Browsing Category
ସହର
ଆଜିଠୁ ବାଲିଯାତ୍ରା : ପ୍ଲାଷ୍ଟିକ୍ ବୋତଲ…
କଟକ: ଆଜିଠୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ଚଳଚଞ୍ଚଳ କଟକ ବାଲିଯାତ୍ରା ପଡ଼ିଆ। ପୂର୍ବରୁ ବେପାରୀଙ୍କ ଗହଳି ଦେଖିବାକୁ ମିଳିଥିବା ବେଳେ ଆଜିଠୁ ଲୋକଙ୍କ ଗହଳି ଦେଖିବାକୁ ମିଳିବ। ଦୋକାନ, ବଜାର ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଏଥିପାଇଁ ପ୍ରସ୍ତୁତି…
ରାଜଧାନୀରେ ରକ୍ତର ଛିଟା
ଓଏଲ୍ ବ୍ୟୁରୋ: ରଙ୍ଗର ପର୍ବ ହୋଲିରେ ରାଜଧାନୀ ଭୁବନେଶ୍ବରରେ ଲାଗିଲା ରକ୍ତର ଛିଟା। ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିରେ ଯୁବକଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ। ଆକ୍ରମଣରେ ଗ୍ୟାରେଜ ମାଲିକ ହାପି ଓ ତାର ସହଯୋଗୀ ଆହତ ହୋଇଥିବା ସୂଚନା।
ଆହତ ଯୁବକମାନେ ହେଲେ ଭୁବନେଶ୍ବର ସୁନ୍ଦରପଦା କପିଳ ପ୍ରସାଦ…
ଭୁବନେଶ୍ବର ମେୟର ପ୍ରାର୍ଥୀ ଘୋଷଣା କଲା…
ଓଏଲ୍ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ଏବେ ସମସ୍ତଙ୍କ ନଜର ପୌର ନିର୍ବାଚନ ଉପରେ। ଏଥଥିପାଇଁ ରାଜ୍ୟର ୩ ପ୍ରମୁଖ ଦଳ ଆପଣେଇଛନ୍ତି ଭିନ୍ନ ଭିନ୍ନ ରଣନୀତି। ଏସବୁ ମଧ୍ୟରେ ଆଜି ବିଜୁ ଜନତା ଦଳ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ପକ୍ଷରୁ ଭୁବନେଶ୍ୱର…
ଆଜିଠୁ ନୂଆ କଟକଣା, କ’ଣ ଖୋଲା…
ଭୁବନେଶ୍ବର: ୭ ମାସ ପରେ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାରରି ମଧ୍ୟରେ ଆଜିଠୁ ରାଜ୍ୟରେ ଲାଗୁହେବ ନୂଆ କୋଭିଡ ଗାଇଡଲାଇନ୍। ଆଜି ରାତି ୯ଟାରୁ ରାଜ୍ୟର ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ। ଏଥିସହିତ ୫୦ ପ୍ରତିଶତ କ୍ଷମତାରେ ହୋଟେଲ , ବାର ଖୋଲିବ। ହେଲେ ଏକା ସମୟରେ ୫ଜଣରୁ ଅଧିକ…
ବ୍ରହ୍ମପୁର ବିବାହ ବିବାଦ: ହାଇକୋର୍ଟ…
ବ୍ରହ୍ମପୁର: ବ୍ରହ୍ମପୁର ବିବାହ ବିବାଦ ମାମଲାରେ ନୂଆ ଟ୍ବିଷ୍ଟ। କିଛି ସମୟ ପୂର୍ବରୁ ବିବାହ ବିବାଦରେ ଯବନିକା ପଡ଼ିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ କଥା ଏଥର ଏବେ ହାଇକୋର୍ଟ ଯିବ। ଅର୍ଥାତ୍ ଜିଲ୍ଲା ଜଜ୍ଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ଡାକ୍ତର ସୁମିତ୍। ଏନେଇ ସୂଚନା ଦେଇଛନ୍ତି ସୁମିତଙ୍କ…
