ଅନ୍ତର୍ଜାତୀୟ ପୁରୁଷ ଦିବସ
ଭୁବନେଶ୍ବର: ସମାଜରେ ପୁରୁଷ ମାନଙ୍କୁ ସମାନ ଅଧିକାର, ସମ୍ମାନ ଓ ନିର୍ଯ୍ୟାତନାର ଶିକାରରୁ ରକ୍ଷା କରିବା ନିମନ୍ତେ ପ୍ରତି ବର୍ଷ ନଭେମ୍ବର ୧୯କୁ ଅନ୍ତର୍ଜାତୀୟ ପୁରୁଷ ଦିବସ ଭାବେ ପାଳନ କରାଯାଉଛି। ପୁରୁଷ ଦିବସ ମୁଖ୍ୟତଃ ଭାରତରେ କେବଳ କାଗଜ ପତ୍ରରେ ସୀମିତ। ୧୯୯୮ରେ ତ୍ରିନିଦାଦ ଓ ଟୋବାଗୋ ଦେଶରେ ପ୍ରଥମ…