Browsing Category
ବାଣିଜ୍ୟ
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଢ଼ିଲା…
ଓଏଲ୍ ବ୍ୟୁରୋ : ବୃଦ୍ଧି ପାଇଲା ଇପିଏଫଓ ସୁଧହାର। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫଓ ସୁଧହାର ବୃଦ୍ଧି ପାଇଥିବା ଖବର ସାମ୍ନାକୁ ଆସିଛି। ଗତବର୍ଷ ଇପିଏଫଓ ସୁଧହାର ୮.୧ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୨୧-୨୨ ପାଇଁ ଇପିଏଫ୍ଓ ଘୋଷଣା କରିଥିବା ୮.୧ ପ୍ରତିଶତ ସୁଧ ହାର ସହିତ ଏବର୍ଷର ହାର ପ୍ରାୟ…
ଏୟାର ଇଣ୍ଡିଆ କିଣିବ ୨୫୦ଟି ବିମାନ
ଓଏଲ୍ ବ୍ୟୁରୋ: ଟାଟା ସନ୍ସ ମଙ୍ଗଳବାର କରିଛି ବଡ଼ ଘୋଷଣା। ବିମାନ ଚଳାଚଳ ଇତିହାସରେ ସବୁଠାରୁ ବଡ଼ ବିମାନ କ୍ରୟ ଚୁକ୍ତି କରିଛି ଟାଟା ଗ୍ରୁପ୍। ଏୟାର ଇଣ୍ଡିଆ ପାଇଁ ଫ୍ରାନ୍ସର ଏୟାରବସଠାରୁ ୨୫୦ଟି ଏୟାରବସ ଏ୩୫୦ ବିମାନ କିଣିବାକୁ ଟାଟା ଗ୍ରୁପ ଚୁକ୍ତି କରିଛି। ମଙ୍ଗଳବାର ଭାରତର ପ୍ରଧାନମନ୍ତ୍ରୀ…
ବଜାରରେ ହାହାକାର, ଦିନକରେ ବୁଡ଼ିଗଲା ୩…
ଓଏଲ୍ ବ୍ୟୁରୋ : ଗୁରୁବାର ଦିନ ସେୟାର ବଜାରରେ ହାହାକର ସ୍ଥିତି । ଯାହାଫଳରେ ବିଏସଇ ସେନସେକ୍ସ ୮୭୮.୮୮ ପଏଣ୍ଟ ହ୍ରାସ ହୋଇ ୬୧,୭୯୯ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଏନଏସଇ ନିଫ୍ଟି ମଧ୍ୟ ୨୪୫.୪୦ ପଏଣ୍ଟ ତଳକୁ ଖସି ୪୮,୪୧ ପଏଣ୍ଟରେ ବନ୍ଦ ହୋଇଛି। ବୁଧବାର ରାତିରେ ଆମେରିକୀୟ ଫେଡେରାଲ ରିଜର୍ଭ ସୁଧ…
ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ, ଉଦଘାଟନ…
ଓଏଲ୍ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୨ । ଏହି ଶିଳ୍ପ ମହାକୁମ୍ଭର ୩ୟ ସଂସ୍କରଣକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ଦିନ ଧରି ହେବାକୁ ଥିବା କନକ୍ଲେଭରେ ବିଭିନ୍ନ ଶିଳ୍ପ ସଂସ୍ଥାମାନେ ସାମିଲ ହେବେ। ତେବେ ୬…
ଆଜିଠୁ ରାଜଧାନୀରେ ଶିଳ୍ପ ମହାକୁମ୍ଭ
ଓଏଲ୍ ବ୍ୟୁରୋ: ୩ ବର୍ଷର ଅନ୍ତର ପରେ ଆଜିଠୁ ଆରମ୍ଭ ହେଉଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍। ଏହି ଶିଳ୍ପ ମହାକୁମ୍ଭର ୩ୟ ସଂସ୍କରଣକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ଦିନ ଧରି ହେବାକୁ ଥିବା କନକ୍ଲେଭରେ ବିଭିନ୍ନ ଶିଳ୍ପ ସଂସ୍ଥାମାନେ ସାମିଲ ହେବେ। ତେବେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ…
