Odisha Link
Bridging the Missing Links in Odisha
Browsing Category

ସହର

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମହିଳା

ଭୁବନେଶ୍ୱର: ରାଜଧାନୀରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ସ୍ୱାମୀ ଓ ସ୍ତ୍ରୀ ଉଭୟ କାରରେ ସ୍ତ୍ରୀ ବାପା ଘରକୁ ଯାଉଥିବା ସମୟରେ ଏଭଳି ଅଘଟଣା ଘଟିଛି। ସ୍ୱାମୀ ତାଙ୍କୁ କାରରେ ବାପ ଘରକୁ ଛାଡ଼ିବାକୁ ଯାଉଥିଲେ। ହେଲେ ହଠାତ ସ୍ତ୍ରୀ…

କଟକ ଓ ଖୋର୍ଦ୍ଧାରେ ଅନ୍‌ଲକ୍‌ ସମ୍ଭାବନା…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର କମିଛି। ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୧୬ଶହରୁ ୧୭ଶହରେ ସ୍ଥିର ରହିଛି ଦୈନିକ ସଂକ୍ରମଣ। କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର କମୁନି ତେଣୁ ଏଠାରେ ସଂପୂର୍ଣ୍ଣ କରିବାର ସମ୍ଭାବନା କମ୍‌ ରହୁଛି। ସ୍ଥିତି, ସମୟ, ସଂକ୍ରମଣର ପରିସ୍ଥିତିକୁ ଅନୁଧ୍ୟାନ କରି…

ଘରୋଇକରଣ ହେବ ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର: ଘରୋଇକରଣ ହେବ ଭୁବନେଶ୍ୱର ବିମାନବନ୍ଦର। ପିପିପି ମୋଡରେ ହେବ ବିମାନବନ୍ଦରର ବିକାଶ ଓ ପରିଚାଳନା। ଏହି ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜେନେରାଲ ଭିକେ ସିଂହ। ଭାରତୀୟ ବିମାନବନ୍ଦର…

ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ୨ୟ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉ ଏକ ପୁରସ୍କାର। କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଏହି ପୁରସ୍କାର ହାତେଇଛି ସ୍ମାର୍ଟ ସିଟି ଭୁବନେଶ୍ୱର। ଏହି ପ୍ରତିଯୋଗିତାରେ ଦେଶର ୧୦୦ଟି ସ୍ମାର୍ଟ ସିଟି ଓ ସବୁ ରାଜ୍ୟର ରାଜଧାନୀ…

ଯୁବତୀଙ୍କ ନଦୀକୁ ଡେଇଁବାକୁ ଉଦ୍ୟମ: ମୋତେ…

ଭୁବନେଶ୍ୱର: ଯୁବତୀଙ୍କ ନଦୀକୁ ଡେଇଁବାକୁ ଉଦ୍ୟମ। ‘ମୋତେ ଛାଡ଼.. ମୁଁ ବଞ୍ଚିବାକୁ ଚାହୁଁନାହିଁ...ମୁଁ ଡେଇଁବି’। ମୋତେ ଅଟକାଅ ନାହିଁ । ଏ ଜୀବନ ରଖି କିଛି ଲାଭ ନାହିଁ। ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିବା ଜଣେ ଯୁବତୀଙ୍କ ଏଭଳି ଚିତ୍କାର ସାମ୍ନାକୁ ଆସିଛି। ଯୁବତୀ ଜଣକ ନଦୀକୁ…

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ…

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଉଦ୍ୟମ। ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ  ଅସନ୍ତୋଷ ଥିବାବେଳେେ କିଛି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଓ ଅଭିଭାବକ ଆନେ୍ଦାଳନ କରୁଛନ୍ତି। ଏହାରି ମଧ୍ୟରେ ମା’ ଓ ପୁଅ ମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଦେବାକୁ…

ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି…

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଐତିହାସିକ ଘୋଡ଼ା।  ନିକଟରେ ସ୍ମାର୍ଟସିଟି ପ୍ରକଳ୍ପ ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଘୋଡ଼ାଟିକୁ ହଟାଇ ରାଜ୍ୟପାଳ ଭବନ ଛକ ଠାରେ ରଖାଯିବ ବୋଲି କୁହାଯାଉଥିଲା। ଘୋଡ଼ାକୁ ହଟାଇବା ନେଇ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଥିଲା। ବିଭିନ୍ନ ଦଳୀୟ ମହଲରୁ ଅସନ୍ତୋଷ…

ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁ

ଭୁବନେଶ୍ୱର: କରୋନା କାୟା କମି ନଥିବା ବେଳେ ଏବେ ଡେଙ୍ଗୁ କାୟା। ଏହାରି ମଧ୍ୟରେ ରାଜଧାନୀରେ ଚଳିତ ବର୍ଷ ଡେଙ୍ଗୁରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବିଏମସି ନର୍ଥ ଯୋନ ଶୈଳଶ୍ରୀ ବିହାରରେ ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ୧୫ବର୍ଷର ବାଳକ। ଗତ କିଛିଦିନ…

ରାଜଧାନୀରେ ଗୁଣ୍ଡାରାଜ, ବିଚ୍ ରାସ୍ତାରେ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗୁଣ୍ଡାରାଜ। ଭୁବନେଶ୍ବର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ଦୁଇ ଯୁବକଙ୍କୁ ଅତି ନିର୍ମମ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ମାଷ୍ଟରକ୍ୟାଣ୍ଟିନ କଦଳୀ ଗୋଦାମ ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନା ମୁତାବକ,…

ବିରଳ ପ୍ରଜାତିର କଇଁଛ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର। ରସୁଲଗଡ ଜିଜିିପି କଲୋନୀରୁ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର ହୋଇଛି। ଉଦ୍ଧାର କଇଁଛକୁ ପାତ୍ରପଡାରେ ଥିବା ସ୍ୱତନ୍ତ୍ର ପାର୍କରେ ଛଡା ଯିବ ବୋଲି ସିଟି ଫରେଷ୍ଟ ଏସିଏଫ ପ୍ରଶାନ୍ତ ପଣ୍ଡା କହିଛନ୍ତି। ଗତ ଦୁଇଦିନ ଧରି ଲଗାଣ ବର୍ଷା…