Browsing Category
ବାଣିଜ୍ୟ
କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ…
ଓଏଲ୍ ବ୍ୟୁରୋ: କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏଣିକି ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ ନୂତନ ଗ୍ରାହକଙ୍କୁ ଯୋଡ଼ି ପାରିବନି କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ। ଏଥିସହିତ ନୂଆ କ୍ରେଡିଟ କାର୍ଡ ପ୍ରଦାନ ଉପରେ ମଧ୍ୟ ଆରବିଆଇ ନେଇଛି ବଡ଼…
ଲଗାତାର ଷଷ୍ଠ ଥର ପାଇଁ ଅପରିବର୍ତ୍ତିତ…
ଓଏଲ୍ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ସୂଚନା ପ୍ରକାଶ ପାଇଛି। ଯାହାପରେ ଗ୍ରାହକମାନଙ୍କୁ ଆଶ୍ୱସ୍ତି ମିଳିଛି। ରେପୋ ରେଟ୍ ବୃଦ୍ଧି ପାଇବାର ଆଶଙ୍କା ଥିବାବେଳେ ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ରେପୋ ରେଟ୍ ପରିବର୍ତନ…
ବାଣିଜ୍ୟ କ୍ଷେତ୍ରରେ ନୂଆ ଅଧ୍ୟାୟ; ଆକାଶ…
ଓଏଲ୍ ବ୍ୟୁରୋ: ବିକାଶ ଅଭିମୁଖେ ଓଡ଼ିଶା। ବାଣିଜ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ନୂତନ ପ୍ରୟାସ କରାଯାଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଅନ୍ତଃରାଷ୍ଟ୍ରୀୟ ଏୟାର କାର୍ଗୋ ସେବା ଆରମ୍ଭ ହୋଇଛି। ଏହାଦ୍ୱାରା ଆମଦାନୀ ଓ ରପ୍ତାନି କାରୀଙ୍କୁ ଏଣିକି ଅଧିକ…
ବଜେଟ୍ ୨୦୨୪: ଅପରିବର୍ତ୍ତିତ ରହିଲା ଆୟକର…
ଓଏଲ୍ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି ସରକାରଙ୍କର ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଛନ୍ତି। ଏହା ତାଙ୍କର ଷଷ୍ଠ ବଜେଟ୍ ପରିବେଷଣ। ଆଗକୁ ନିର୍ବାଚନ ଥିବାରୁ ଏହି ବଜେଟରେ ବଡ ଘୋଷଣା ହେବା ନେଇ ସମସ୍ତଙ୍କ ମନରେ ଆଶା ରହିଥିଲା। ବିଶେଷ କରି ଟ୍ୟାକ୍ସରୁ…
ପ୍ରଥମ ଥର ପାଇଁ ସେନସେକ୍ସ ୭୩ହଜାର ପାର,…
ଓଏଲ୍ ବ୍ୟୁରୋ: ସେୟାର ମାର୍କେଟରେ ଉତ୍ସାହ। ସପ୍ତାହର ପ୍ରଥମ କାରବାର ଦିନରେ ହିଁ ରେକର୍ଡ ଭାଙ୍ଗିଛି ସେନସେକ୍ସ। ପ୍ରଥମଥର ପାଇଁ ବିଏସ୍ଇ ସେନସେକ୍ସ ୭୩ ହଜାର ପଏଣ୍ଟ ପାର କରି କାରବାର ଆରମ୍ଭ କରିଛି। ସପ୍ତାହର ପ୍ରଥମ କାରବାର ଦିନ ସୋମବାରରେ ସେନସେକ୍ସ ୪୮୧ ପଏଣ୍ଟ ଉପରକୁ ଉଠି ୭୩,୦୪୯ରେ କାରବାର…