ଶନିବାର ବ୍ୟାଙ୍କ ଧର୍ମଘଟ
ଓଏଲ୍ ବ୍ୟୁରୋ: ଆସନ୍ତାକାଲି ଶନିବାର। ଆପଣ ଯଦି କାଲି ପାଇଁ କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ କରିବାକୁ ମନସ୍ଥ କରିଛନ୍ତି ତେବେ ଆଜି ହିଁ କରି ନିଅନ୍ତୁ। କାରଣ ଶନିବାର ଦିନ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ।
ଆଉଟସୋର୍ସିଂ ନିଯୁକ୍ତିକୁ ବିରୋଧ କରି ଏହି…
ପରଲୋକରେ ସେୟାର ମାର୍କେଟର ବିଗ୍ବୁଲ୍
ଓଏଲ୍ ବ୍ୟୁରୋ: ପରଲୋକରେ ସେୟାର ମାର୍କେଟର ବିଗ୍ବୁଲ୍ ଭାବେ ପରିଚିତ ରାକେଶ ଝୁନଝୁନୱାଲା। ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି। ୬୨ ବର୍ଷ ବୟସରେ ସେୟାର ମାର୍କେଟ କିଙ୍ଗ୍ ରାକେଶ ଝୁନଝୁନୱାଲାଙ୍କ ଦେହାନ୍ତ ହୋଇଛି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି…
ବ୍ୟାଙ୍କ କର୍ମଚାରୀଙ୍କ ୨ ଦିନିଆ ଧର୍ମଘଟ
ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ୨ ଦିନିଆ ବ୍ୟାଙ୍କ ଧର୍ମଘଟ। ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋାଧରେ ବ୍ୟାଙ୍କ ୟୁନିଅନଗୁଡ଼କ ୨ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି। ଗୁରୁବାର ଓ ଶୁକ୍ରବାର ୨ ଦିନ ଏଥିପାଇଁ ବ୍ୟାଙ୍କ ବନ୍ଦ ରହିବ।
ଧର୍ମଘଟ ଡାକରା ଫଳରେ ଆଜି ଓ କାଲି ବ୍ୟାଙ୍କ ସେବା ପ୍ରଭାବିତ ହେବ।…
ପୁଣି ବଢ଼ିଲା ତୈଳ ଦର
ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ଅନ୍ତରାଷ୍ଟ୍ରୀୟ ବଜାରରେ ତେଲ ଦର ବୃଦ୍ଧି ହେବା ଫଳରେ ଦେଶରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ତେଲ ବିତରଣ କମ୍ପାନୀମାନେ ଆଜି ଜାରି କରିଥିବା ନୂଆ ଦାମ ଅନୁଯାୟୀ ପେଟ୍ରୋଲ ୨୦ ରୁ ୨୨ ପଇସା ପ୍ରତିଲିଟର ମହଙ୍ଗା ହୋଇଛି । ସେହିଭଳି ଡିଜେଲ ଦର ୨୫ ପଇସା…
ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ରହିବ…
ନୂଆଦିଲ୍ଲୀ : ପାର୍ବଣ ଋତୁ ପାଇଁ ଅକ୍ଟୋବର ମାସରେ ବ୍ୟାଙ୍କଗୁଡିକ ୨୧ ଦିନ ପାଇଁ ବନ୍ଦ ରହିବ। ଦେଶର ଭିନ୍ନ ଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ଦିନ ବନ୍ଦ ରହିବ ବ୍ୟାଙ୍କ୍। ଅକ୍ଟୋବର ମାସରେ ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି କାମ ଥାଏ ତେବେ ଛୁଟିଦିନ ତାଲିକା ଆଗ ଦେଖିନିଅନ୍ତୁ।
ଅକ୍ଟୋବର ମାସରେ ଗାନ୍ଧୀ…