ଭୁବନେଶ୍ବର ମାର୍କେଟ୍ ବିଲ୍ଡିଂ ବନ୍ଦ
ଭୁବନେଶ୍ବର: ଭୁବନେଶ୍ବରରେ ଥିବା ମାର୍କେଟ୍ ବିଲ୍ଡିଂ ବନ୍ଦ। କରୋନା ସଂକ୍ରମଣକୁ ନଜରରେ ରଖି ବନ୍ଦ ହୋଇଛି ମାର୍କେଟ। ବରଂ ଉଠା ଦୋକାନୀଙ୍କୁ ଉଠାଇବା ଦାବିରେ ବନ୍ଦ ହୋଇଛି। ଜଣେ ଉଠାଦୋକାନୀ ମାର୍କେଟ୍ ବିଲଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଚମକ ଦେଇଥିଲେ। ଏହାକୁ ନେଇ ମାର୍କେଟ୍ ବିଲଡିଂ ପରିସରରେ…
ସୁପର ମାର୍କେଟ ଖୋଲୁ ଖୋଲୁ ସିଲ୍ କଲା…
ଭୁବନେଶ୍ବର: ରାଜ୍ୟରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ରାଜ୍ୟ ସରକାର ଜାନୁଆରୀ ଗାଇଡଲାଇନକୁ କଡା କରିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସରକାର ଜାରି କରିଛନ୍ତି କୋଭିଡ ଗାଇଡଲାଇନ୍। ହେଲେ ଏସବୁ ମଧ୍ୟରେ ନିଳାଦ୍ରୀ ବିହାର ସ୍ଥିତ ମୋର୍ ସୁପର ମାର୍କେଟକୁ…
ରାଜଧାନୀରେ ବୃଦ୍ଧି ପାଇଲା କଣ୍ଟେନମେଣ୍ଟ…
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବୃଦ୍ଧି ପାଇଲା କଣ୍ଟେନମେଣ୍ଟ୍ ଜୋନ୍ ସଂଖ୍ୟା। ମଙ୍ଗଳବାର ବମିଖାଲ ଜୟଦୁର୍ଗା ନଗର ଓ ଭିଏଏସ୍ଏସ୍ ନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ ଆଜି କସମପଲିସର ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି।
ଗତକାଲି ୨ଟି ସ୍ଥାନ କୁ ଘୋଷଣା…
ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍
ଭୁବନେଶ୍ବର: ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଏଣ୍ଟ୍ରି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରକୁ ପୁଣିଥରେ ଫେରିଲା କଣ୍ଟେନମେଣ୍ଟ ଜୋନ୍। ବମିଖାଲ ଜୟଦୁର୍ଗା ନଗର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି।
ବମିଖାଳ ଜୟଦୁର୍ଗା ଅଞ୍ଚଳରେ ଥିବା ପ୍ଲଟ୍ ନଂ ୧୩୦୩/ ୧୩୦୪ ଅଞ୍ଚଳରୁ ଏକାଧିକ…
ରାତି ୧୦ଟା ପରେ ବାଜିବନି ଡିଜେ, ଫୁଟିବନି…
ଭୁବନେଶ୍ବର: ଚାଲିଛି ବାହାଘରର ଋତୁ। ହେଲେ କଟକଣାକୁ ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି ଲୋକେ। ଏଣିକି ରାତି ୧୦ଟା ପରା ବିବାହ ପ୍ରସେସନରେ ଡିଜେ ସାଉଣ୍ଡ ଓ ବାଣ ଫୁଟାଇବା ମନା। ଏନେଇ କଟକଣା କଡ଼ାକଡ଼ି କଲା କମିଶନରେଟ୍ ପୋଲିସ। ପୂର୍ବରୁ ଏହି ନିୟମ ବଳବତ୍ତର ରହିଥିଲେ ବି ଏହି ନିୟମକୁ ଲୋକେ ମାନୁନଥିଲେ।…