ପରଲୋକରେ ସାହାରା ମୁଖ୍ୟ ସୁବ୍ରତ ରାୟ
ଓଏଲ୍ ବ୍ୟୁରୋ: ପରଲୋକରେ ଜଣାଶୁଣା ଶିଳ୍ପପତି ତଥା ସାହାରା ଇଣ୍ଡିଆ ମୁଖ୍ୟ ସୁବ୍ରତ ରାୟ। ମଙ୍ଗଳବାର ରାତିରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ବିଭିନ୍ନ ରୋଗରେ ପୀଡିତ ଥିବା ସୁବ୍ରତଙ୍କର ମୁମ୍ବାଇରେ ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି।
ହୋଟେଲ…
ବଦଳିଲା ଏୟାର ଇଣ୍ଡିଆ ଲୋଗୋ
ଓଏଲ୍ ବ୍ୟୁରୋ: ଟାଟା ଗ୍ରୁପ୍ର ଏୟାରଲାଇନ୍ସରେ ପରିଣତ ହୋଇଥିବା ଏୟାର ଇଣ୍ଡିଆ ଏହାର ନୂଆ ଲୋଗୋ ଲଞ୍ଚ କରିଛି। ନୂତନ ଲୋଗୋ, ବ୍ରାଣ୍ଡ ଏବଂ ପରିଚୟ ସହିତ ଏୟାରଲାଇନ ଦେଖାଯିବ।ଏୟାର ଇଣ୍ଡିଆର ନୂତନ ଲୋଗୋ ଅସୀମିତ ସମ୍ଭାବ୍ୟତାର ପ୍ରତୀକ ପ୍ରତିଫଳିତ କରେ।
ଏୟାର ଇଣ୍ଡିଆ ଗତ ୧୫ ମାସ ଧରି ନୂଆ ଲୋଗୋ ଉପରେ…
ବ୍ୟାଙ୍କକୁ ଫେରିଲାଣି ୮୮% ଦୁଇ ହଜାର…
ଓଏଲ୍ ବ୍ୟୁରୋ: ୨୦୦୦ ଟଙ୍କିଆ ନୋଟ୍କୁ ନେଇ ବଡ଼ ଅପଡେଟ୍ ଦେଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଆଜି ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଯେ, ୮୮ ପ୍ରତିଶତ ଦୁଇ ହଜାଟ ଟଙ୍କିଆ ନୋଟଗୁଡ଼ିକ ଦେଶର ବିଭିନ୍ନ ବ୍ୟାଙ୍କଗୁଡ଼ିକୁ ଫେରି ଆସିଛି। ଜୁଲାଇ ୩୧ ସୁଦ୍ଧା ବଜାରରେ କେବଳ ୪୨ ହଜାର କୋଟି ଟଙ୍କା ମୂଲ୍ୟର ୨୦୦୦…
ଆଜିଠୁ ବଦଳ କରିପାରିବେ ୨ହଜାର ଟଙ୍କିଆ…
ଓଏଲ୍ ବ୍ୟୁରୋ: ଆପଣ ୨ହଜାର ଟଙ୍କଆ ନୋଟ୍ ରଖିଛନ୍ତି କି? ଯଦି ହଁ ତେବେ ବ୍ୟାଙ୍କରେ ଯାଇ କରିନିଅନ୍ତୁ ବଦଳ। କାରଣ ଆଜିଠୁ ଆରମ୍ଭ ହେଉଛି ୨ ହଜାର ଟଙ୍କିଆ ନୋଟର ବଦଳ ପ୍ରକ୍ରିୟା। ଆଜିଠାରୁ ବ୍ୟାଙ୍କରେ ଲୋକେ ଜମା କରିପାରିବେ ନିଜ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍। ଲୋକେ ଚାହିଁଲେ ବ୍ୟାଙ୍କରେ ଦୁଇ ହଜାର…
୨୦୦୦ ଟଙ୍କିଆ ନୋଟ ଫେରାଇ ନେବ ଆରବିଆଇ
ଓଏଲ୍ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କର ସବୁଠାରୁ ବଡ଼ କରେନ୍ସି ୨୦୦୦ ଟଙ୍କିଆ ନୋଟ ଉପରେ ବଡ଼ ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ନେଣଦେଣରୁ ବିଦାୟ ନେବ ୨ ହଜାର ଟଙ୍କିଆ ନୋଟ୍। ବିଦାୟ ନେଲେ ବି ଏବେ ଅଚଳ ହେବନି ୨ ହଜାର ଟଙ୍କିଆ ନୋଟ୍।
ଆପଣଙ୍କ ପାଖେ ଯଦି…