Browsing Category
ଅପରାଧ
ପ୍ରତିମାସରେ ବେରୋଜଗାରୀଙ୍କୁ ମିଳିବ ୩୫ଶହ…
ଓଏଲ୍ ବ୍ୟୁରୋ: ଆଜିର ଆଧୁନିକ ଯୁଗରେ ପ୍ରାୟ ଯୁବପୀଢ଼ିଙ୍କ ହାତରେ ସ୍ମାର୍ଟ ଫୋନ୍ ଥିବ ନିଶ୍ଚୟ। ଅନ୍ୟପଟେ ବେରୋଜଗାରୀ ହାର ମଧ୍ୟ ବିଶ୍ବରେ ବଢ଼ି ଚାଲିଛି। ଏସବୁ ମଧ୍ୟରେ ଭାରତରେ ମଧ୍ୟ ବେରୋଜଗାରୀ ହାର ଉପରମୁହାଁ ରହିଛି। ସରକାରୀ ହେଉ ବା ବେସରକାରୀ ଚାକିରି ଖଣ୍ଡିଏ ପାଇଁ ପ୍ରତିଯୋଗିତା ଲାଗି ରହିଛି।…
ଅଙ୍ଗଚୋରି ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ…
ଓଏଲ୍ ବ୍ୟୁରୋ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଚାଞ୍ଚଲ୍ୟକର ଅଭିଯୋଗ ସାମ୍ନାକୁ ଆସିଛି। ଦୁର୍ଘଟଣାରେ ଗୁରୁତର ଚିକିତ୍ସିତ ବ୍ୟକ୍ତିଙ୍କ ଅଙ୍ଗ ତସ୍କରୀ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। କଟକରେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ବାଲିଗୁଡ଼ା…
ଭରତପୁର ଥାନାକାଣ୍ଡ: ରେକର୍ଡ ହେବ…
ଓଏଲ୍ ବ୍ୟୁରୋ: ଭରତପୁର ଥାନା ଘଟଣାର ନ୍ୟାୟିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଏହି ମାମଲାର ତଦନ୍ତ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବାକୁ କମିଶନ ଆଗରେ ଉପସ୍ଥିତ ହୋଇଥିଲେ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର। ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି ବିନୟ ତୋଷ ମିଶ୍ର କହିଛନ୍ତି, ଗୁଜରାଟ…
୧୨ ଦୁର୍ନୀତିଖୋର ବାବୁଙ୍କ ଦସ୍ତାବିଜ୍…
ଓଏଲ୍ ବ୍ୟୁରୋ: କିଛିଦିନର ବିରତି ପରେ ପୁଣିଥରେ ଦୁର୍ନୀତିଖୋର ବାବୁଙ୍କ ମନରେ ଛନକା। ପ୍ରଥମ ଥର ପାଇଁ ବିଜେପି ସରକାରକୁ ଆସିବା ପରେ ଭିଜିଲାନ୍ସ ଚଢ଼ାଉକୁ ଗୁରୁତ୍ବ ଦେଇଥିଲେ ଗୃହମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁର୍ନୀତିଖୋର ବାବୁଙ୍କ ଘରେ…
ରାଜଧାନୀରେ ନକଲି କଲ୍ ସେଣ୍ଟର ଠାବ: ୩…
ଓଏଲ୍ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା…
ୟୁପି ଦଙ୍ଗା: ପୁଲିସର ଏନ୍କାଉଣ୍ଟର
ଓଏଲ୍ ବ୍ୟୁରୋ: ଉତ୍ତରପ୍ରଦେଶ ବାହାରିଚ ଦଙ୍ଗା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ପୁଲିସ ଆଜି ଏନକାଉଣ୍ଟର କରିଛି। ସମ୍ପୃକ୍ତ ୨ ଅଭିଯୁକ୍ତ ନେପାଳ ଖସିଯିବାକୁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇବା ପରେ ଏନକାଉଣ୍ଟର କରିଛି। ୨ ହତ୍ୟା ଅଭିଯୁକ୍ତଙ୍କୁ ଗୁଳି କରିଛି ଉତ୍ତରପ୍ରଦେଶ ପୁଲିସ।…
ମହଙ୍ଗା ପଡ଼ିଲା ଆୟ ବହିର୍ଭୂତ ସମ୍ପତ୍ତି,…
ଓଏଲ୍ ବ୍ୟୁରୋ: ମହଙ୍ଗା ପଡ଼ିଲା ଆୟ ବହିର୍ଭୂତ ସମ୍ପତ୍ତି। ବନ୍ଧା ହେଲେ ପଞ୍ଚାୟତିରାଜ ବାବୁ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବ୍ୟକ୍ତିଗତ ସଚିବ ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ୟକ୍ତିଗତ ସଚିବ ରମେଶ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ୮ଟି ସ୍ଥାନରେ ଚଢ଼ାଉ…
କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ…
ଓଏଲ୍ ବ୍ୟୁରୋ: କୋଲକାତାର ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ କରିଛି ସିବିଆଇ। ଚାର୍ଜସିଟରେ ହୋଇଛି ବଡ଼ ଖୁଲାସା। ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରଯାଇ ନଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି।
ଚାର୍ଜସିଟରେ ଉଲ୍ଲେଖ ରହିଛି ଯେ ସଞ୍ଜୟ ରୟ…
ଭିଜିଲାନ୍ସ ପଞ୍ଝାରେ କାର୍ଯ୍ୟନିର୍ବାହୀ…
ଓଏଲ୍ ବ୍ୟୁରୋ: ଲାଞ୍ଚ ନେବା ପଡିଲା ମହଙ୍ଗା। ଭିଜିଲାନ୍ସ ପଞ୍ଝାରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ। ଭିଜିଲାନ୍ସ ଜାଲରେ ପଡ଼ିଥିବା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ହେଉଛନ୍ତି ସୁବର୍ଣ୍ଣପୁର ଜଳସେଚନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ। ୪୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ…
ପରିବାର ଲୋକ ମାନିଲେନି ଗୋଟିଏ କଥା, ୧୩…
ଓଏଲ୍ ବ୍ୟୁରୋ: ପ୍ରେମ ପାଇଁ ପର ହେଲା ପରିବାର। ଚାଲିଗଲା ଗୋଟିଏ ପରିବାରର ୧୩ ଜୀବନ। ପାକିସ୍ତାନର ସିନ୍ଧ ଅଞ୍ଚଳରୁ ଆସିଛି ଛାତିଥରେଇ ଦେବା ଭଳିଆ ଖବର। ଏଭଳି ଭୟାନକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି ପୁଲିସ। ଗିରଫ ହୋଇଥିବା ଯୁବତୀ ଜଣଙ୍କ ନିଜ ଦୋଷ ସ୍ବୀକାର କରିଛନ୍ତି।…