗରେ…